Odisha Link
Bridging the Missing Links in Odisha
Daily Archives

July 30, 2019

କ୍ଷୋଭ ପ୍ରକାଶ କଲେ ଜଗା-କାଳିଆଙ୍କ ବାପା

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ଥିବା ମୁଣ୍ଡ ଯୋଡ଼ା ଶିଶୁ ଜଗା-କାଳିଆଙ୍କ ବାପା ଭୂୟାଁ କହଁର ଗାଁକୁ ଫେରିବାକୁ ଚାହୁଁଛନ୍ତି। ହେଲେ ଗାଁକୁ ଆସିବାକୁ ତାଙ୍କୁ ଅନୁମତି ମିଳୁ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି…

ପୁଣି ନରସିଂହ-ବିଷ୍ଣୁ କଥା କଟାକଟି

ଭୁବନେଶ୍ୱର : ମଙ୍ଗଳବାର ପୁଣି ନରସିଂହ-ବିଷ୍ଣୁ ମୁହାଁମୁହିଁ । ଗାନ୍ଧୀ ବନାମ ଗଡସେ ପ୍ରସଙ୍ଗରେ ମଙ୍ଗଳବାର ବିଧାନସଭାରେ କଂଗ୍ରସେ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି । ଗତକାଲି ଗୃହରେ ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟାକୁ ନେଇ ମଙ୍ଗଳବାର ନରସିଂହ…

ପ୍ରେମ ପାଇଁ ତଣ୍ଟି କାଟିଲେ

କେନ୍ଦ୍ରାପଡ଼ା : ପ୍ରେମର ଭୂତ ଓ ପ୍ରେମର ନିଶା ଯେତେବେଳେ ମୁଣ୍ଡରେ ଚଢିଯାଏ ତାକୁ ଓହ୍ଲାଇବା ଭାରି କାଠିକର ପାଠ । ପ୍ରେମରେ ବିଫଳ ହେବା ପରେ କିଏ ଝିଅକୁ ହତ୍ୟା କରୁଛି ତ କିଏ ଝିଅ ଉପରେ ଏସିଡ ମାଡ଼ କରୁଛି । ତେବେ ପ୍ରେମରେ ବିଫଳ ହୋଇ ଜଣେ ଯୁବକ ବ୍ଲେଡରେ ନିଜ ତଣ୍ଟିକୁ ନିଜେ କାଟି ଦେବା ଭଳି ଏକ…

ଦରମା ଟଙ୍କାକୁ ଗରିବ ଲୋକଙ୍କୁ ବାଣ୍ଟି…

ପାଟଣାଗଡ଼ : ଜଣେ କାର୍ଯ୍ୟରତ କର୍ମଚାରୀଙ୍କୁ ସର୍ବସମ୍ମୁଖରେ ଉଠ୍ ବସ କରାଇ ଜେଲ ଦଣ୍ଡ ଭୋଗିବା ନେଇ ଚର୍ଚ୍ଚାକୁ ଆସିଥିଲେ ପାଟଣାଗଡ ବିଧାୟକ ସରୋଜ ମେହେର । ହେଲେ ଜେଲରୁ ବେଲରେ ଆସିବା ପରେ ବିଧାୟକଙ୍କର ଗୋଟିଏ ପରେ ଗୋଟିଏ ମହତ୍ କାର୍ଯ୍ୟ ପାଇଁ ଏବେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଜେଲରୁ…

ଗୃହରେ କାହିଁକି କାନ୍ଦିଲେ ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ: ଗୃହରେ ଶୋକବାର୍ତ୍ତା ରଖିବା ବେଳେ କାନ୍ଦି ପକାଇଲେ ରାଜ୍ୟସଭା ଅଧ୍ୟକ୍ଷ। ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୋକବାର୍ତ୍ତା ରଖିବା ବେଳେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କାନ୍ଦିବାର ଦୃଶ୍ୟ ଦେଖିବାକୁ ମିଳିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟସଭା ଅଧ୍ୟକ୍ଷ…

