Odisha Link
Bridging the Missing Links in Odisha
Daily Archives

August 10, 2019

ପୁଣିଥରେ କଂଗ୍ରେସର ମଙ୍ଗ ଧରିଲେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସରେ ଲାଗି ରହିଥିବା ନାଟକ ଶେଷରେ ସମାପ୍ତ ହୋଇଛି। ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ୱାର୍କିଂ କମିଟି ସୋନିଆ ଗାନ୍ଧିଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନୀତ କରିଛି। ପୁଣିଥରେ କଂଗ୍ରେସ ଦଳର ମଙ୍ଗ ଧରିଛନ୍ତି ସୋନିଆ ଗାନ୍ଧି।ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ ଏହି…

କାଉଡ଼ିଆଙ୍କ ଗୋଡ଼ରେ ପଶିଲା ଶାବଳ

ନୟାଗଡ଼: ଦୁର୍ଘଟଣାରେ କାଉଡ଼ିଆଙ୍କ ଗୋଡ଼ରେ ପଶିଲା ଶାବଳ। ଜଳ ବାହୁଙ୍ଗି ନେଇ ଯାଉଥିବା ସମୟରେ ଓଡ଼ଗାଁ ଫାୟାର ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା। ଗଞ୍ଜମ ଜିଲ୍ଲାର ଭିକାରୀ ନାହାକ ଶରଣକୁଳ ଲଡୁବାବାଙ୍କ ପୀଠରେ ଜଳ ଲାଗି ପାଇଁ ଯାଉଥିବା ସମୟରେ ଏକ ବାଇକ ଭିକାରୀଙ୍କୁ ଧକ୍କାଦେଇଥିଲା । ଗାଡ଼ିରେ ଥିବା…

ଓଡ଼ିଶା ଶିକ୍ଷା ସମ୍ମାନ: ଶ୍ରେଷ୍ଠ…

ଭୁବନେଶ୍ବର: ଓଡ଼ିଶା ଶିକ୍ଷା ସମ୍ମାନ ୨୦୧୯ରେ ସମ୍ମାନିତ ହୋଇଛି ଢେଙ୍କାନଳା ଏକାଡେମୀ। ଓଡ଼ିଶାର ଶ୍ରେଷ୍ଠ ଏମର୍ଜିଂ କଲେଜ ଭାବେ ଏହି ଅନୁଷ୍ଠାନକୁ ଚୟନ କରିଛନ୍ତି ସମ୍ମାନ ଚୟନ କମିଟି ସଦସ୍ୟ। ଢେଙ୍କାନଳ ଏକାଡେମୀ ପକ୍ଷରୁ ଏହାର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ତରାଇ ଉତ୍ସବରେ ଉପସ୍ଥିତ ରହି…

ସସ୍ମିତ ପାତ୍ର ହେଲେ ଅଫିସ୍ ଅଫ୍ ପ୍ରଫିଟ୍…

ନୂଆଦିଲ୍ଲୀ: ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଛି ନୂଆ ଦାୟିତ୍ବ। ଅଫିସ୍ ଅଫ୍ ପ୍ରଫିଟ୍ ଯୁଗ୍ମ କମିଟିର ସଦସ୍ୟ ରୂପେ ରାଜ୍ୟସଭାର ବିଜେଡି ସାଂସଦ ସସ୍ମିତ ପାତ୍ର ନିର୍ବାଚିତ ହୋଇଛନ୍ତି। ସସ୍ମିତଙ୍କ ସମେତ ରାଜ୍ୟସଭାର ଆଉ ୫ ଜଣ ସଦସ୍ୟ ମଧ୍ୟ ଏହି କମିଟିର ସଦସ୍ୟ ରୂପେ ନିର୍ବାଚିତ…

ସ୍ବାଧୀନତା ଦିବସରେ ପରେଡ୍ ସ୍ଥାନ…

ଭୁବନେଶ୍ୱର: ରାଜ୍ୟସରକାର ସ୍ୱାଧୀନତା ଦିବସ ପାଳନ ପାଇଁ ସ୍ଥାନ ପରିବର୍ତନ କରିବା ଏବଂ ବିନା କାରଣରେ ଗଣପ୍ୟାରେଡ ବନ୍ଦ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ହରିଚନ୍ଦନ…

