Odisha Link
Bridging the Missing Links in Odisha
Daily Archives

August 6, 2019

ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା

ପାଲଲହଡା : ଅନୁଗୁଳ ଜିଲ୍ଲା ଖମାର ଥାନା ବାରମାଇଲ ଶିବମନ୍ଦିର ନିକଟରେ ଦୁଇଟି ଟ୍ରକ୍ ମୁହାଁ ମୁହିଁ ଧକ୍କା ହୋଇଛି । ଗୋଟିଏ ଟ୍ରକ୍ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସେହି ଗାଡିର ହେଲପର ଶିବଗାଉନ୍ତି ଆହତ ହୋଇଛନ୍ତି । ମୃତ ଡ୍ରାଇଭର ପାଲଲହଡା ଥାନା ଡିମିରିଆ ପଞ୍ଚାୟତ ରଞ୍ଜ ଗାଁର…

ଧାରା ୩୭୦: ଏଲଓସିରେ ସବୁ ପକ୍ଷ ରଖନ୍ତୁ…

ନୂଆଦିଲ୍ଲୀ: ଉଚ୍ଛେଦ ହେଲା ଧାରା ୩୭୦। ସାରା ଭାରତବାସୀ ଏହାକୁ ନେଇ ଖୁସି ମନାଉଛନ୍ତି। ଅପରପକ୍ଷେ ଯୁକ୍ତରାଷ୍ଟ୍ର ଆମେରିକା ନିୟନ୍ତ୍ରଣ ରେଖାରେ ଶାନ୍ତି ବଜାୟ ରଖିବାକୁ ଦାବି କରିଛି। ଧାରା ୩୭୦ ଉଚ୍ଛେଦ ହେଲାପରେ ନିୟନ୍ତ୍ରଣ ରେଖା(ଏଲଓସି)ରେ ଶାନ୍ତି ଓ ସଦଭାବ ପ୍ରତିଷ୍ଠା ବଜାୟ ରଖିବାକୁ ଉଭୟ ଭାରତ…

ଅଯୋଧ୍ୟା ପ୍ରସଙ୍ଗ: ଆଜିଠୁ ଦୈନିକ ଶୁଣାଣି…

ନୂଆଦିଲ୍ଲୀ: ଆଜିଠୁ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହି ମାମଲାର ପ୍ରତିଦିନ ଶୁଣାଣି ହେବ। ମଧ୍ୟସ୍ଥତା ମାଧ୍ୟମରେ ବିବାଦର କୌଣସି ରାସ୍ତା ବାହାର କରିବାର ଉଦ୍ୟମ ବିଫଳ ହେବା ପରେ ଏବେ ସୁପ୍ରିମକୋର୍ଟ ଏହି ମାମଲାର ଦୈନିକ ଶୁଣାଣୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।…

ଦକ୍ଷିଣ ଦିଲ୍ଲୀ ଜାକିରନଗରରେ ଭୟାବହ…

ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଦକ୍ଷିଣ ଦିଲ୍ଲୀରେ ଅଭାବନୀୟ ଘଟଣା ଘଟିଛି। ଦକ୍ଷିଣ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଜାକିରନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗି ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…