Odisha Link
Bridging the Missing Links in Odisha
Daily Archives

August 16, 2019

ଚାକିରି ଛାଡ଼ିଦେଲେ ବରିଷ୍ଠ ଆଇଏଏସ୍ ଗଗନ…

ଭୁବନେଶ୍ୱର: ଚର୍ଚ୍ଚାରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଗଗନ ଧଳ। ଚାକିରିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଗଗନ ଧଳ। ୧୯୮୫ ବ୍ୟାଚର ଏହି ବରିଷ୍ଠ ଆଇଏଏସ ଅଧିକାରୀ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟ କରୁଥିଲେ। ତେବେ ନିକଟରେ ତାଙ୍କ ସ୍ଥାନରେ ଆଇଏଏସ୍ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି…

ଶ୍ବଶୁର ଘରୁ ମିଳିଲା ଜ୍ବାଇଁଙ୍କ ଝୁଲନ୍ତା…

କନ୍ଧମାଳ : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଗଡାବିସା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଶ୍ବଶୁର ଘରୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଉଦୟନାଥ ସାହୁ। ମିଳିଥିବା ସୂଚନା ଅନୁସାରେ, ଉଦୟଙ୍କ ଘର ଖଜୁରିପଡା ଗାଁରେ। କିଛିଦିନ ହେଲା ଶ୍ବଶୁର ଘରେ ରହୁଥିଲେ ଉଦୟ। ତେବେ ଆଜି…

ରାଜ୍ୟରେ ବଡ ବନ୍ୟା ନାହିଁ : ଜଳସମ୍ପଦ…

ଭୁବନେଶ୍ୱର : ଟଳିଛି ବନ୍ୟା ବିପଦ। ରାଜ୍ୟରେ କିଭଳି ରହିଛି ବନ୍ୟା ସ୍ଥିତି ତାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଳ ସମ୍ପଦ ସଚିବ ପ୍ରଦୀପ ଜେନା। ରାଜ୍ୟରେ ବଡ଼ ବନ୍ୟା ସମ୍ଭାବନା ନଥିବାର ସଚିବ କହିଛନ୍ତି। ବର୍ତ୍ତମାନ ହୀରାକୁଦ ଡ୍ୟାମର ୧୦ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବାବେଳେ…

ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ: ତୃତୀୟ ସ୍ଥାନରେ…

ଭୁବନେଶ୍ବର: ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ସ୍ଥାନରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ ହୋଇଥିବା ମୁଡ ଅଫ୍ ନେସନ…

ବନ୍ୟା ନେଇ କଣ କହିଲେ ଯୁଗ୍ମ ଏସଆରସି

ଭୁବନେଶ୍ୱର : ହୀରାକୁଦରୁ ଜଳ ଛଡ଼ାଯିବା ପରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ଆଶଙ୍କା ନେଇ ସମସ୍ତେ ବ୍ୟସ୍ତ ଅଛନ୍ତି। ତେବେ ଆଗକୁ ବଡ଼ ବିପଦ ନାହିଁ ବୋଲି ଯୁଗ୍ମ ଏସଆରସି ପ୍ରଭାତ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ପରିମାଣ କମ…

୫ ଦିନ ଯାଏଁ ଶୁଖିଲା!

ଭୁବନେଶ୍ୱର : ଏବେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ। ଫଳରେ ଆସନ୍ତା ୫ ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଯେ, ମନସୁନ ଟ୍ରପଲାଇନ ଓଡ଼ିଶା ବଦଳରେ ରାଜସ୍ଥାନରେ ସୃଷ୍ଟି ହୋଇଛି। ମୌସୁମୀ ସେତେ ସକ୍ରିୟ ନଥିବାରୁ…

ଅଟଳ ବିହାରୀ ବାଜପେୟୀଙ୍କ ବିଷୟରେ…

ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଥମ ଶ୍ରାଦ୍ଧବାର୍ଷିକ। ୨୦୧୮ ମସିହା ଆଜିର ଦିନରେ ଅଟଳଙ୍କ ଦେହାନ୍ତ ହୋଇଥିଲା। ତେବେ ଅଟଳ ବିହାରି ବାଜପେୟୀଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା। ୧୯୨୪ ମସିହା ଡିସେମ୍ବର ୨୫ତାରିଖରେ ଅଟଳ ବିହାରୀ ବାଜପେୟୀଙ୍କ ଗୋଆଲିଅର…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୦ ଗେଟ୍

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ଆଜି ୧୦ଟି ଗେଟ୍ ବନ୍ଦ କରାଯାଇଛି। ବନ୍ୟା ଜଳ ପ୍ରବେଶ ଓ ନିଷ୍କାସନକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଛି। ପର୍ଯ୍ୟାୟକ୍ରମେ ୧୦ଟି ଗେଟ୍କୁ ବନ୍ଦ କରାଯାଇଛି। ଗେଟ୍ ବନ୍ଦ ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା…

ପାଣି ଘେରରେ ବାଙ୍କୀର ୨୦ଟି ପଞ୍ଚାୟତର…

ଭୁବନେଶ୍ବର : ବନ୍ୟା ଜଳ ଆସିବାରୁ ବାଙ୍କୀରେ ସ୍ଥିତି ଗମ୍ଭୀର ହୋଇଛି। ବାଙ୍କୀର ବିଭିନ୍ନ ଗାଁରେ ବନ୍ୟା ପାଣି ପ୍ରବେଶ କରିଛି। ପ୍ରାୟ ୨୦ ଟି ପଞ୍ଚାୟତ ପାଣିଘେରରେ ରହିଛି। ବ୍ରହ୍ମପୁରା ଗାଁରେ ଲୋକେ ପୁରା ଜଳବନ୍ଦୀ ହୋଇଯାଇଛନ୍ତି। କାଲି ବନ୍ୟା ପାଣିରେ ଭାସି ଯାଇ ବସନ୍ତ ସାମଲ ନାମକ ଜଣେ ଯୁବକଙ୍କ…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ…

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବରକାନୀ ଗାଁର ଘଟିଛି ଏଭଳି ଅଭାବନୀୟ ଘଟଣା। ପାଣି ଟାଙ୍କି ମରାମତି କରୁଥିବା ସମୟରେ ଅଘଟଣ ଘଟିଛି। ପ୍ରଥମେ ଜଣେ ଶ୍ରମିକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଶ୍ରମିକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଫଳରେ ଉଭୟଙ୍କର…