Odisha Link
Bridging the Missing Links in Odisha
Daily Archives

August 16, 2019

ପାକିସ୍ତାନର ଦାବିକୁ ଖାରଜ କଲା ଭାରତୀୟ…

ନୂଆଦିଲ୍ଲୀ: ଗତକାଲି ସ୍ବାଧୀନତା ଦିବସରେ ଭାରତୀୟ ଯବାନଙ୍କ ଗୁଳିରେ ୩ ପାକିସ୍ତାନ ଯବାନ ନିହତ ହୋଇଥିଲେ। ଏହାପରେ ପାକିସ୍ତାନ ଦାବି କରିଥିଲା ଯେ ୫ ଭାରତୀୟ ଯବାନ ମଧ୍ୟ ପାକିସ୍ତାନ ସେନାର ଗୁଳିରେ ନିହତ ହୋଇଛନ୍ତି। ପାକିସ୍ତାନର ଏଭଳି ଅଭିଯୋଗକୁ ଭାରତୀୟ ସେନା ଭିତ୍ତିହୀନ କହିବା ସହିତ ଖଣ୍ଡନ କରିଛି…

ବାଲ୍ୟବିବାହ ନିରୋଧ ପାଇଁ ସଚେତନତା…

ଭୁବନେଶ୍ୱର : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟବିବାହ ରୋକିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ବାଲ୍ୟବିବାହ ଭଳି ଏକ ନିନ୍ଦନୀୟ ସାମାଜିକ ପ୍ରଥାକୁ ରୋକିବା ନିମନ୍ତେ ଜିଲ୍ଲାର ନାଗରିକମାନଙ୍କୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ବିଭିନ୍ନ…

ଦାମନଯୋଡ଼ିରେ ଜାତୀୟ ପତାକା ଉତ୍ତୋଳନ…

ଭୁବନେଶ୍ୱର : ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ, ଦାମନଯୋଡ଼ି ସ୍ଥିତ କମ୍ପାନୀର ଖଣି ଓ ରିଫାଇନେରୀ କମ୍ପେ୍ଲକ୍ସ ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କର୍ମଚାରୀ ଏବଂ ପାଖ ଗ୍ରାମର ଜନସାଧାରଣଙ୍କୁ ଉଦ୍ବୋଧନ ଦେବା ସହ ଡଃ ଚାନ୍ଦ ସିକ୍ୱିରିଟୀ ପର୍ସୋନେଲ୍,…

ସେପ୍ଟେମ୍ବର ୧୨ରେ ଜାଗ୍ରତ ଖଣ୍ଡପଡ଼ା…

ନୟାଗଡ଼: ପ୍ରତିବର୍ଷ ଭଳି ଚଳିତ ବର୍ଷ ସେପ୍ଟେମ୍ବର ୧୨ ତାରିଖରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବ୍ୟାପୀ ‘ଜାଗ୍ରତ ଖଣ୍ଡପଡ଼ା ଦିବସ’ ପାଳନ ପାଇଁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି। ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ଲୋକପ୍ରିୟ ଜନନେତା ସ୍ବର୍ଗତ ଅରୁଣ ପଟ୍ଟନାୟକଙ୍କ ପୂଣ୍ୟତିଥିରେ ଏହି ଗଣଉତ୍ସବ ପ୍ରତିବର୍ଷ…

ସରକାରୀ ପଦବୀରେ ୩୫ ଦଳୀୟ ନେତାଙ୍କୁ…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସରକାରୀ ପଦବୀରେ ୩୫ ଜଣ ଦଳୀୟ ନେତାଙ୍କୁ ନିଯୁକ୍ତି ଦେଇଛନ୍ତି। ସାଧାରଣ ନିର୍ବାଚନ ପରେ ନବୀନ ପ୍ରଥମ ଥର ପାଇଁ ନବୀନ ବିଭିନ୍ନ ସରକାରୀ ନିଗମ ଓ ସଂସ୍ଥାର ଅଧ୍ୟକ୍ଷ ଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ଜାଣନ୍ତୁ କିଏ କେଉଁ ପଦବୀରେ ନିଯୁକ୍ତି…

