Odisha Link
Bridging the Missing Links in Odisha
Daily Archives

August 16, 2019

ଆଜିଠାରୁ +୩ ସ୍ପଟ ଆଡ଼ମିଶନ

ଭୁବନେଶ୍ୱର : ଯୁକ୍ତ ତିନି କଲେଜଗୁଡ଼ିକରେ ଖାଲିପଡ଼ିଥିବା ସିଟ୍ ପୂରଣ ପାଇଁ ଆଜିଠାରୁ ସ୍ପଟ ଆଡମିସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିତରେ କଲେଜ ଯାଇ ନାମ ପଞ୍ଜୀକରଣ କରିବେ। ୧୮ ତାରିଖରେ କଲେଜଗୁଡ଼ିକ ସିଲେକ୍ସନ ତାଲିକା ପ୍ରକାଶ କରିବେ। ୧୯ ତାରିଖରୁ ୨୧…

ଆଠଗଡରେ ବନ୍ୟା ପରିସ୍ଥିତି : ଯୋଗାଯୋଗ…

ଆଠଗଡ : କଟକ ଜିଲ୍ଲା ଆଠଗଡ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଚଷାଆଁରା ଗାଁରେ ବନ୍ୟାଜଳ ପସିଥିବା ଯୋଗୁଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ୬ କିଲୋମିଟର ଲାଗି ଗାଁ ଚାରିପଟେ ବନ୍ୟାଜଳ ଲାଗିରହିଛି। ୬ ଶହ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଗାଈନାଳ ଉପରେ ଚାଲିଛି ବନ୍ୟାଜଳ। ତିଗିରିଆ ଓ ବାଙ୍କିର ୮…

୨୦ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ…

ସମ୍ବଲପୁର : ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ହୀରାକୁଦ ଡ୍ୟାମର ଜଳସ୍ତର ୬୨୦ ଫୁଟ ଡେଇଁଛି। ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୦.୮୭ ଫୁଟ୍‌ ରହିଥିବା ସୂଚନା ମିଳିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ଜଳ…

ପରଲୋକରେ ପୂର୍ବତନ ବିଧାୟକ ସାହୁରା…

ବାଲିଗୁଡା : ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ ହୋଇଛି। ଆଜି ଭୋର ୪ଟାରେ ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ତାଙ୍କୁ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି ହୋଇଯାଇଥିଲା। ସାହୁରା ମଲ୍ଲିକ କଂଗ୍ରେସର ଜଣେ ଦକ୍ଷ ନେତା ଥିଲେ। ବାଲିଗୁଡା…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ: ଅଧ୍ୟକ୍ଷ…

ଭୁବନେଶ୍ବର: ପାଟକୁରା ନିର୍ବାଚନ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଏ ହେବ ସେ ନେଇ ଚର୍ଚ୍ଚା ଯୋର ଧରିଛି। ଅଧ୍ୟକ୍ଷ ପଦ ପାଇଁ ଆଶାୟୀଙ୍କ ତାଲିକା ଲମ୍ବା। ହେଲେ ବହୁ ଆଶାୟୀଙ୍କ ମଧ୍ୟରୁ କିଏ ହେବ ଅଧ୍ୟକ୍ଷ ସେ ନିଷ୍ପତ୍ତି କେବଳ ବିଜେଡ଼ି ସୁପ୍ରିମୋ ନବୀନଙ୍କ ହାତରେ। ଆଗକୁ ବିଜେପୁର…

ପ୍ରଥମ ଶ୍ରାଦ୍ଧ ବାର୍ଷିକୀ: ବାଜପେୟୀଙ୍କୁ…

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଏଥିସହିତ…

ଆଜି ନୀତି ଆୟୋଗ ବୈଠକ, ଓଡ଼ିଶାରୁ ଗଲେ…

ଭୁବନେଶ୍ବର: ଆଜି ମୁମ୍ବାଇରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ଏହି ବୈଠକରେ ଯୋଗ ଦେଇପାରିବେନି। ତାଙ୍କ ସ୍ଥାନରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ଏଥିରେ ଯୋଗ ଦେବେ। ବୈଠକରେ ଯୋଗ ଦେବା ପାଇଁ ମନ୍ତ୍ରୀ ଅରୁଣ ସାହୁ ଆଜି ସକାଳୁ ମୁମ୍ବାଇ…