ମୋଦିଙ୍କ ସ୍ୱପ୍ନ କେବେ ପୂରଣ ହେବନି:…

କରାଚି: ଧାରା ୩୭୦ ଉଚ୍ଛେଦକୁ ନେଇ ମୁହଁ ଖୋଲିଛି ଆତଙ୍କବାଦୀ ମାସୁଦ ଅଝାର। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଠିବା ପରେ ଗୋଟିଏ ପଟେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। କଶ୍ମୀର ପ୍ରସଙ୍ଗକୁ ନେଇ ଜୈଶ-ଏ-ମହମ୍ମଦର ମୁଖିଆ ମାସୁଦ ଅଝାର ପୁଣି ଥରେ ଭାରତ ବିରୋଧରେ ବିଷୋଦଗାର କରିଛି। ଅଝାର ସଂଯୁକ୍ତ…

କଂଗ୍ରେସ ନେତାଙ୍କୁ ବାଛିବ କିଏ?

ନୂଆଦିଲ୍ଲୀ: ବହୁ ଦିନରୁ ଖାଲି ପଡ଼ିଛି ଅଲ ଇଣ୍ଡିଆ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦ। ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ କଂଗ୍ରେସ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ତେବେ ପରବର୍ତ୍ତୀ କଂଗ୍ରେସ ମୁଖିଆ କିଏ ହେବ ସେ ନେଇ ଆଜି ନୂଆଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ବସିଥିଲା। କଂଗ୍ରେସର…

ପାକିସ୍ତାନରେ ଟମାଟୋ କିଲୋ ୩୦୦

ନୂଆଦିଲ୍ଲୀ: ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରି ଏକ ଐତିହାସିକ ନିଷ୍ପତ୍ତି ନେଲେ। ଏହି ନିଷ୍ପତ୍ତିକୁ ବିରୋଧ କରି ଭାରତ ସହ ସମସ୍ତ ବ୍ୟବସାୟିକ ଚୁକ୍ତି ଓ ସାଂସ୍କୃତିକ ସଂପର୍କକୁ ଛିନ୍ନ କରିଛି ପାକିସ୍ତାନ। ହେଲେ ଇମ୍ରାନ୍‌ ଖାନ୍‌ଙ୍କ ନେତୃତ୍ୱାଧୀନ ସରକାରଙ୍କ ଏ ନିଷ୍ପତ୍ତି ନିଜ ଦେଶ ପାଇଁ ଅସୁବିଧାର…

ଓଡ଼ିଶା ଶିକ୍ଷା ସମ୍ମାନ: ଶ୍ରେଷ୍ଠ…

ଭୁବନେଶ୍ବର: ଓଡ଼ିଶା ଶିକ୍ଷା ସମ୍ମାନ ୨୦୧୯ରେ ସମ୍ମାନିତ ହୋଇଛି କ୍ୟୁଟି କିଡସ ପ୍ରି-ସ୍କୁଲ। ଓଡ଼ିଶାର ଶ୍ରେଷ୍ଠ ପ୍ରି-ସ୍କୁଲ ଭାବେ ଏହି ଅନୁଷ୍ଠାନକୁ ଚୟନ କରିଛନ୍ତି ସମ୍ମାନ ଚୟନ କମିଟି ସଦସ୍ୟ। କ୍ୟୁଟି କିଡସ ପ୍ରି-ସ୍କୁଲ ପକ୍ଷରୁ ଏହାର ଅଧ୍ୟକ୍ଷା ସଞ୍ଜୁକ୍ତା ପଣ୍ଡା ଉତ୍ସବରେ ଉପସ୍ଥିତ ରହି ସମ୍ମାନ…

ଓଡ଼ିଶା ଶିକ୍ଷା ସମ୍ମାନ: ଶ୍ରେଷ୍ଠ…

ଭୁବନେଶ୍ବର: ଓଡ଼ିଶା ଶିକ୍ଷା ସମ୍ମାନ ୨୦୧୯ରେ ସମ୍ମାନିତ ହୋଇଛି କ୍ରିଏଟିଭ୍‌ ଟେକ୍ନୋ କଲେଜ। ଓଡ଼ିଶାର ଶ୍ରେଷ୍ଠ ପ୍ରଫେସନାଲ କଲେଜ ଭାବେ ଏହି ଅନୁଷ୍ଠାନକୁ ଚୟନ କରିଛନ୍ତି ସମ୍ମାନ ଚୟନ କମିଟି ସଦସ୍ୟ। କ୍ରିଏଟିଭ୍‌ ଟେକ୍ନୋ କଲେଜ ପକ୍ଷରୁ ଏହାର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ସାହୁ ଉତ୍ସବରେ ଉପସ୍ଥିତ ରହି ସମ୍ମାନ…