Odisha Link
Bridging the Missing Links in Odisha
Daily Archives

August 19, 2019

୪ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ଭାଇର…

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ଜଣେ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଶିଶୁକନ୍ୟାର ଜେଜେବାପା ଥାନାଲେ ଲିଖିତ ଅଭିଯୋଗ କରିଛନ୍ତି। ଗତ ୧୭ ତାରିଖ ଦିନ ଶିଶୁଟିକୁ ଗାଁର ଜଣେ ସଂପର୍କୀୟ ଭାଇ ଘରକୁ ଡାକିଥିଲା। ପରେ ଶିଶୁଟିକୁ ଦୁଷ୍କର୍ମ କରିଥିଲା।…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଭୁବନେଶ୍ବର: ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଅନୁରୋଧକୁ ରକ୍ଷା କରି ଏହାକୁ ସ୍ୱୀକୃତି ଦେଇଥିବାରୁ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ବ୍ୟବସ୍ଥା…

ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ଗାଁରେ ଉତ୍ତମ ରାସ୍ତା ନାହିଁ। ଭଲ ରାସ୍ତାଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀ କରିଛନ୍ତି ଅଭିନବ ପ୍ରତିବାଦ। କାଦୁଅ ରାସ୍ତାରେ ଧାନ ରୋଇ ଗ୍ରାମବାସୀ ମାନେ ପ୍ରତିବାଦ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ତିଲେଇମାଲରେ। ଅଭିଯୋଗ ଅନୁସାରେ…

ରାଜନାଥଙ୍କ ପରେ ଜିତେନ୍ଦ୍ର ପିଓକେକୁ ନେଇ…

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ଭାରତର ନଜର ପାକିସ୍ତାନ ଅଧିକୃତ କଶ୍ମୀର ଉପରେ। ଏନେଇ ମୋଦିଙ୍କ ମନ୍ତ୍ରିମଣ୍ଡଳର ଗୋଟିଏ ପରେ ଗୋଟିଏ ନେତା ପିଓକେ କୁ ନେଇ ନିଜ ମତ ରଖୁଛନ୍ତି।  ଗତକାଲି ରାଜନାଥ ସିଂହଙ୍କ ମତ ପରେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ ପିଓକେ ପ୍ରସଙ୍ଗରେ ମତ ରଖିଛନ୍ତି।…

ରାଜ୍ୟର ୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି…

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡା ଓ ସମ୍ବଲପୁର ଆଦି ଜିଲ୍ଲାର…

ଏଣିକି ବିଜୁଳି ଚୋରି ରୋକିବ ସ୍ମାର୍ଟ…

ଭୁବନେଶ୍ୱର : ଏଣିକି ବିଦୁ୍ୟତ ଚୋରି କରୁଥିବା ଲୋକଙ୍କୁ ସାବଧାନ ହେବାକୁ ପଡ଼ିବ। ନହେଲେ ଧରାପଡ଼ିବେ। ସେମାନଙ୍କ ପାଇଁ ଏବେ ସତର୍କ ଘଣ୍ଟି। କାରଣ ବିଦୁ୍ୟତ ଚୋରି ରୋକିବାକୁ ଓଡ଼ିଶା ସରକାର ଏକ ନୂଆ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି। ବିଦୁ୍ୟତ ଚୋରି ରୋକିବାକୁ ଏଣିକି ପ୍ରିପେଡ ଓ ସ୍ମାର୍ଟ ମିଟର ଲଗାଯିବ…

ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ…

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ବର୍ତ୍ତମାନ ଏବେ ସେ ଦିଲ୍ଳୀ ଏମ୍‌ସର ସ୍ବତନ୍ତ୍ର ଓ୍ବାର୍ଡରେ ଭେଣ୍ଟିଲେଟରରେ ରହିଛନ୍ତି। ଆଜି ମଧ୍ୟାହ୍ଣରେ ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ ଏମ୍‌ସରେ ପହଞ୍ଚି ଜେଟଲୀଙ୍କ…

ପୁଣି ଜଣେ ଠକ ଯୁବତୀକୁ ଗିରଫକଲା ପୋଲିସ

ଭୁବନେଶ୍ବର : ଭୁବନେଶ୍ବର ଏମ୍ସରୁ ପୁଣି ଜଣେ ଠକ ଯୁବତୀ ଗିରଫ ହୋଇଛି। ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ନିଜକୁ ଏମ୍ସର କର୍ମଚାରୀ କହି ଲୋକଙ୍କୁ ଠକି ଟଙ୍କା ନେଉଥିଲା। ଏହା ଜାଣିବା ପରେ ଖଣ୍ଡଗିରି ଥାନାରେ ଯୁବତୀଙ୍କ ନାରେ ଏତଲା ଦିଆଯାଇଥିଲା। ଗିରଫ ଯୁବତୀ…

ରାସ୍ତାରେ ଯୁବକଙ୍କୁ ହାଣିଲେ

ପାରାଦୀପ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ଅଞ୍ଚଳରେ ଲୁଟ୍‌ ହୋଇଛି। ନିଜ ସମ୍ପର୍କୀୟଙ୍କ ଘରୁ ଟଙ୍କା ନେଇ ବାଇକ୍‌ରେ ଯାଉଥିଲେ ପ୍ରକାଶ ମହାପାତ୍ର। ଗୁରୁତର ଅବସ୍ଥାରେ ପ୍ରକାଶଙ୍କୁ ପ୍ରଥମେ କୁଜଙ୍ଗ ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ୨ଟି ବାଇକ୍‌ରେ ଆସି ୫ ଜଣ…

ହଲିଉଡରେ ଷ୍ଟାର ବନିଲେ ବିରାଟ!

ନୂଆଦିଲ୍ଲୀ: ହଲିଉଡରେ ବିରାଟ କୋହଲି। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି। ଆଶ୍ଚର୍ଯ୍ୟ ହେବା ସ୍ବଭାବିକ କଥା। ହେଲେ ସତ କଥା ଆମେ ଆପଣଙ୍କୁ କହି ରଖୁଛୁ। ଆମେ ପିଲା ବେଳୁ ସର୍ବଦା ଶୁଣିଆସିଛେ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ୭ ଜଣ ଡୁପ୍ଲିକେଟ୍‌ ବିଶ୍ୱରେ କେଉଁଠି ନା କେଉଁଠି ରହିଥାନ୍ତି। ଆପଣମାନେ…