Odisha Link
Bridging the Missing Links in Odisha

ଅଷ୍ଟମ ଶ୍ରେଣୀ ଛାତୀଙ୍କୁ ବଳତ୍କାର ଅଭିଯୋଗ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଖରସଙ୍କୁଲେଇରେ ଏକ ଅଭାବନୀୟ ଘଟଣା ଘଟିଛି। ଖରସଙ୍କୁଲେଇ ପ୍ରକଳ୍ପ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତୀଙ୍କୁ ବଳତ୍କାର ହୋଇଥିବା ଅଭିଯୋଗ ହୋଇଛି । ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ତାଙ୍କୁ ବଳତ୍କାର ଓ ଅସାଦାଚରଣ କରିଥିବା ଛାତ୍ରୀ ଜଣଙ୍କ ହରଭଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ସୋମବାର ବିଳମ୍ୱିତ ରାତିରେ ଥାନାରେ ପୀଡ଼ିତାଙ୍କ ଅଭିଯୋଗ ପରେ ପୁଲିସ କେଶ ନଂ୬୩/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ବର୍ତ୍ତମାନ ସୁଧା ଫେରାର ଅଛନ୍ତି।

Comments are closed.