Odisha Link
Bridging the Missing Links in Odisha
Daily Archives

September 11, 2019

ବାଲୁଗାଁ ଓ ନିରାକାରପୁର ଅଞ୍ଚଳକୁ ଅଚାନକ…

ଭୁବନେଶ୍ବର: ଆଜି ପୂର୍ବାହ୍ନରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଚାନକ ବାଲୁଗାଁସ୍ଥିତ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଅଚାନକ ଗସ୍ତ କରିଥିଲେ। ପରିଦର୍ଶନ ସମୟରେ ମନ୍ତ୍ରୀ ଡ. ସାହୁ କର୍ମଚାରୀମାନଙ୍କ ଉପସ୍ଥାନ ଯାଞ୍ଚ କରିଥିଲେ।…

ଦାୟିତ୍ୱ ନେଲେ ମାନସ ମଙ୍ଗରାଜ

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପରାମର୍ଶ ଦାତା(ଗଣମାଧ୍ୟମ ଓ ଲୋକସଂପର୍କ) ରୂପେ ଦାୟିତ୍ବ ନେଲେ ମାନସ ମଙ୍ଗରାଜ। ଆଜି ପୂର୍ବାହ୍ନରେ ଶ୍ରୀ ମଙ୍ଗରାଜ ରାଜ୍ୟ ସରକାରଙ୍କ ଲୋକସଂପର୍କ ନିର୍ଦ୍ଦେଶାଳୟରେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଥିସହ ମାନସଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା।…

ନିଜକୁ ହତ୍ୟା ପାଇଁ ସୁପାରୀ!

ନୂଆଦିଲ୍ଲୀ: ବୀମା ରାଶି ପାଇବା ପାଇଁ ଜଣେ ଯୁବକ ନିଜକୁ ହତ୍ୟା କରାଇଲା। ନିଜକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା। ନିଜକୁ ହତ୍ୟା କରିବା ପାଇଁ ୮୦ ହଜାର ଟଙ୍କାର ସୁପାରୀ ଦେଲା ଜଣେ ଯୁବକ। ୫୦ ଲକ୍ଷ ଟଙ୍କାର ବୀମା ରାଶି ପାଇବାକୁ ଜଣେ ଯୁବକ ନିଜକୁ ହତ୍ୟା କରାଇବା ଭଳି ଏକ ଚାଞ୍ଚଲ୍ୟକର ଘଟଣା…

ଏନଆଇଏମଏସ ଫିଜିଓଫେଷ୍ଟ୍ ଉଦଘାଟିତ

ଭୁବନେଶ୍ବର: ଓ୍ବାର୍ଲଡ଼ ଫିଜିଓଥେରାପି ଦିବସ ଉପଲକ୍ଷେ ନିଳାଚଳ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ତରଫରୁ ଏନଅଇଏମଏସ ଫିଜିଓଫେଷ୍ଟ ଦୁଇଦିନ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ପ୍ରମୁଖ ସ୍ବାସ୍ଥ୍ୟ ସଚିବ ମାନ୍ୟବର ଡ. ପ୍ରମୋଦ କୁମାର ମେହେଦା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ…

ନିଲାମ ହେବ ମୋଦିଙ୍କୁ ମିଳିଥିବା ଉପହାର,…

ନୂଆଦିଲ୍ଲୀ: ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାର। ସେପ୍ଟେମ୍ବର ୧୪ରୁ ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକ ନିଲାମ କରାଯିବ। ଇ-ନିଲାମୀ ପ୍ରକିୟାରେ ହେବ ନିଲାମ। ଇ-ନିଲାମ ପାଇଁ ଯୋଜନା କରିଛି ନ୍ୟାସନାଲ ମଡ଼ର୍ନ ଆର୍ଟ ଗ୍ୟାଲେରି(NGMA)। ବିଭିନ୍ନ ରାଜ୍ୟ ତଥା ଦେଶକୁ ଗସ୍ତ…

ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ରରେ ବି…

ଭୁବନେଶ୍ବର: ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ରରେ ବି ଉଚ୍ଛେଦ କରିବା ପାଇଁ ଯୋଜନା କରାଯାଉଛି। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷିତ ଲାଗି ସରକାର ଆରମ୍ଭ କରିଥିବା ଯୋଜନାର ଢାଞ୍ଚା ଏକାମ୍ର କ୍ଷେତ୍ରରେ ଲାଗୁ ହେବ। ଶ୍ରୀଲିଙ୍ଗରାଜ ସମେତ ଏହାର ଆଖପାଖ କୀର୍ତ୍ତିରାଜିକୁ ଅଧିକ ସୁରକ୍ଷିତ…

ଦୁଇ ସାହସୀ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର : କେନ୍ଦ୍ରାପଡ଼ାର ଦୁଇ ସାହସୀ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ସେମାନେ ହେଲେ କୋରୋଇ ନୋଡାଲ ହାଇସ୍କୁଲର ଦୁଇ ଛାତ୍ର ତୋସିଫ ରାଜା ଓ ମହମ୍ମଦ ସୋଏବ ଅଖତର। ଗଣେଶ ପୂଜା ଦିନ ନିଜ ଜୀବନକୁ ବାଜି ଲଗାଇ ଜଣେ ପାଞ୍ଚ ବର୍ଷର ଶିଶୁକୁ ପୋଖରୀରୁ ଉଦ୍ଧାର କରିଥିଲେ।…

କବିତାର ରାଣୀ

ସୋନାଲି ସ୍ବାଇଁଙ୍କ କବିତା କବିତାର ରାଣୀ ମନ ମୋର ଆନମନା ସତେ ଭାରି ଅବୁଝା କେବେ କେବେ ହୁଏ ଇଛା ସାଜିବାକୁ ତୁମ ଆକାଶର ଜହ୍ନ। ତୁମକୁ ଛୁଇଁବା ସ୍ବପ୍ନ ନହେଇ ପୂରଣ ଦୂରେ ଥାଇ ଦେଖିବି ତୁମକୁ ହସି ହସି ତୁମ ଦେହେ ଢାଳିବାକୁ ପ୍ରେମର ଜୋଛନା। ପୁଣି କେବେ ଭାବେ ପାଲଟିଯାଆନ୍ତି ଅବା…

ଗୋଡ଼ରେ ଲେଖିବାରେ ମାହିର ଦେବିକା

ନୂଆଦିଲ୍ଲୀ: ଯଦି ମନରେ ଦୃଢ ଇଚ୍ଛାଶକ୍ତି ଅଛି ତାହାଲେ ଜୀବନରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ସେପରି ଏକ ଖବର ସାମ୍ନାକୁ ଆସିଛି। ଦେବିକା ନାମକ ଜଣେ ଯୁବତୀ ନିଜର ଦୃଢ ଇଚ୍ଛାଶକ୍ତି ବଳରେ ସଫଳତା ହାସଲ କରିପାରିଛନ୍ତି। ପିଲାଦିନେ ଯେତେବେଳେ ଦେବିକା ପଢିବାକୁ ବସୁଥିଲେ, ମାଆ ବାପା ତାଙ୍କ ଗୋଡ…

ଜୋରିମାନା ତର୍ଜମା ହେବ: ସଚିବ

ଭୁବନେଶ୍ବର: ବ୍ୟାଙ୍କ ବାଲାନ୍ସ ଖାଲି ହେବା ପୂର୍ବରୁ ରକ୍ଷା ପାଇବେ କି ରାଜ୍ୟବାସୀ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ନୂଆ ମୋଟର ଯାନ ଆଇନ ପାଇଁ କ’ଣ ରହିବ ରାଜ୍ୟ ସରକାରଙ୍କ ଆଗାମୀ ପଦକ୍ଷେପ। ସେପ୍ଟେମ୍ବର ପହିଲା ଠାରୁ ନୂଆ ଆଇନ ଲାଗୁହେବା ପରେ ରାଜ୍ୟ ସରକାର ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ୩ ମାସ…