Odisha Link
Bridging the Missing Links in Odisha

ବୁଡ଼ିଗଲେ ୨ ଭଉଣୀ

ବାରିପଦା : ବୁଡ଼ିଗଲେ ୨ ଭଉଣୀ। ପାଣିରେ ବୁଡ଼ି ୨ ସମ୍ପର୍କୀୟ ଭଉଣୀଙ୍କ ମୃତୁ୍ୟ ହୋଇଛି। ଘର ନିକଟ ବିଲରେ ଜମିଥିବା ପାଣିରେ ବୁଡ଼ି ୨ ଭଉଣୀଙ୍କ ମୃତୁ୍ୟ ହୋଇଛି। କୁଳିଅଣା ବ୍ଲକ ଚାନ୍ଦୁଆ ଗାଁରେ ଏହି ଅଘଟଣ ଘଟିଛି। ଖେଳୁଥିବାବେଳେ ଏହି ଅଘଟଣ ଘଟିଛି। ମୃତକ ଦୁଇ ଭଉଣୀଙ୍କ ବୟସ ୩ ଓ ୪ ବର୍ଷ ବୋଲି ଜଣାଯାଇଛି ।

Comments are closed.