Odisha Link
Bridging the Missing Links in Odisha
Daily Archives

September 3, 2019

ଶ୍ମଶାନ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବୃଦ୍ଧେଶ୍ବର ମନ୍ଦିର ପାଖ ଶ୍ମଶାନ ନିକଟରେ ଜଣେ ଯୁବକର ମୃତ ଶରୀର ଠାବ ହୋଇଛି। ମୃତ ଜଣକ ଭୁବନ ଏନଏସିର ଲତାବିଲସ୍ଥିତ ବ୍ରଜ ପତିଙ୍କ ସାନ ପୁଅ ଜ୍ଞାନ ରଞ୍ଜନ ୪୦ ବର୍ଷ ବୋଲି ଜଣାପଡିଛି। ଆଜି ସକାଳେ ଲୋକମାନେ ଦେଖି ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ଏ ସମ୍ପର୍କରେ…

ନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟରେ ଦୁର୍ଘଟଣା

ନାଲକୋନଗର : ନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀଙ୍କ ନାମ ଯୁଗଳ କିଶୋର ବେହେରା। ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ନାଲ୍‌କୋନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ…

୨ ଦିନ ବନ୍ଦ ପରେ ଆଜି ଉଚ୍ଛେଦ ଅଭିଯାନ…

ପୁରୀ : ୨ ଦିନ ବନ୍ଦ ରହିବା ପରେ ଆଜିଠୁ ପୁଣି ଶ୍ରୀକ୍ଷେତ୍ରରେ ଉଚ୍ଛେଦ ଅଭିଯାନ ଆରମ୍ଭ ହେବ। ଏମାର ମଠ ଅଧା ଭଙ୍ଗା ହୋଇଥିବା ବେଳେ ଆଜି ବଡ଼ ଛତା ମଠ ଉଚ୍ଛେଦ କରାଯାଇଛି। ମାଟିରେ ମିଶିବ ବଡଛତା ବା ବଡ ଆଖଡା ମଠ। ସପ୍ତାହେ ଧରି ପୁରୀରେ ଚାଲିଥବା ଏହି ଉଚ୍ଛେଦ କାର୍ଯ୍ୟରେ ପ୍ରଥମେ ମେଘନାଦ ପାଚେରୀ…

ଆଜି ନୂଆଖାଇ, ଉତ୍ସବ ମୁଖର ପଶ୍ଚିମ ଓଡିଶା

ଭୁବନେଶ୍ବର : ଆଜି ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସମଗ୍ର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି। ଦୂରଦୂରାନ୍ତ ରହୁଥିବା ପରିବାର ଲୋକ ଗାଁକୁ ଫେରିଛନ୍ତି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ…