Odisha Link
Bridging the Missing Links in Odisha

ବିଏସ୍‌ଏଫ୍‌ ନୂତନ ଆଇଜି ହେଲେ ହରମିନ୍ଦର ପାଲ୍‌

ଭୁବନେଶ୍ୱର: ବର୍ଡର୍‌ ସିକ୍ୟୁରିଟି ଫୋର୍ସର ନୂଆ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ହରମିନ୍ଦର ପାଲ୍‌। ଖୋର୍ଦ୍ଧା ବିଏସ୍‌ଏଫ୍‌ ମୁଖ୍ୟାଳୟରେ ସେ ଦାୟିତ୍ୱ ନେଇଛନ୍ତି। ପୂର୍ବତନ ଆଇଜି ଅଶ୍ୱିନୀ କୁମାର ସିଂହଙ୍କ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।
ବିଏସ୍‌ଏଫ୍‌ ପୂର୍ବତନ ଆଇଜି ଅଶ୍ୱିନୀ କୁମାର ସିଂହଙ୍କୁ କୋରାପୁଟ ସିଲିଗୁଡ଼ିକୁ ବଦଳି କରାଯାଇଛି। ମାଓବାଦୀ ମୁକାବିଲା ଗୁରୁ ଦାୟିତ୍ୱ ହେବ। ସ୍ୱାଭିମାନ ଅଂଚଳରେ ବିଏସ୍‌ଏଫ୍‌ର ଅଧିକ କ୍ୟାମ୍ପ ଖୋଲିବା ଉପରେ ଅଶ୍ୱିନୀ କୁମାର ଅଧିକ ଗୁରୁତ୍ୱ ଦେଇଛନ୍ତି।

Comments are closed.