ଦୁଇ ବସ୍ ମୁହାଁମୁହିଁ ଧକ୍କା
ସମ୍ବଲପୁର : ସମ୍ବଲପୁରରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ଫଳରେ ୭ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ, ସମ୍ବଲପୁର ମାନେଶ୍ବର ନିକଟସ୍ଥ ଭବାନୀପାଲି ନିକଟରେ ଦୁଇଟି ବସ୍ ଦୁର୍ଘଟଣା ହୋଇଛି। ଉଭୟ ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୭ଜଣ ଆହତ ହୋଇଥିବା ବେଳେ…