Odisha Link
Bridging the Missing Links in Odisha
Daily Archives

August 6, 2019

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ…

ଭୁବନେଶ୍ବର : ଧାରା ୩୭୦ ଉଚ୍ଛେଦକୁ ସାରା ଦେଶ ସମର୍ଥନ କରିଛି । ଓଡିଶାର ଶାସକ ଦଳ ମଧ୍ୟ ମୋଦି ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ତେବେ କାଲି ଦିନ ସାରା ୩୭୦ ଉଚ୍ଛେଦ ଉପରେ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ ଆଜି ୩୭୦ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ…

ହିରୋସୀମା: ଆଜିବି ମନରୁ ଲିଭିନି ଭୟାବହତା

ହିରୋସୀମା: ଆଜି ହେଉଛି ଅଗଷ୍ଟ ୬। ଜାପାନ ସହିତ ସାରା ବିଶ୍ବ ପାଇଁ ଆଜିର ଦିନ ଅଭୁଲା। କାରଣ ଆଜିର ଦିନରେ ଜାପାନର ହିରୋସୀମା ସହରରେ ପଡ଼ିଥିଲା ପରମାଣୁ ବୋମା। ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଲୋକ ପଙ୍ଗୁ ହୋଇଗଲେ। ସେହି ଦୁଃଖଦ ମୂହୁର୍ତ୍ତକୁ ମନେ ପକାଇବା ସହ ମୃତକଙ୍କୁ ସମବେଦନା ଜଣାଇବା…

ସବ୍ୟସାଚୀ ମିଶ୍ରଙ୍କୁ ଧମକ

ଭୁବନେଶ୍ୱର : ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧମକ। ସୋସିଆଲ ମିଡିଆରେ ତାଙ୍କୁ ଧମକ ଦିଆଯାଇଛି। ଜାମ୍ମୁ-କାଶ୍ମୀର ପୁନର୍ଗଠନ ନେଇ ଏକ ଟ୍ୱିଟକୁ ନେଇ ତାଙ୍କୁ ଧମକ ଦିଆଯାଇଛି। ପୁନର୍ଗଠନକୁ ସମର୍ଥନ କରି ସବ୍ୟସାଚୀ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ତେବେ ଉକ୍ତ ପୋଷ୍ଟ ପାଇଁ ତାଙ୍କୁ ମୋବାଇଲ ମେସେଜରେ ଧମକ…

ସ୍ୟାଟ ଉଚ୍ଛେଦକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ଭୁବନେଶ୍ୱର : ସ୍ୟାଟ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟାର କରାଯାଇଛି। ସ୍ୟାଟ ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ହାଇାକୋର୍ଟରେ ମାମଲା ଦାୟାର କରାଯାଇଛି। ସ୍ୟାଟ ଉଚ୍ଛେଦ ସମ୍ପର୍କିତ ଗେଜେଟ ନୋଟିଫିକେସନକୁ ଚ୍ୟାଲେଞ୍ଜ କରି ଓକିଲ ସଂଘ ପକ୍ଷରୁ ମାମଲା ଦାୟାର କରାଯାଇଛି। ତେବେ ଆସନ୍ତାକାଲି…

କଶ୍ମୀର ପାଇଁ ଜୀବନ ଦେବାକୁ ପଛେଇବୁ…

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି ।ଏହି ବିଲ୍‌କୁ ଗତକାଲି ରାଜ୍ୟସଭାରେ ମଞ୍ଜୁରୀ ମିଳିସାରିଛି। ଏହି ବିଲ୍‌ରେ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରିବାର ପ୍ରାବଧାନ ରହିଛି। ବିରୋଧଙ୍କ ହଟ୍ଟଗୋଳ…

