ସବ୍ୟସାଚୀ ମିଶ୍ରଙ୍କୁ ଧମକ

ଭୁବନେଶ୍ୱର : ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧମକ। ସୋସିଆଲ ମିଡିଆରେ ତାଙ୍କୁ ଧମକ ଦିଆଯାଇଛି। ଜାମ୍ମୁ-କାଶ୍ମୀର ପୁନର୍ଗଠନ ନେଇ ଏକ ଟ୍ୱିଟକୁ ନେଇ ତାଙ୍କୁ ଧମକ ଦିଆଯାଇଛି। ପୁନର୍ଗଠନକୁ ସମର୍ଥନ କରି ସବ୍ୟସାଚୀ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ତେବେ ଉକ୍ତ ପୋଷ୍ଟ ପାଇଁ ତାଙ୍କୁ ମୋବାଇଲ ମେସେଜରେ ଧମକ ମିଳିଥିବା ସବ୍ୟସାଚୀ ଅଭିଯୋଗ କରିଛନ୍ତି।
Comments are closed.