ଦାୟିତ୍ୱ ନେଲେ ଆଦିତ୍ୟ ପାଢୀ By ଜିତେନ୍ଦ୍ର କୁମାର ଜେନା On Aug 19, 2019 ଭୁବନେଶ୍ୱର: ସୋମବାର ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଦିତ୍ୟ ପ୍ରସାଦ ପାଢୀ। ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ପାଢୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପୌର ଓ ପଞ୍ଚାୟତ ନିର୍ବାଚନକୁ ସୂଚାରୁଭାବେ ତୁଲାଇବି। Adityaprasad Padhi Share
Comments are closed.