ମୁଣ୍ଡଳୀରେ ହ୍ରାସ ପାଉଛି ବନ୍ୟା ଜଳ

କଟକ : ଗତକାଲି ବନ୍ୟାଜଳ ଯେତେ ପାଣି ପ୍ରବାହିତ ହେଉଥିଲା, ଆଜି ତାହା ପ୍ରାୟ ଅଧାକୁ ଖସି ଆସିଲାଣି। ଗତକାଲି ପ୍ରତି ସେକେଣ୍ଡରେ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ବେଳେ ଏବେ ୪ ଲକ୍ଷ ୫୮ ହଜାର ୪୧୫ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ପ୍ରତି ଘଣ୍ଟାରେ ୮ ହଜାର କ୍ୟୁସେକ୍‌ ଜଳ କମୁଛି । କିନ୍ତୁ…

ବଦଳିଲା ମେଡିକାଲ ବଣ୍ଡ ପଲିସି ନିୟମ

ଭୁବନେଶ୍ୱର: ରାଜ୍ୟ ସରକାର ମେଡିକାଲ ବଣ୍ଡ ପଲିସି ନିୟମକୁ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଚଳିତ ବର୍ଷ ଲାଗୁ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ନୂତନ ନିୟମଗୁଡ଼ିକ ହେଲା- ୧- ଏମବିବିଏସ ପରେ ପିଜି କୋର୍ସ କଲେ ଏବେ ରାଜ୍ୟରେ ରହିବାକୁ ବାଧ୍ୟ। ୨- ସରକାରୀ ମେଡିକାଲ…

ଆଜି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ନାମ…

ନୂଆଦିଲ୍ଲୀ: କିଏ ହେବ ଭାରତୀୟ ଦଳର କୋଚ୍? ସେ ନେଇ ବହୁ ଦିନରୁ ଚର୍ଚ୍ଚା ହେଉଛି। ଲାଗି ରହିଥିବା କଳ୍ପନା ଜଳ୍ପନା ଆଜି ସନ୍ଧ୍ୟାରେ ଶେଷ ହେବାକୁ ଯାଉଛି। କାରଣ ଆଜି ବିସିସିଆଇକୁ ନୂଆ କୋଚ୍ ମିଳିବେ। ଏହାସହ ସହଯୋଗୀ ଷ୍ଟାଫଙ୍କ ନମା ମଧ୍ୟ ଆଜି ଘୋଷଣା କରାଯିବ। ବିସିସିଆଇ ଏନେଇ ଟ୍ୱିଟ କରିଛି। ଆଜି ସଂଧ୍ୟା…

ଜାତୀୟ ସଂଗୀତ ବଦଳରେ ବିଜୁ ବନ୍ଦନା,…

ଭୁବନେଶ୍ବର: ଅଗଷ୍ଟ ୧୫ରେ ସାରା ଦେଶ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଗତକାଲି ସକାଳେ ଭୁବନେଶ୍ବର ସ୍ଥିତ ବିଜୁ ଜନତା ଦଳ (ବିଜେଡି) ମୁଖ୍ୟାଳୟରେ ମଧ୍ୟ ଏହି ଦିବସ ପାଳିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ତାଙ୍କ ତରଫରୁ ପତାତା ଉତ୍ତୋଳନ କରିଥିଲେ…

ଚାଷ ଜମିରେ ପଶିଲା ବନ୍ୟାଜଳ

କେନ୍ଦ୍ରାପଡା : କେନ୍ଦ୍ରାପଡା ମହାକାଳପଡା ବ୍ଲକରେ ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟାପାଣି। ନୀଳାଚଳ ବଜାର ନିକଟରେ ଥିବା କୋଦାକଣ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାପାଣି ପଶିବା ଦେଖିବାକୁ ମିଳିଛି। ଖୁରିସିଆ, ପାଟୁଳିପଙ୍କ, ତିଖିରି, ଟିକରପଙ୍ଗା,ଅମେଇପାଳ ପଞ୍ଚାୟତର ଜମିରେ ପାଣି ମାଡି ଯାଇଛି। ସ୍ଲୁଇସ୍…