କାଳିଆ ଯୋଜନାରୁ ବାଦ୍ ପଡିବେ ଅଯୋଗ୍ୟ…

ଭୁବନେଶ୍ୱର : ଟଙ୍କା ଲୋଭରେ କାଳିଆ ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ସତର୍କ ଘଣ୍ଟି। ନିଜକୁ ଚାଷୀ କହି ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଏବେ ସାବଧାନ ହେବାକୁ ପଡ଼ିବ। କାରଣ ସେମାନଙ୍କୁ ଉକ୍ତ ଯୋଜନାରୁ ବାଦ ଦିଆଯିବ। ନିଜ ଆଡ଼ୁ ସେମାନେ ଏନେଇ ଦରଖାସ୍ତ ଦେଇ…

ପାକିସ୍ତାନ ସଂସଦରେ ମୁଖ୍ୟ ପ୍ରସଙ୍ଗ…

ଇସ୍‌ଲାମାବାଦ୍‌: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଅପରପକ୍ଷେ ଭାରତର ନିଷ୍ପତ୍ତିରେ ପାକିସ୍ତାନ ଛାନିଆ ହୋଇଯାଇଛି। ସେଥିପାଇଁ ଭାରତର ଏଭଳି ନିଷ୍ପତ୍ତିକୁ ଗତକାଲି ବିରୋଧ କରୁଥିବା ପାକିସ୍ତାନ ଆଜି ଏହାକୁ ଦେଶର ସଂସଦରେ ମୁଖ୍ୟ ପ୍ରସଙ୍ଗ ଭାବେ ଉପସ୍ଥାପନ କରିଛି। ଭାରତ ସରକାର…

ବିଲ ଭିତରେ ଓଲଟିଲା ଚିନି ବୋଝେଇ ଟ୍ରକ

ନୂଆପଡା : ଛତିଶଗଡ ରାୟପୁରରୁ ଚିନି ବୋଝେଇ କରି କଣ୍ଟାବାଞ୍ଜି ନେଇ ଯାଉଥିବା ବେଳେ ଆଜି ସକାଳୁ ସକାଳୁ ଭାରସାମ୍ୟ ହରାଇ ଟ୍ରକ ଟି ଓଲଟି ପଡିଥିଲା । ଏଥିରେ ଟ୍ରକରେ ରହିଥିବା ଡ୍ରାଇଭର ଗୁରୁତର ହୋଇଥିବା ବେଳେ ହେଲପର ସାମାନ୍ୟ ଆହତ ଅଛନ୍ତି । ଡ୍ରାଇଭରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ନୂଆପଡା…

ଇସ୍ତଫା ଦେବେ ଡିଜିପି !

ଭୁବନେଶ୍ୱର: ବଦଳିବେ ଡିଜିପି । ବର୍ତ୍ତମାନର ଡିଜିପି ଆର.ପି ଶର୍ମାଙ୍କ ସ୍ଥାନରେ ଆଉ ଜଣଙ୍କୁ ଡିଜିପି ଭାବେ ନିଯୁକ୍ତ କରାଯିବ । କାରଣ ଆରପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେବେ । ଲୋକାୟୁକ୍ତ ସଦସ୍ୟ ପାଇଁ ଚୟନ କମିଟି ପକ୍ଷରୁ ଶ୍ରୀ ଶର୍ମାଙ୍କ ନାମକୁ ସୁପାରିଶ କରାଯାଇଥିଲା । ତେବେ ଚୟନ କମିଟିର…

ଲୋକାୟୁକ୍ତ ସଦସ୍ୟ ହେଲେ ଆର.ପି ଶର୍ମା

ଭୁବନେଶ୍ୱର: ଡିଜିପି ଆର.ପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେବେ। ଲୋକାୟୁକ୍ତ ସଦସ୍ୟ ପାଇଁ ଚୟନ କମିଟି ପକ୍ଷରୁ ଶ୍ରୀ ଶର୍ମାଙ୍କ ନାମକୁ ସୁପାରିଶ କରାଯାଇଥିଲା। ତେବେ ଚୟନ କମିଟିର ସୁପାରିଶକୁ ରାଜ୍ୟପାଳ ଗ୍ରହଣ କରିଥିବା ଜଣାଯାଇଛି । ତେବେ ଆରପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେଉଥିବାରୁ ଡିଜିପି ବଦଳିବେ।…