Odisha Link
Bridging the Missing Links in Odisha
Daily Archives

July 30, 2019

ରାଜ୍ୟସଭାରେ ତିନି ତଲାକ ବିଲ ପାରିତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍‌ ବିଲ୍‌ ବା ବିବାଦୀୟ ମହିଳା ସୁରକ୍ଷା (ବିବାହ ଅଧିକାର ଆଇନ) ଆଜି ରାଜ୍ୟସଭାରେ ପାରିତ ହୋଇଯାଇଛି। ଦୀର୍ଘ ଡିବେଟ୍‌ ପରେ ଏହି ବିଲ ସପକ୍ଷରେ ୯୯ ଟି ଭୋଟ ଓ ବିରୋଧରେ ୮୪ ଟି ଭୋଟ ପଡିଥିଲା। ଏହା ପୂର୍ବରୁ ଏହି ବିଲ୍‌କୁ ଏକ ସିଲେକ୍ଟ କମିଟିକୁ ପଠାଇବା ପାଇଁ…

କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀଙ୍କ ସହ…

ନୂଆଦିଲ୍ଳୀ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନଠାରେ କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ସହ ମାଧ୍ୟମିକ ଶିକ୍ଷା ସମ୍ବନ୍ଧ ନେଇ ବ୍ୟାପକ ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ ଫନି ବାତ୍ୟା ବିଧ୍ବସ୍ତ ବିଦ୍ୟାଳୟଗୁଡ଼ିକର ମରାମତି ପାଇଁ…

ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ବିପାକ୍ଷିକ…

ନୂଆଦିଲ୍ଲୀ: ଅଗଷ୍ଟ ୩ରୁ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିପାକ୍ଷିକ ମୁକାବିଲା ଖେଳାଯିବ। ଏନେଇ କ୍ରିକେଟ ଜଗତର ମହାନ କିମ୍ବଦନ୍ତୀ ତଥା ଓ୍ବେଷ୍ଟଇଣ୍ଡିଜର ମହାନ୍‌ ଖେଳାଳି ଭିଭିଆନ ରିଚାର୍ଡ଼୍ସ ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ବିପାକ୍ଷିକ ମୁକାବିଲା ନେଇ ନିଜର ମତ ପ୍ରକାଶ କରିଛନ୍ତି। ସେ ଗଣମାଧ୍ୟମକୁ…

ମନେ ପଡ଼ନ୍ତି ପ୍ରଥମ ମହିଳା ଡାକ୍ତର

ନୂଆଦିଲ୍ଲୀ: ଆଜି ହେଉଛି ଦେଶର ପ୍ରଥମ ମହିଳା ଡାକ୍ତର ଓ ବିଧାୟିକା ଡାକ୍ତର ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କୁ ୧୩୩ତମ ଜନ୍ମ ଜୟନ୍ତୀ। ଆଜିର ପବିତ୍ର ଦିନରେ ଗୁୁଗୁଲ ତାର ଗୁଗୁଲ-ଡୁଡୁଲ୍ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଦେଇଛି। ଡାକ୍ତର ରେଡ୍ଡୀ ଏକାଧାରାରେ ଜଣେ ଶିକ୍ଷିବତ୍, ବିଧାୟିକା, ସର୍ଜନ ଓ ସମାଜସେବୀ ଥିଲେ। ସେ…

ସରକାରୀ ଗାଡ଼ିରେ ଚାଲିଛି ଖେଳ

ରାୟଗଡ଼ା: ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା କିପରି ରାଜ୍ୟରେ କୋଣ ଅନୁକୋଣରେ ପହଞ୍ଚିବ ସେଥିପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଗାଁ ଗାଁରେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟବିଭାଗ ତରଫରୁ ଭ୍ରାମ୍ୟମାଣ ଗାଡ଼ି ମଧ୍ୟ ଯୋଗାଇ ଦିଆଯାଇଛି। ଏହି ଗାଡ଼ିରେ ଜଣେ ଡାକ୍ତର,…

