Odisha Link
Bridging the Missing Links in Odisha
Daily Archives

August 19, 2019

ଘର ଘର ବୁଲି ଗଛ ବାଣ୍ଟିବ ବନ ବିଭାଗ

ଭୁବନେଶ୍ବର : ସହରବାସୀଙ୍କୁ ବିନା ମୂଲ୍ୟରେ ଚାରିଦିନ ବ୍ୟାପୀ ହେଉଥିବା ବୃକ୍ଷ ଚାରା ବିତରଣ କାର୍ଯ୍ୟକ୍ରମକୁ ବିଦାୟୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବନବିଭାଗର ବିନା ମୂଲ୍ୟରେ ଚାରା ବିତରଣ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ୍‌ ହୋଇ…

ଖୋଲିଲା ବାଲିମେଳା ଡ୍ୟାମର ଦୁଇଟି ଗେଟ୍‌

ଟିତ୍ରକୋଣ୍ଡା : ବାଲିମେଳା ଡ୍ୟାମର ୨ ଟି ଗେଟ୍ ସୋମବାର ସକାଳେ ଖୋଲିଛି । ୨ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୬୦୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଡ୍ୟାମର ଜଳଧାରଣ କ୍ଷମତା ୧୫୧୪ ଫୁଟ୍ ଥିବାବେଳେ ବର୍ତ୍ତମାନ ୧୪୯୨ ଫୁଟ୍ ଜଳ ରହିଛି । ଏହା ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ମିଳିତ ପ୍ରକଳ୍ପ ।…

ହଙ୍ଗକଙ୍ଗ: ସରକାର ବିରୋଧରେ ବିକ୍ଷୋଭ…

ନୂଆଦିଲ୍ଲୀ: ହଙ୍ଗକଙ୍ଗରେ ବିରୋଧ ପ୍ରଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଲୋକ। ଗତକାଲି ହଙ୍ଗକଙ୍ଗର ଭିକ୍ଟୋରିଆ ପାର୍କରେ ସ୍ଥାନୀୟ ସରକାର ବିରୋଧରେ ଲକ୍ଷ ଲକ୍ଷ ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି। ଏକ ପ୍ରତ୍ୟାର୍ପଣ ବିଧେୟକକୁ ବିରୋଧ କରି ଲୋକମାନେ ବିରୋଧ କରିଛନ୍ତି। ହଙ୍ଗକଙ୍ଗରେ ବିକ୍ଷୋଭକାରୀଙ୍କୁ…

ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କ…

ଭୁବନେଶ୍ବର: ଗୁରୁତର ଅସୁସ୍ଥ ହୋଇଥିବା ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର (ଜିତୁ ମିତ୍ର)ଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ବର୍ତ୍ତମାନ ଜିତୁ ମିତ୍ର ଗୁରୁତର ଅସୁସ୍ଥ ହୋଇ ମୁମ୍ବାଇରେ ଚିକିତ୍ସାଧୀନ ହେଉଛନ୍ତି। ମୁମ୍ବାଇ ଯାଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ…

ଉନ୍ନାଓ ଦୁର୍ଘଟଣା ମାମଲା: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ଉନ୍ନାଓ ଦୁର୍ଘଟଣା ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ସୁପ୍ରିମକୋର୍ଟ ସୋମବାର ଅଧିକ ୨ ସପ୍ତାହ ମହଲତ ଦେଇଛନ୍ତି। ଏଥି ସହିତ ଦୁର୍ଘଟଣାର ଶିକାର ହୋଇଥିବା ଉନ୍ନାଓ ବଳାତ୍କାର ପୀଡ଼ିତା ଏବଂ ତାଙ୍କ ଓକିଲଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ଦେବା ପାଇଁ ଉତ୍ତର…

ଜଗାବଳିଆଙ୍କ ପାଇଁ ଏସସିବିରେ ପ୍ରସ୍ତୁତି

ଭୁବନେଶ୍ବର : ଏସସିବିକୁ ଚିକିତ୍ସା ପାଇଁ ଆସିବେ ଜଗା-ବଳିଆ। ଯଦିଓ ଦିଲ୍ଲୀ ଏମ୍ସରୁ କେବେ ଡିସଚାର୍ଜ ହେବେ ଓ କେବେ ଏସସିବିରେ ଭର୍ତ୍ତି ହେବେ, ସେ ନେଇ ସ୍ପଷ୍ଟଭାବେ ଏସସିବି କର୍ତ୍ତୃପକ୍ଷଙ୍କ ପାଖରେ ସୂଚନା ନାହିଁ। ତଥାପି ଏସସିବିରେ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।…

ଲଘୁଚାପରେ ପରିଣତ ଘୂର୍ଣ୍ଣିବଳୟ, ୨୫ଯାଏଁ…

ଭୁବନେଶ୍ବର : ପଶ୍ଚିମବଙ୍ଗ ଓ ବାଂଲାଦେଶ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ୨୫ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ଲଘୁଚାପ ପ୍ରଭାବରେ ଅଗଷ୍ଟ ୨୨ରୁ ମହାନଦୀ ଉପରମୁଣ୍ଡ ଛତିଶଗଡରେ ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବାରୁ…

ଦାୟିତ୍ୱ ନେଲେ ଆଦିତ୍ୟ ପାଢୀ

ଭୁବନେଶ୍ୱର: ସୋମବାର ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଦିତ୍ୟ ପ୍ରସାଦ ପାଢୀ। ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ପାଢୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପୌର ଓ ପଞ୍ଚାୟତ ନିର୍ବାଚନକୁ ସୂଚାରୁଭାବେ ତୁଲାଇବି।

ପ୍ରବଳ ବର୍ଷା ଓ ଭୂସ୍ଫଳନ ଯୋଗୁଁ…

ଉତ୍ତରାଖଣ୍ଡ: ଦକ୍ଷିଣ ଭାରତରେ ବର୍ଷା ତାଣ୍ଡବ ରଚିବା ପରେ ଏବେ ଉତ୍ତର ଭାରତରେ ତାଣ୍ଡବ ରଚୁଛି ବର୍ଷା। ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ଭୁସ୍ଫଳନ ହେବା ଯୋଗୁଁ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଉତ୍ତରାଖଣ୍ଡରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ…

ଭୁବନେଶ୍ବର : ୪୩ ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଅସିତ ତ୍ରିପାଠୀ। ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଠାରୁ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୮୬ ବ୍ୟାଚର ଆଇଏଏସ୍ ଅଫିସର। ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଭବେ ନିଯୁକ୍ତି…