Odisha Link
Bridging the Missing Links in Odisha

ମାଓବାଦୀକୁ ଗିରଫ କଲା କଳାହାଣ୍ଡି ପୋଲିସ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ପୋଲିସ ଦ୍ବାରା ଜଣେ ମହିଳା ମାଓବାଦୀ ଗିରଫ ହୋଇଛନ୍ତି । ଗିରଫ ମାଓବାଦୀ ବାରାଖୋଜ ଗାଁର ମଙ୍ଗଳା ମାଝୀ । ତାଙ୍କ ବୟସ ୨୮ବର୍ଷ । ନେହେଲା ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ଗିରଫ ହୋଇଛନ୍ତି ।
ମାଓବାଦୀଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨୦ ଜିଲାଟିନ, ୫ ଇଲେଟ୍ରିକ ଡିଟୋନେଟର, ୯୫ ମିଟର ବିଦ୍ୟୁତ ତାର, ୪୫ଟି ମାଓ ପ୍ରଚାର ପତ୍ର ଜବତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍

Comments are closed.