Odisha Link
Bridging the Missing Links in Odisha
Daily Archives

September 11, 2019

ଏଥର ପୂଜାରେ ବାଜିବନାହିଁ ଡିଜେ ଆଉ…

ଭୁବନେଶ୍ୱର: ଦୁର୍ଗାପୂଜାରେ ଏଥର ବାଜିବନି ଛାତି ଥରାଇଦେଉଥିବା ଡିଜେ ସାଉଣ୍ଡ୍‌। ଡିଜେରେ ପ୍ରତିଯୋଗିତା ବି ଚାଲିବ ନାହିଁ। କେବଳ ୪ଟି ଲେଖାଏ ମାଇକ୍‌ ଓ ବକ୍ସ ଲଗାଇବାକୁ ପୂଜା କମିଟିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। କମିଶନରେଟ ପୋଲିସ ମୁଖ୍ୟାଳୟରେ ପୂଜା କମିଟିଗୁଡିକୁ…

ଭାରତର ଏହି ସ୍ଥାନରୁ ଦେଖା ଯାଇଥାଏ…

ତାମିଲନାଡୁ: ଭାରତରୁ ଆପଣ କେବେ ଶ୍ରୀଲଙ୍କା ଦେଖିଛନ୍ତି କି? ଯଦି ନା ତାହାଲେ ଜାଣି ରଖନ୍ତୁ ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠୁ ଆପଣ ଶ୍ରୀଲଙ୍କା ଦେଖିପାରିବେ। ଏପରି ଏକ ସ୍ଥାନ ତାମିଲନାଡୁର ପୂର୍ବ ତଟ ରାମେଶ୍ୱରମ ଦ୍ୱୀପର ଦକ୍ଷିଣ କୂଳରେ ରହିଛି। ଯାହାର ନାମ ଧନୁଷକୋଡି। ଯାହା ଭାରତରେ ଶେଷ ଭାଗରେ…

ମେଘନାଦ ପାଚେରୀ କଡ଼ରେ ଭ୍ରାମ୍ୟମାଣ…

ପୁରୀ: ମେଘନାଦ ପାଚେରୀ କଡରେ ପରିସ୍ରା କରିବା ଘଟଣାକୁ ନେଇ ସଚେତନ ହେଲା ଜିଲ୍ଲା ପ୍ରଶାସନ। ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ତଥା ମେଘନାଦ ପାଚେରୀ କଡ଼କୁ ଆଉ ଅପରିସ୍କାର ହେବନି। ମେଘନାଦ କଡ଼ରେ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ। ମେଘନାଦ ପାଚେରୀର ପବିତ୍ରତା ରକ୍ଷା ଓ ମରାମତି ପାଇଁ…

ଓଡ଼ିଆ ପୁଅ ପ୍ରମୋଦ ହେଲେ…

ନୂଆଦିଲ୍ଲୀ : ଦିଲ୍ଲୀ ଦରବାରରେ ଏଣିକି ରହିବ ଓଡ଼ିଆ ପୁଅଙ୍କ ଦବଦବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ହେଲେ ବରିଷ୍ଠ ଆଇଏଏସ ଅଫିସର ପ୍ରମୋଦ ମିଶ୍ର। ବରିଷ୍ଠ ଆଇଏଏସ ଅଫିସର ନୃପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦ ଛାଡିବା ପରେ ଏହି ପଦରେ ଓଡ଼ିଆ ପୁଅ ପ୍ରମୋଦ କୁମାର…

ଲସ୍କର-ଇ-ତୋଇବାର ଆତଙ୍କବାଦୀ ନିହତ

ଶ୍ରୀନଗର: ସେନା ଗୁଳିରେ ନିହତ ହେଲା ଆତଙ୍କବାଦୀ। ସୁରକ୍ଷା ବାହିନୀଙ୍କ ଗୁଳିରେ ଜମ୍ମୁ କଶ୍ମୀର ସୋପର ଜିଲ୍ଲାର ଜଣେ ଆତଙ୍କବାଦୀ ଆଜି ନିହତ ହୋଇଛି। ମୃତ ଆତଙ୍କବାଦୀ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହ ଲସ୍କର-ଇ-ତୋଇବା ସହ ଜଡ଼ିତ ଥିଲା ବୋଲି ପ୍ରକାଶ ପାଇଛି। ତାର ନାମ ଅଶିଫ୍ ମକବୁଲ ଭଟ୍ଟ। ଦୁଇ ଦିନ…

