Odisha Link
Bridging the Missing Links in Odisha
Daily Archives

August 6, 2019

ସୁଷମାଙ୍କ ଶେଷ ଟ୍ବିଟ୍: ମୃତ୍ୟୁର ୩…

ନୂଆଦିଲ୍ଲୀ: "ପ୍ରଧାନମନ୍ତ୍ରୀ ମହାଶୟ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୁଁ ମୋ ଜୀବନରେ ଏହି ଦିନଟିକୁ ଦେଖିବା ପାଇଁ ଅପେକ୍ଷା କରିଥିଲି।" ଧାରା ୩୭୦ ଉଚ୍ଛେଦ ବାବଦରେ ମୃତ୍ୟୁର ମାତ୍ର ତିନି ଘଣ୍ଟା ପୂର୍ବରୁ ଏହା ଥିଲା ଶଯ୍ୟାଶାୟୀ ସୁଷମା ସ୍ୱରାଜଙ୍କ ଶେଷ ଲେଖା। ନିଜ ଟ୍ୱିଟର ହାଣ୍ଡଲରେ ଏହା ଥିଲା…

ଆରପାରିରେ ସୁଷମା

ନୂଆଦିଲ୍ଲୀ: ଆଜି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଦେହାନ୍ତ ହୋଇଛି। ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଦିଲ୍ଲୀ ଏମ୍ସରେ ବିୟୋଗ ହୋଇଛି। ହାର୍ଟ ଆଟାକ୍‌ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ୫ ଜଣ ଡାକ୍ତର ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିଲେ। ଶେଷ ଖବର ସୁଦ୍ଧା…

ଦୁଲୀପ୍ ଟ୍ରଫି ଦଳରେ ଓଡ଼ିଆ କ୍ରିକେଟର…

ନୂଆଦିଲ୍ଲୀ: ଚଳିତ ମାସ ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ହେବ ସମ୍ମାନଜନକ ଦୁଲୀପ ଟ୍ରଫି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଅପରପକ୍ଷେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ମଙ୍ଗଳବାର ଇଣ୍ଡିଆ ବ୍ଲୁ, ଇଣ୍ଡିଆ ଗ୍ରୀନ୍ ଏବଂ ଇଣ୍ଡିଆ ରେଡ୍ ଟିମ୍…

ଧାରା ୩୭୦ ଉଚ୍ଛେଦ ପାଇଁ ବର୍ଷେ ତଳୁ…

ନୂଆଦିଲ୍ଲୀ: ୫ ଅଗଷ୍ଟ ୨୦୧୯ ଭାରତ ପାଇଁ ଏକ ଐତିହାସିକ ଦିବସ। କାରଣ ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଧାରା ୩୭୦କୁ ଉଚ୍ଛେଦ କରିଥିଲେ ସରକାର। ଏଥିସହିତ ଜମ୍ମୁ-କଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଗ କରାଯିବ। ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ…

୨୪ ଘଣ୍ଟା ମଧ୍ୟରେ ୧୭ଟି ଜିଲ୍ଲାରେ ପ୍ରବଳ…

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ଢ଼େଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ,…

କୋଇଲା ଖଣି ଦୁର୍ଘଟଣା ; ମୃତକଙ୍କ…

ଅନୁଗୁଳ : ଅନୁଗୁଳ ଭରତପୁର କୋଇଲା ଖଣି ଦୁର୍ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନରୁ ଓହରିଛନ୍ତି ମୃତକଙ୍କ ପରିବାରଲୋକେ। ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା ହେବା ପରେ ଆନ୍ଦୋଳନରୁ ଓହରିଛନ୍ତି ଏମାନେ। ୩୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପାଇଁ ଏମ୍‌ସିଏଲ୍‌କୁ କୋଲ୍ ଇଣ୍ଡିଆ…

ବିଶ୍ବ ବନ୍ଧୁତା ଦିବସରେ ବୃକ୍ଷ ସହ…

ଭୁବନେଶ୍ବର : ବିଶ୍ବ ବନ୍ଧୁତା ଦିବସ ଅବସରରେ ଭିନ୍ନ ଏକ ପ୍ରୟାସ। ଏହି ବନ୍ଧୁତାକୁ ଦେଶ ବ୍ୟାପି ପାଳନ କରାଯାଉଥିବା ବେଳେ କିଏ ବନ୍ଧୁ ମିଳନ ତ ଆଉ କିଏ ବନ୍ଧୁ ମାନଙ୍କ ସହ ବଣଭୋଜି କରି ପାଳନ କରିଥାନ୍ତି। କିନ୍ତୁ ଏହି ବନ୍ଧୁତା ଦିବସକୁ ଏକ ଭିନ୍ନ ଢ଼ଙ୍ଗରେ ପାଳନ କରିଛନ୍ତି। ଭାରତ ବିକାଶ ପରିଶଦ ଓ…

ରାଉରକେଲା ଆଇଜିଏଚ୍‌ରେ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲା ଆଇଜିଏଚରେ ଅଗ୍ନିକାଣ୍ଡ ହୋଇଛି। ଦିନ ୨ଟା ୩୦ ମିନିଟରେ ହଠାତ୍ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଖବର ପାଇ ଆରଏସପିର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ସମସ୍ତ ରୋଗୀ ସୁରକ୍ଷିତ ଥିବା ଜଣାପଡିଛି। କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।…

‘ଫନି’ କ୍ଷୟକ୍ଷତି ରିପୋର୍ଟ ଉନ୍ମୋଚନ କଲେ…

ଭୁବନେଶ୍ୱର : ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଫନି’ ବାତ୍ୟା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ଆବଶ୍ୟକତା ନିର୍ଦ୍ଧାରଣ ସମ୍ବନ୍ଧୀୟ ରିପୋର୍ଟର ଉନ୍ମୋଚନ କରିଛନ୍ତି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମିଳିତ ଜାତିସଂଘର ଭାରତରେ ଅବସ୍ଥିତ ମୁଖ୍ୟ…

ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ

ଗୋପାଳପୁର : ବ୍ରହ୍ମପୁର ଉପକଣ୍ଠ ଶୀତଳା ପଲ୍ଲୀ ଠାରେ ଥିବା ପାରଳାମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ଅଗ୍ନିକାଣ୍ଡ ଘଟି ୩ ଜଣ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । କ୍ୟାମ୍ପସ ପରିସରରେ ଥିବା ଏକ ହଷ୍ଟେଲରେ ଗ୍ୟାସ୍ ଲିକ୍ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ମିଳିଥିବା…