Odisha Link
Bridging the Missing Links in Odisha

ବିଦା ହେଲେ ଆଉ ୨୨ ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ : ଆଉ ୨୨ଜଣ ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ରୀୟ ପରୋକ୍ଷ କର ବିଭାଗରୁ ବିଦା କରାଯାଇଛି। ଏହି ବିରଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି ସିବିଆଇସି କେନ୍ଦ୍ରୀୟ ପରୋକ୍ଷ କର ଓ ଉତ୍ପାଦ ଶୁକ୍ଳ ବୋର୍ଡ। ଦୁର୍ନୀତି ଓ ବିଶୃଙ୍ଖଳା ପାଇଁ ଅଧୀକ୍ଷକ ପାହ୍ୟାର ଅଧିକାରୀ ବିଦା ହୋଇଥିବା ସୂଚନା ମିଳିଛି।

Comments are closed.