Odisha Link
Bridging the Missing Links in Odisha
Daily Archives

September 11, 2019

ସ୍ବପ୍ନ ରହିଗଲା ଅଧାରେ..

ନୂଆଦିଲ୍ଲୀ: ସ୍ବପ୍ନ ସମସ୍ତେ ଦେଖନ୍ତି। କେବେ କେବେ ସ୍ବପ୍ନ ସତ ହୁଏତ ଆଉ କେବେ ସ୍ବପ୍ନ ସ୍ବପ୍ନରେ ରହିଯାଏ। ଏମିତି ଏକ ସ୍ବପ୍ନ ଦେଖିଥିଲେ ଯୁବକ। ଆମେରିକା ଯାଇ ଚାକିରି ଖୋଜିବେ ଏବଂ ନୂଆ ଜୀବନ ଆରମ୍ଭ କରିବେ ବୋଲି ସ୍ୱପ୍ନ ଦେଖିଥିଲେ ଜଣେ ଯୁବକ। କିନ୍ତୁ ଏଥିପାଇଁ ସେ ନିଜକୁ ଅଶୀ ବର୍ଷର ବୃଦ୍ଧଙ୍କ ପରି…

ପୁଲିସ୍‌ ଗୁଳିରେ ଟିଟୋର ସହଯୋଗୀ ବୁଧିଆ…

କଟକ: ପାର୍ବଣ ଋତୁ ଆସିବା ପୂର୍ବରୁ କଟକ ପୁଲିସ୍‌ ଅପରାଧୀଙ୍କୁ କାବୁ କରିବା ପାଇଁ ଆରମ୍ଭ କରିଛି ମିଶନ। କଟକ ପୁଲିସ୍‌ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଧିଆ ଆହତ ହୋଇଛି। କଟକର ସିଡିଏ ସେକ୍ଟର-୧୩ରେ ପୁଲିସ୍‌ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଧିଆ ଦାସ ଆହତ ହୋଇଛି। ତାର ଡାହାଣ ଗୋଡରେ ଗୁଳି…

୧୨ଟି ଜିଲ୍ଲାରେ ବର୍ଷିବ ଆଜି

ଭୁବନେଶ୍ବର: ରାଜ୍ୟର ୧୨ଟି ଜିଲ୍ଲାରେ ବର୍ଷା ଲାଗି ରହିିବ। ଏଥିସହ ଘଡ଼ଘଡ଼ି ବି ମାରିବ। ଏଥିପାଇଁ ଦିନ ୧୦ଟା ୪୫ ଯାଏ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା,…

୯୵୧୧ ଆକ୍ରମଣକୁ ୧୮ ବର୍ଷ, ଦେଖନ୍ତୁ…

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣକୁ ଆଜି ୧୮ ବର୍ଷ ପୂରିଛି। ବିଶେଷକରି ଏହି ଆତଙ୍କବାଦୀ ଆକ୍ରମଣ ‘୯/୧୧ ଟେରର୍‌ ଆଟାକ୍‌’ ଭାବେ ଜଣାଶୁଣା। ବିଧିବଦ୍ଧ ଭାବେ ଯୋଜନା ପ୍ରସ୍ତୁତ କରି ଅଲ-କାଏଦା ଆତଙ୍କବାଦୀ ସଂଗଠନ ପକ୍ଷରୁ ଆମେରିକା ଉପରେ କରାଯାଇଥିବା ଏହି ଆକ୍ରମଣ ଏବେ ବି…

ପୁଣି ଖଟିଆରେ ବୁହା ହେଲେ ରୋଗୀ

କେନ୍ଦୁଝର: ରାଜ୍ୟରେ ରୋଗୀ ଓ ଗର୍ଭବତୀ ମହିଳା ବାରମ୍ବାର ଖଟିଆରେ ବୁହା ହେବା ଘଟଣା ଏକ ନିତିଦିନିଆ ଘଟଣା ହୋଇଗଲାଣି। ହେଲେ ଗୋଟିଏ ଅଞ୍ଚଳରେ ଥରେ କି ଦୁଇଥର ନୁହେଁ ବାରମ୍ବାର ଖଟିଆରେ ବୁହା ହେଉଛିନ୍ତି ଗର୍ଭବତୀ ମହିଳା ଓ ଗୁରୁତର ରୋଗୀ। ଏଭଳି ଘଟଣା ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହେଉଛି ହେଲେ…

ଭାରତ ଉର୍ଜା ନ୍ୟାୟକୁ ସର୍ବୋଚ୍ଚ…

ଆବୁଧାବି: ଭାରତରେ ଉର୍ଜା ନ୍ୟାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବୋଚ୍ଚ ପ୍ରଧାନ୍ୟ ଦେଉଛନ୍ତି ବୋଲି ସୋମବାର ଆବୁଧାବୀରେ ଅନ୍ତର୍ଜାତୀୟ ଶକ୍ତି ଫୋରମର ୮ତମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ବୈଠକରେ ଶ୍ରୀ ପ୍ରଧାନ…

ପାକ୍‌ ଅଧିକୃତ କଶ୍ମୀର ପ୍ରସଙ୍ଗରେ ଏମିତି…

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ। ମୋଦି ସରକାରର ଦ୍ବିତୀୟ ପାଳିର ୧୦୦ ଦିନର ସଫଳତା ବିଷୟରେ କହିଛନ୍ତି ଜିତେନ୍ଦ୍ର ସିଂହ। ସେ କହିଛନ୍ତି ଯେ, ଏହି ୧୦୦ ଦିନରେ ସବୁଠୁ ବଡ଼ ଉପଲବ୍ଧି ହେଉଛି ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟେଇବା। ଏଥିସହିତ ଆମର…

ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ

ଭୁବନେଶ୍ବର: ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ବିଶ୍ୱନାଥ ସାହୁଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟଙ୍କ…