Odisha Link
Bridging the Missing Links in Odisha

ଖୋଲିଲା ବାଲିମେଳା ଡ୍ୟାମର ଦୁଇଟି ଗେଟ୍‌

ଟିତ୍ରକୋଣ୍ଡା : ବାଲିମେଳା ଡ୍ୟାମର ୨ ଟି ଗେଟ୍ ସୋମବାର ସକାଳେ ଖୋଲିଛି । ୨ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୬୦୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଡ୍ୟାମର ଜଳଧାରଣ କ୍ଷମତା ୧୫୧୪ ଫୁଟ୍ ଥିବାବେଳେ ବର୍ତ୍ତମାନ ୧୪୯୨ ଫୁଟ୍ ଜଳ ରହିଛି । ଏହା ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ମିଳିତ ପ୍ରକଳ୍ପ । ଆନ୍ଧ୍ରପ୍ରଦେଶର ଜଳ ଆବଶ୍ୟକତା ଥିବାରୁ ୨ଟି ଗେଟ ଖୋଲା ଯାଇଛି ।

Comments are closed.