Odisha Link
Bridging the Missing Links in Odisha
Daily Archives

September 3, 2019

ଗଙ୍ଗୁଆ ନାଳ ନିକଟରେ ଜମି ଜବରଦଖଲ…

ଭୁବନେଶ୍ବର : ଗଙ୍ଗୁଆ କୂଳରେ ଲିଙ୍ଗରାଜଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ଦାବିରେ ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ ହୋଇଛି। ଏଥିଲାଗି ପ୍ରଶାସନକୁ ଦାୟୀ କରି ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ନୀତି ବନ୍ଦ କରିଛନ୍ତି। ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ରହିଛି। ପୂଜାପଣ୍ଡା ନିଯୋଗ…

ବିରାଟଙ୍କ ପାଇଁ ଶୁଭ ଓ୍ବେଷ୍ଟଇଣ୍ଡିଜ…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ସର୍ବଦା ସଫଳ ରହିଛି। ବିଶେଷକରି ଟେଷ୍ଟ ଫର୍ମାଟରେ ବିରାଟଙ୍କ ଭଲ ରେକର୍ଡ଼ ରହିଛି। ଗତକାଲି ଟିମ୍‌ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜ୍‌ ୨-୦ରେ ବିଜୟୀ ହୋଇଛି। ଏହାପୂର୍ବରୁ ଭାରତୀୟ ଟିମ୍‌…

ଛତିଶଗଡ଼ ଯୁବତୀଙ୍କୁ ହୋଟେଲ ଭିତରେ…

ଭୁବନେଶ୍ବର : ଚାକିରୀ ଦେବା ବାହାନାରେ ଛତିଶଗଡ଼ର ଜଣେ ଯୁବତୀଙ୍କୁ ଭୁବନେଶ୍ବରରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଅଭିଯୋଗ ଅନୁସାରେ ସତ୍ୟ ମାଇକ୍ରୋ କ୍ୟାପିଟାଲ ମୁଖ୍ୟ ଜୟ କୁମାରକୁ ପୋଲିସ୍ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ସତ୍ୟ ମାଇକ୍ରୋ ଫାଇନାନ୍ସ କମ୍ପାନୀର ବିଭିନ୍ନ ପଦବୀ…

ପୂର୍ବ ଶତ୍ରୁତାକୁ ନେଇ ହିଂସାକାଣ୍ଡ :…

କେନ୍ଦ୍ରାପଡ଼ା : ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ଯୋଗୁଁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ପାଟକୁରା ଥାନା ଡାହାଳପୁରୁ ଗାଁରେ। ଏଠାରେ ପୂର୍ବ ଶତ୍ରୁତାକୁ ନେଇ ରାଜନୈତିକ ହିଂସା ଯୋଗୁଁ ବୃଦ୍ଧଙ୍କର ଜୀବନ ଚାଲି ଯାଇଛି। ମୃତକ ହେଲେ ଡାହାପୁରୁ ଗାଁର ସତ୍ୟାନନ୍ଦ ରାଉତ। ବୃଦ୍ଧଙ୍କ ପରିବାର…

ଲାଗି ହେଲା ମା’ସମଲେଶ୍ୱରୀଙ୍କ ନବାନ୍ନ

ସମ୍ବଲପୁର : ପଶ୍ଚିମ ଓଡିଶାରେ ନୂଆଖାଇ ଖୁବ ଧୁମଧାମରେ ପାଳିତ ହେଉଥିବା ବେଳେ ପୂର୍ବ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୫ ମିନିଟ ସମୟରେ ନବାନ୍ନ ଲାଗି ହୋଇଥିବା ଜଣାଯାଇଛି। ଆଜି ଭୋର ୪ଟା ବେଳୁ ମନ୍ଦିରର ପୂଜକମାନେ ନିଜ ଘରୁ ନବାନ୍ନ ନେଇ…

ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବେ ଭାରତୀୟ…

ନୂଆଦିଲ୍ଲୀ: କ୍ରିକେଟର ସବୁଠୁ ବଡ଼ ଫର୍ମାଟ ଟେଷ୍ଟ କ୍ରିକେଟରେ ଦେଖିବାକୁ ମିଳିବେ ଭାରତୀୟ ଅମ୍ପାୟାର। ଭାରତର ନୀତୀନ ମେନନ୍ ଟେଷ୍ଟ କ୍ରିକେଟରେ ଅମ୍ପାୟାର ଭାବେ ଡେବ୍ୟୁ କରିବେ। ଆସନ୍ତା ନଭେମ୍ବର ୨୭ ତାରିଖରେ ଅମ୍ପାୟାର ଭାବେ ଦାୟିତ୍ବ ତୁଲାଇବେ। ସେ ୬୨ତମ ଭାରତୀୟ ଭାବେ ଆଇସିସି ଅମ୍ପାୟାର ଭାବେ…

ବାସଭବନରେ ପହଁଞ୍ଚିଲା ମହାରାଜାଙ୍କ…

ଭବାନୀପାଟଣା : କଳାହାଣ୍ଡି ମହାରାଜା ଉଦୀତ ପ୍ରତାପ ଦେଓଙ୍କ ପାର୍ଥୀବ ଶରୀର ଭବାନୀପାଟଣାର ରାଜପ୍ରସାଦରେ ପହଞ୍ଚିଛି। ଜନସାଧାରଣଙ୍କ ଦର୍ଶନ ପାଇଁ ମହାରାଜା ଉଦୀତ ଦେଓଙ୍କ ମରଶରୀକୁ ରାଜପ୍ରସାଦ ପରିସରରେ ଥିବା ରାଜମଣ୍ଡପରେ ରଖାଯାଇଛି। ଅନ୍ୟପଟେ ମହାରାଜାଙ୍କ ଉତ୍ତାରଧିକରୀ ଭବରେ ତାଙ୍କର ପୁତ୍ର ତଥା…

ଓଏନ୍‌ଜିସି ପ୍ଲାଣ୍ଟରେ ଭୟାବହ…

ମୁମ୍ବାଇ: ମୁମ୍ବାଇର ଉରାନ ଅଞ୍ଚଳରେ ଆଜି ଏକ ବଡ଼ ଧରଣର ଅଘଟଣ ଘଟିଛି। ନଭି ମୁମ୍ବାଇ ଅନ୍ତର୍ଗତ ଉରାନ ଅଞ୍ଚଳରେ ଥିବା ଅଏଲ ଆଣ୍ଡ ନେଚୁରାଲ ଗ୍ୟାସ(ଓଏନ୍‌ଜିସି) ପ୍ଲାଣ୍ଟର ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ସେମାନଙ୍କୁ…

ବୁଡ଼ିଗଲେ ୨ ଭଉଣୀ

ବାରିପଦା : ବୁଡ଼ିଗଲେ ୨ ଭଉଣୀ। ପାଣିରେ ବୁଡ଼ି ୨ ସମ୍ପର୍କୀୟ ଭଉଣୀଙ୍କ ମୃତୁ୍ୟ ହୋଇଛି। ଘର ନିକଟ ବିଲରେ ଜମିଥିବା ପାଣିରେ ବୁଡ଼ି ୨ ଭଉଣୀଙ୍କ ମୃତୁ୍ୟ ହୋଇଛି। କୁଳିଅଣା ବ୍ଲକ ଚାନ୍ଦୁଆ ଗାଁରେ ଏହି ଅଘଟଣ ଘଟିଛି। ଖେଳୁଥିବାବେଳେ ଏହି ଅଘଟଣ ଘଟିଛି। ମୃତକ ଦୁଇ ଭଉଣୀଙ୍କ ବୟସ ୩ ଓ ୪ ବର୍ଷ ବୋଲି ଜଣାଯାଇଛି…

ଆଜି ବାୟୁସେନାରେ ସାମିଲ ହେଲା ୮ ଲଡ଼ାଖୁ…

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ହେବ ଆହୁରି ଶକ୍ତିଶାଳୀ। କାରଣ ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ଶକ୍ତିଶାଳୀ ଲଢ଼ୁଆ ବିମାନ ଆପାଚ୍‌ ହେଲିକପ୍ଟର। ପଠାନକୋଟ ଏୟାରବେସ୍‌ରେ ଆଜି ଆମେରିକା ଦ୍ୱାରା ନିର୍ମିତ ୮ଟି ଆପାଚ୍‌ AH-64E ହେଲିକପ୍ଟରକୁ ବାୟୁ ସେନାରେ ସାମିଲ କରାଯାଇଛି। ବାୟୁ ସେନା ମୁଖ୍ୟ ଏୟାର…