Odisha Link
Bridging the Missing Links in Odisha
Daily Archives

September 3, 2019

ଅଧାରାସ୍ତାରେ ଖରାପ ହେଲା ଆମ୍ୱୁଲାନ୍ସ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଜମକେଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅଧା ରାସ୍ତାରେ ଆମ୍ୱୁଲାନ୍ସସଟି ଖରାପ ହୋଇଯିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟକୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡିଛି। ମିଳିଥିବା ସୂଚନା ଅନୁସାରେ, ଜମକେଇ ଗ୍ରାମର ଚନ୍ଦ୍ରବତୀ ରଣାଙ୍କ…

ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେଲେ…

ନୂଆଦିଲ୍ଲୀ: ଅର୍ନ୍ତଜାତୀୟ ଟି-୨୦ କ୍ରିକେଟରୁ ଅବସର ନେଇଛନ୍ତି ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜ। ଏନେଇ ଆଜି ସେ ଘୋଷଣା କରିଛନ୍ତି। ୨୦୨୧ରେ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ସେ ଅବସର ନେଉଥିବା ସୂଚନା ଦେଇଛନ୍ତି। ସେ…

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲା:…

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚଦାମ୍ବରମଙ୍କୁ ମିଳିଛି ସାମୟିକ ଆଶ୍ବସ୍ତି। କାରଣ ତିହାର ଜେଲ ଯିବେ ନାହିଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ।ଆଜି ସୁପ୍ରିମକୋର୍ଟ ସେପ୍ଟମ୍ବର ୫ ତାରିଖ ପର୍ଯ୍ୟନ୍ତ ପି.ଚିଦାମ୍ବରମଙ୍କୁ ସିବିଆଇ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ତାଙ୍କୁ ଆଉ ତିହାର…

ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଦୁଇ…

ନବରଙ୍ଗପୁର : ଆଜି ସକାଳୁ ନବରଙ୍ଗପୁର ଅବକାରୀ ବିଭାଗ କର୍ମଚାରୀ ଦୁଇଟି ବାଇକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ନବରଙ୍ଗପୁର ସହର ସ୍ଥିତ ଚ।ଉଁରିଆଗୁଡା ଠାରେ ଜଗି ରହିଥିଲେ। ଏହି ସମୟରେ ଦୁଇ ଯୁବକ ଦୁଇଟି ବାଇକରେ ତିନୋଟି ବ୍ୟାଗ ଧରି ସହର ବାହାର ରାସ୍ତାରେ ଯାଉଥିବା ସମୟରେ ଅବକାରୀ ବିଭାଗ କର୍ମଚାରୀ…

କଟକ ପରେ ଭୁବନେଶ୍ବରରେ ଠାବ ହେଲା ନକଲି…

ଭୁବନେଶ୍ବର: ଭୁବନେଶ୍ବରର ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ନକଲି ଘିଅ ଓ ତେଲ କାରଖାନା ଠାବ କରାଯାଇଛି। ଲକ୍ଷ୍ମୀସାଗର ଷ୍ଟେଜ ୧ ଶନି ମନ୍ଦିର ପଛପଟେ ଏହି କାରଖାନା ଚାଲିଥିବା ଜଣାପଡ଼ିଛି। ଆଜବେଷ୍ଟସ ଘରେ ଚାଲିଥିବା ଏହି କାରଖାନାରେ ରାଶି ତେଲ, ସୋରିଷ ତେଲ, ଜଡ଼ା ତେଲ ଏବଂ ଘିଅ ନକଲି ବୋତଲ ଓ ପ୍ୟାକେଟରେ…

ଅଷ୍ଟମ ଶ୍ରେଣୀ ଛାତୀଙ୍କୁ ବଳତ୍କାର…

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଖରସଙ୍କୁଲେଇରେ ଏକ ଅଭାବନୀୟ ଘଟଣା ଘଟିଛି। ଖରସଙ୍କୁଲେଇ ପ୍ରକଳ୍ପ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତୀଙ୍କୁ ବଳତ୍କାର ହୋଇଥିବା ଅଭିଯୋଗ ହୋଇଛି । ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ତାଙ୍କୁ ବଳତ୍କାର ଓ ଅସାଦାଚରଣ କରିଥିବା ଛାତ୍ରୀ ଜଣଙ୍କ…

ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମୋଦି  ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ଏକ ସର୍ବପୁରାତନ ପର୍ବ ନୂଆଁଖାଇର ଅବସରରେ ସମାଜର ସବୁବର୍ଗ ବିଶେଷ ଭାବରେ…

ଗର୍ଭାବସ୍ଥାରେ ଶିଶୁ କ’ଣ ପାଇଁ ଲାତ…

ଭୁବନେଶ୍ବର: ମହିଳାଙ୍କ ପାଇଁ ମା' ହବା ଏକ ସୁଖପୂର୍ଣ୍ଣ ଅନୁଭୂତି । ଗର୍ଭାବସ୍ଥାର  ନଅ ମାସ ପର୍ଯ୍ୟନ୍ତ ମା' ପ୍ରତିଦିନ  ନୂଆ ନୂଆ ଅନୁଭୂତି ପାଇଥାଏ।  ମା' ପାଇଁ ଶିଶୁ ଗର୍ଭରେ ଲାତ ମାରିବା ଅନୁଭବ ବହୁତ ଖାସ୍ ହୋଇଥାଏ। ଶିଶୁ ଗର୍ଭାଶୟରେ ଲାତ ମାରିଥିବାବେଳେ ,ତାହା ବାହାରକୁ ମଧ୍ୟ ଜଣାପଡିଥାଏ ା…

ମାନସିକ ବିକୃତ ବାପାର ନାରକୀୟ କାଣ୍ଡ

ଉଦଳା : ଜଣେ ମାନସିକ ବିକୃତ ବାପା ନାରକୀୟ କାଣ୍ଡ ଘଟାଇଛି। ୬ବର୍ଷର ପୁଅକୁ ବିଲରେ କଚାଡି ମାରିଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କପ୍ତିପଦା ଶରତ ଥାନା ଲାବଣ୍ୟଦେଇପୁରରେ। ମୃତ ଶିଶୁ ପୁତ୍ରର ନାଁ ହେଉଛି ସର୍ଦାର ସିଂ ହେମ୍ବ୍ରମ। ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବିଲ ନିକଟରେ ଗୋରୁ ବାନ୍ଧିବାକୁ ନେଇ…

ପାକିସ୍ତାନର ପୂର୍ବ ରାଷ୍ଟ୍ରଦୂତ ପର୍ଣ୍ଣ…

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରଠୁ ବାଉଳି ହେଉଛି ପାକିସ୍ତାନ। ଭାରତକୁ ବଦନାମ କରିବା ପାଇଁ ବହୁତ ଉପାୟ ଆପଣାଉଛି ପାକିସ୍ତାନ। ବିଭିନ୍ନ ପ୍ରକାର ମନ୍ଦ ଉଦ୍ଦେଶ୍ୟ ଆପଣେଉଛି ପାକିସ୍ତାନ। ହେଲେ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟ ଧରାପଡ଼ିଛି। ଆଉ ଏହାର ଏକ ଉଦାହରଣ ଏବେ ଖୁବ୍‌ ଚର୍ଚ୍ଚାରେ। ଭାରତରେ…