Odisha Link
Bridging the Missing Links in Odisha

ନଚବଲିୟେ-୯ ସେଟରେ କାହିଁକି ଭାବୁକ ହେଲେ କରଣ ଦେୱଲ

ଭୁବନେଶ୍ବର: ସନି ଦେୱଲ ଓ ତାଙ୍କ ପୁଅ କରଣ ଦେୱଲଙ୍କ ସିନେମା ଅଗକୁ ଆସୁଛି।“ପଲ ପଲ ଦିଲ କେ ପାସ”ସିନେମାରେ ସନି ନିର୍ଦ୍ଦେଶନା ଦେଇଥିବା ବେଳେ ପୁଅ କରଣ ହିରୋ ରୋଲ କରୁଛନ୍ତି| ସନି ଦେୱଲ ଓ ତାଙ୍କ ପୁଅ କରଣ ଦେୱଲ ସିନେମାର ପ୍ରମୋଶନରେ ଲାଗି ପଡିଛନ୍ତି ଏବଂ ସିନେମାଟିକୁ ଦେଖିଯିବାକୁ ମଧ୍ୟ କହିଟଛନ୍ତି। ସନି ଓକରଣ ଷ୍ଟାରପ୍ଳଷ ଦେଉଥିବା ରିୟାଲିଟି ସୋ ନଚବଲିୟେ-୯କୁ ଯାଇଥିଲେ ଓ ସେଠାରେ ରବିନା ଟଣ୍ଡନ୍ ଙ୍କୁ ଭେଟିଥିଲେ।

ରବିନା  ଓ ସନି ମିଶିକି ବହୁତ ସିନେମା କରିଥିଲୋ ନଚବଲିୟେ-୯ ରିୟାଲିଟି ସୋ ହୋଇଥିବାରୁ ତାଙ୍କର ସିନେମା “ଇମତିହାନର” ଗୀତରେ ଡ୍ୟାନ୍ସ ଆରମ୍ଭ କରିଦେଇଥିଲେ। “ଇସ ତରହ ଆଶିକ୍ କା ଅସର ଛୋଡ ଯାଉଙ୍ଗା” ଏହି ଗୀତରେ ସନି ଓ ରବିନାଙ୍କ ପ୍ୟାର ଭରା ଡ୍ୟାନ୍ସ। କରଣ ବାପାଙ୍କର ଡ୍ୟାନ୍ସର୍ ଭାବୁକ ହୋଇ ତାଙ୍କୁ କୋଳେଇ ନେଇଥିଲେ। ଏହି ଦୃଶ୍ୟଟି ଦର୍ଶକ ମାନଙ୍କ ମନକିଣି ନେଇଥିଲା ପଲ ପଲ ଦିଲ କେ ପାସ ସିନେମାଟି ଡିସେମ୍ବର ୨୦ରେ ସିନେମା ପରଦାରେ ଦେଖିବାକୁ ମିଳିବ।