Odisha Link
Bridging the Missing Links in Odisha

ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ହୃଦଘାତରେ ଖେଳାଳି ମୃତ

କଟକ: ହୃଦଘାତରେ ଖେଳାଳିଙ୍କ ମୃତ୍ୟୁ। ଫୁଟବଲ ଖେଳ ଜାରି ରହିଥିବା ବେଳେ ହୃଦଘାତରେ ଖେଳାଳି ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି। ମୃତ ଖେଳାଳି ଅଜୟ ନାଏକ ବୋଲି ଜଣା ପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ଏହି ଫୁଟବଲ ମ୍ୟାଚଟି ଆଜି ବାରବାଟୀ ଷ୍ଟାଡ଼ି୍ଅମରେ ଚାଲିଥିବା ବେଳେ ମ୍ୟାଚରେ ଏସବିଆଇ ଓ ସାଇ ଦୁଇ ଦଳ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା। ମ୍ୟାଚ ଜାରି ରହିଥିବା ବେଳେ ହଠାତ୍‌ ଖେଳାଳି ଅଜୟ ନାୟକ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି।

Comments are closed.