ଆଉ ୨ ସହରକୁ ଝାରସୁଗୁଡାରୁ ଉଡିବ ବିମାନ

ଝାରସୁଗୁଡ଼ା: ଝାରସୁଗୁଡା ବିମାନବନ୍ଦରରୁ ଆଉ ୨ଟି ସହରକୁ ଉଡିବ ବିମାନ। ଝାରସୁଗୁଡାଠାରୁ କୋଲକାତା ଏବଂ ବାଙ୍ଗାଲୋରକୁ ବିମାନ ଉଡିବ। ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ପୂର୍ବରୁ ଝାରସୁଗୁଡା ବିମାନବନ୍ଦରରୁ ୫ଟି ସ୍ଥାନକୁ ବିମାନ ଉଡାଣ କରୁଥିଲା। ସେପଟେ ରାଉରକେଲା…

ଧର୍ମଶାଳାରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା…

ନୂଆଦିଲ୍ଲୀ: ଭାରତ ବିପକ୍ଷ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଏବଂ ଟେଷ୍ଟ ସିରିଜ୍‌ ପାଇଁ ଭାରତରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା ଦଳ। ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଧର୍ମଶାଳାରେ ପହଞ୍ଚିଛି। ୱିକେଟକିପର ବ୍ୟାଟ୍ସମ୍ୟାନ୍…

ଆଜିଠୁ ସ୍କୁଲ ପିଲାଙ୍କ ବସ୍ତାନୀ ଚେକ୍

ଭୁବନେଶ୍ବର: ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ ପାଇଁ ସ୍କ୍ବାର୍ଡ ଗଠନ କରାଯାଇଛି। ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ ନେଇ ଏହି ଟିମ୍ ଗୁଡ଼ିକ ସ୍କୁଲ ପରିଦର୍ଶନ କରିବେ। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ୩ଟିମ୍ ଗଠନ କରିଛନ୍ତି। ଆଜିଠାରୁ ଏହି ଟିମ୍ ତଦାରଖ କରିବେ। ଯେଉଁ ସ୍କୁଲ କର୍ତ୍ତୃପକ୍ଷ ନିୟମ…

ଚନ୍ଦ୍ରବାବୁ ଗୃହବନ୍ଦୀ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କୁ ଆଜି ଗୃହବନ୍ଦୀ କରାଯାଇଛି। ତାଙ୍କ ପୁଅ ନର ଲୋକେଶ ଏବଂ ଅନ୍ୟ କେତେକ ଟିଡିପି ନେତାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଛି। ରାଜଧାନୀ ବିଜୟଓ୍ଵାଡ଼ା ନିକଟ ଉଣ୍ଡାବାଲ୍ଲିସ୍ଥିତ ତାଙ୍କ ଘରେ ପୁଲିସ ତାଙ୍କୁ ଅଟକ ରଖିଥିବା କଥା…

ବାର୍ଷିକ କେତେ ବେତନ ପାଆନ୍ତି ରବି…

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପୁନଃନିଯୁକ୍ତି ପାଇଛନ୍ତି ରବି ଶାସ୍ତ୍ରୀ। ହେଲେ ତାଙ୍କ ବାର୍ଷିକ ବେତନ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ। ରବି ଶାସ୍ତ୍ରୀ ବାର୍ଷିକ ବେତନ ବାବଦକୁ ୯.୫ ରୁ ୧୦ କୋଟି ଟଙ୍କା ପାଇବେ ବୋଲି ଏକ ଗଣମାଧ୍ୟମ ନିଜ ରିପୋର୍ଟରେ ଦର୍ଶାଇଛି। ପୂର୍ବରୁ ରବି…