Odisha Link
Bridging the Missing Links in Odisha

ନନ୍ଦନକାନନରେ ତାଲା

ଭୁବନେଶ୍ବର: ନନ୍ଦନକାନନରେ ହାତୀ ମୃତ୍ୟୁକୁ ନେଇ ଜୋର୍‌ଦାର ବିରୋଧ ହୋଇଛି। କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ବରେ ଆନ୍ଦୋଳନ ହୋଇଛି। ନନ୍ଦନକାନନ ଆଗରେ ଜୋରଦାର ବିରୋଧ କଲେ ଆନ୍ଦୋଳନକାରୀ। ନନ୍ଦନକାନନ ପାଖ ଦାରୁଠେଙ୍ଗରୁ ଡମ୍ପିଂୟାର୍ଡ ଉଠାଇବା ପ୍ରତିବାଦରେ ବିକ୍ଷୋଭ କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନରେ ତାଲା ପକାଇଲେ କର୍ତ୍ତୃପକ୍ଷ।

Comments are closed.