Odisha Link
Bridging the Missing Links in Odisha

ହୀରାକୁଦ ଜଳଭଣ୍ଡାରର ଖୋଲା ହେଲା ଆଉ ୩ଟି ଗେଟ୍‌

ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍‌ ହୋଇଛି। ବର୍ତ୍ତମାନ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ବାମ ପାର୍ଶ୍ବରେ ୪ଟି ଓ ଡାହାଣ ପାର୍ଶ୍ବରେ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୭୦ ହଜାର ୯୯୦ କ୍ୟୁସେକ୍ ଜଳ। ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୭୦ ହଜାର ୯୯୦ କ୍ୟୁସେକ୍ ଜଳ।

Comments are closed.