ବିଧାନସଭା ଶୂନ୍ୟକାଳରେ ନାଥୁରାମ ଗଡସେ ଝଡ

ଭୁବନେଶ୍ବର : ବିଧାନସଭାରେ ପୁଣି ନାଥୁରାମ ଗଡସେ ଝଡ । ଶୂନ୍ୟ କାଳରେ ନାଥୁରାମ ଗଡସେଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ପୂର୍ବରୁ ଗତକାଲି ବିଧାନସଭାରେ ନାଥୁରାମ ଗଡସେଙ୍କ ଚିନ୍ତାଧାରା ରଖିଥିବା ଲୋକେ ଏବେ କେନ୍ଦ୍ରରେ ସରକାର ଚଳାଉଛନ୍ତି କହି ବିଜେପିକୁ ଆକ୍ଷେପ କରିଥିଲେ କଂଗ୍ରେସ…

ଫନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘର…

ପୁରୀ : ଫନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘର ଯାଞ୍ଚ ପାଇଁ ମୋଡାଲିଟିଜ ଧାର୍ଯ୍ୟ କଲେ ରାଜ୍ୟ ସରକାର । ଏ ନେଇ ଜିଲ୍ଲାପାଳ ଓ ପିଡି ଡିଆରଡିଏଙ୍କୁ ଚିଠି ଲେଖିଛି ପଞ୍ଚାୟତରାଜ ବିଭାଗ । ପଞ୍ଚାୟତସ୍ତରରେ ଟିମ ଗଠନ କରାଯାଇ ଯାଞ୍ଚ ହେବ । ଯାଞ୍ଚ ପ୍ରକ୍ରିୟାର ଭିଡିଓ ନିର୍ଦ୍ଦିଷ୍ଟ ସମୟ ଭିତରେ ସାରିବାକୁ…

କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ହ୍ରାସର ସକରାତ୍ମ ପ୍ରଭବ ଭାରତୀୟ ତୈଳ ବଜାରରେ ପଡିଛି। ଜାତୀୟ ରାଜଧାନୀ ସମେତ ଦେଶର କେତେକ ମହାନଗରରେ ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ଘଟିଛି। ଏହି କ୍ରମରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୧୩ ପଇସା ହ୍ରାସ ପାଇ ଲିଟର ପ୍ରତି…

ଏମସିଏଲର ୧୦ଟି ଖଣିରୁ କୋଇଲା ଉତ୍ତୋଳନ…

ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଗତ ୨୩ ତାରିଖରେ ବ୍ଲାଷ୍ଟିଂ ଯୋଗୁ ମାଟି ଧସି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସେହି ଦିନ ଠାରୁ ନିଖୋଜ ଜଣେ ଶ୍ରମିକଙ୍କ ପତ୍ତା ମିଳି ପାରି ନାହିଁ। ଏହି ଘଟଣା ପରଠାରୁ କୋଇଲା ଖଣିରେ ଶ୍ରମିକଙ୍କ ସୁରକ୍ଷା ଦାବି କରି…

ସିରିଏଲ କିଲରର କାହାଣୀ, କାଚରାରୁ ବାୟା…

ଭୁବନେଶ୍ବର: କଟକରେ ୩ ଜଣଙ୍କୁ ବେକ କାଟି ହତ୍ୟା କରିଥିବା ସିରିଏଲ କିଲର ନାରାୟଣ ସାହୁକୁ ଗତକାଲି ପୁଲିସ ଗିରଫ କରିଥିବା ବେଳେ ଆଜି ତାର ଫଟୋ ସାମନାକୁ ଆସିଛି। ସିସିଟିଭି ଫୁଟେଜ ଆଧାରରେ ନାରାୟଣକୁ ଅଟକ ରଖି ପଚରାଉଚରା ପରେ ପୁଲିସ ଗିରଫ କରିଥିବା ସୂଚନା ରହିଛି। ତେବେ ଆସନ୍ତୁ ଜାଣିବା ହତ୍ୟାକାରୀ…