Odisha Link
Bridging the Missing Links in Odisha

କୁଆପଥର ମାଡ଼ରେ ଭାଙ୍ଗିଲା ୱିଣ୍ଡସିଲ୍‌! ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ଏୟାରପୋର୍ଟରେ ଭିସ୍ତାରା ବିମାନର ଜରୁରୀ ଅବତରଣ କରିଥିବା ସୂଚନ ରହିଛି। ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ଟେକଅପ୍‌ କରିବାର ୧୦ ମିନିଟ ପରେ ଜରୁରୀ ଅବତରଣ କରିଥିଲା। କୁଆପଥର ମାଡ଼ ଯୋଗୁଁ ୱିଣ୍ଡସିଲ୍‌ ଭାଙ୍ଗିବାରୁ ଜରୁରୀ ଅବତରଣ କରିଥିବାବେଳେ ବିମାନରେ ଥିବା ୧୭୦ ଯାତ୍ରୀ ସୁରକ୍ଷିତ ରହିଥିବା ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.