ସନି ଲିଓନିଙ୍କ ଫୋନ ନମ୍ବର ଦି‌ଲ୍ଲୀ…

ନୂଆଦିଲ୍ଲୀ: ଗତ ସପ୍ତାହରେ ସିଲଭର ସ୍କ୍ରିନକୁ ଆସିଛି ବଲିଉଡ଼ ଫିଲ୍ମ ଅର୍ଜୁନ ପଟିଆଲା। ଫିଲ୍ମର ଏକ ଡାଇଲଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଅର୍ଜୁନ ପଟିଆଲା ଫିଲ୍ମରେ ଅଭିନେତ୍ରୀ ସନି ଲିଓନି ଏକ ଡାଇଲଗରେ ଏକ ଫୋନ ନମ୍ବର କହୁଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା। ଏ ନମ୍ବରକୁ ନେଇ ଚର୍ଚ୍ଚା ଲାଗିବ ବୋଲି…

ବିଧାନସଭାରୁ ଇସ୍ତଫା ଦେଲେ ୪ ବିରୋଧୀ…

ମୁମ୍ବାଇ: କର୍ଣ୍ଣାଟକ ପରେ ମହାରାଷ୍ଟ୍ରରେ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଏନ୍‌ସିପିକୁ ଶକ୍ତ ଝଟ୍‌କା ଲାଗିବାକୁ ଯାଉଛି। ଏହି ଦୁଇ ଦଳର ୪ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ବିଜେପିରେ ମିଶିବେ ବୋଲି ପ୍ରକାଶ ପାଇଛି। କଂଗ୍ରେସ…

ଆବର୍ଜନା ମୁକ୍ତ ହେବ ସ୍ୱର୍ଣ୍ଣାଭ ପୁରୀ…

ପୁରୀ : ବେଳାଭୂମିକୁ ପ୍ରଦୂଷଣମୁକ୍ତ ଓ ପରିସ୍କାର ପରିଚ୍ଛନ ରଖିବା ପାଇଁ ଆଗେଇ ଆସିଛନ୍ତି ପୁରୀ ଜିଲ୍ଲାପାଳ । ଦୁଇଟି କାରଣ ପାଇଁ ପୁରୀକୁ ଦୈନିକ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟେ । ପ୍ରଥମଟି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଏବଂ ଦ୍ବିତୀୟରେ ଆକର୍ଷଣୀୟ ସ୍ବର୍ଣ୍ଣିମ ବେଳାଭୂମି ।…

ତିନି ତଲାକ ବିଲ: ବିଜେଡ଼ିର ସମର୍ଥନ,…

ନୂଆଦିଲ୍ଲୀ: ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟସଭାରେ ଆଗତ କଲେ ତିନି ତଲାକ ବିଲ। ରବିଶଙ୍କର ପ୍ରସାଦ ସରକାରଙ୍କ ପକ୍ଷ ରଖିଛନ୍ତି। ଆଇନ ମନ୍ତ୍ରୀଙ୍କ ବିଲ ଉପସ୍ଥାପନା ପରେ ଗୃହରେ ବିତର୍କ ଚାଲିଛି। ପୂର୍ବାହ୍ନରେ ବିଜେଡି ତିନି ତଲାକ୍ ବିଲକୁ ସମର୍ଥନ କରିବ ବୋଲି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ…

ଶହେ ଫୁଟ ତଳକୁ ଖସିଲା ଆଇରନ ବୋଝେଇ ଟ୍ରକ

କଳାବାଡିଆ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ବ୍ଲକ ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ମଙ୍ଗଳବାର ପୁଣି ଥରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଏକ ଆଇରନ ବୋଝେଇ ଏକ ଟ୍ରକ ଘାଟିରୁ ଓହ୍ଲାଉ ଥିବା ବେଳେ ବ୍ରେକ ଫେଲ ହୋଇଯାଇଥିଲା। ବ୍ରେକ ନ ଧରିବାରୁ ଟ୍ରକଟି ଭାରସାମ୍ୟ ହରାଇ ଶହେ ଫୁଟ ତଳକୁ ଖସି ପଡି…