Odisha Link
Bridging the Missing Links in Odisha

ବିଜେପୁର ଏବେ ନେତାପୁର, ପ୍ରଚାରରେ ଆସୁଛନ୍ତି ଷ୍ଟାର ପ୍ରଚାରକ

ବିଜେପୁର: ଆସନ୍ତା ୨୧ରେ ହେବ ବିଜେପୁର ଉପନିର୍ବାଚନ। ଏଥିପାଇଁ ବିଜେପୁର ନିର୍ବାଚନୀ ମଣ୍ଡଳୀ ହୋଇଛି ଚଳଚଞ୍ଚଳ। ଉପନିର୍ବାଚନ କିଭଳି ବିଜୟୀ ହେବେ ସେଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ। ଏଥିସହିତ ବିଜେପୁର ଜମିଛି ନେତାଙ୍କ ଭିଡ଼। ଅଳ୍ପ କିଛି ଦିନ ପାଇଁ ବିଜେପୁର ବନିଯିବ ନେତାପୁର। ଆଜି ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି। ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାର ତାଲିକା ପ୍ରକାଶ ପାଇଛି।

ବିଜେଡି:
ନବୀନ ପଟ୍ଟନାୟକ, ଏୟୁ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ମଙ୍ଗଳା କିଷାନ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ, ପଦ୍ମନାଭ ବେହେରା, ରାଜା ସ୍ୱାଇଁ, ଦେବୀ ମିଶ୍ର, ନିରଞ୍ଜନ ପୂଜାରୀ, ବିକ୍ରମ ଆରୁଖ, ନବ ଦାସ, କିଶୋର ମହାନ୍ତି, ଅତନୁସବ୍ୟସାଚୀ ନାୟକ, ସଞ୍ଜୟ ଦାଶବର୍ମା, ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ବିଜୟରୟ୍ଜନ ସିଂହ ବରିହା, ପ୍ରଣବ ପ୍ରକାଶ ଦାସ, ରମେଶ ଚନ୍ଦ୍ର ମାଝୀ, ଅନୁଭବ ମହାନ୍ତି, ଟୁକୁନୀ ସାହୁ, ଦିବ୍ୟଶଙ୍କର ମିଶ୍ର, ପଦ୍ମିନୀ ଦିଆନ, ସ୍ନେହାଗିନୀ ଛୁରିଆ, ରାଜେନ୍ଦ୍ର ଢୋଲକିଆ, ରୋହିତ ପୂଜାରୀ, କଳିକେଶ ନାରାୟଣ ସିଂହଦେଓ, ପୁଷ୍ପେନ୍ଦ୍ର ସିଂହଦେଓ, ରାସେଶ୍ୱରୀ ପାଣିଗ୍ରାହୀ, ଦେବେଶ ଆଚାର୍ଯ୍ୟ, ଶ୍ରୀମୟୀ ମିଶ୍ର, ସୁବାସ ଚୌହ୍ୱାନ, ନଳିନୀ ପ୍ରଧାନ, ପ୍ରଭାତ ଆଦିତ୍ୟ ମିଶ୍ର, ପ୍ରଭାସ ସିଂହ, ବିକ୍ରମ ସିଂହଦେଓ, ଅରିନ୍ଦମ ରାୟ, କୁନା ତ୍ରିପାଠୀ, ଗୌରହରି ମିଶ୍ର।
ବିଜେପି:
ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା, ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପ୍ରତାପ ଷଡ଼ଙ୍ଗୀ, ଗିରିଧର ଗମାଙ୍ଗ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ସମ୍ବିତ ପାତ୍ର, ମନୋଜ ତିୱାରୀ, ବସନ୍ତ ପଣ୍ଡା, ବିଜୟ ମହାପାତ୍ର, ପ୍ରଦୀପ୍ତ ନାୟକ, କନକବର୍ଦ୍ଧନ ସିଂହଦେଓ, ସଂଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ନୀତେଶ ଗଙ୍ଗଦେବ, ଜୟନାରାୟଣ ମିଶ୍ର, ପ୍ରଦୀପ ପୁରୋହିତ, ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ରବି ନାରାୟଣ ନାଏକ, ରାଧାରାଣୀ ପଣ୍ଡା, ସୁବାସ ପାଣିଗ୍ରାହୀ, ନାଉରୀ ନାୟକ, ଶଙ୍କର ଓରାମ, ନମିତାରାଣୀ ସାହୁ, ହିମାଂଶୁ ଶେଖର ମେହେର, ମୁକ୍ତା ସାହୁ, ସୁରେଶ୍ୱର ଶତପଥୀ, ଭବାନୀଶଙ୍କର ଭୋଇ, ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ଅମିଜାଭ ଚକ୍ରବର୍ତ୍ତୀ, ହିତେଶ ବଗର୍ତ୍ତୀ, ଟଙ୍କଧର ତ୍ରିପାଠୀ, ଶ୍ରୀତମ ଦାସ, ଅନୁ ଚୌଧୁରୀ, ହରିହର ମହାପାତ୍ର ଓ ପିଙ୍କି ପ୍ରଧାନ
କଂଗ୍ରେସ:
ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମନମୋହନ ସିଂହ, ପ୍ରିୟଙ୍କା ଗାନ୍ଧୀ, ଜିତେନ୍ଦ୍ର ସିଂହ, ଟିଏସ ସିଂହଦେଓ, ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଭୂପେଶ ବାଘେଲ, ରାମଚନ୍ଦ୍ର ଖୁଂଟିଆ, ଆନନ୍ଦ ଶର୍ମା, ଜ୍ୟୋତିରିନ୍ଦ୍ର ସିନ୍ଧିଆ, ସଚିନ ପାଇଲଟ, ମନୀଷ ତିୱାରୀ, ଜି ରୁଦ୍ର ରାଜୁ, ଅନୀଲ ଚୌଧୁରୀ, ମସ୍ତାନ ଭଲି, ଆଦିତ୍ୟ ଶର୍ମା, ଚିରଞ୍ଜୀବୀ ବିଶ୍ୱାଳ, ପ୍ରଦୀପ ମାଝୀ, ରଂଜୀବ ବିଶ୍ୱାଳ, ଭକ୍ତଚରଣ ଦାସ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ରମେଶ ଚନ୍ଦ୍ର ଜେନା, ମହମ୍ମଦ ମୁକିମ, ଦାଶରଥି ଗମାଙ୍ଗୋ, ଅଧିର ମୋହନ ପାଣିଗ୍ରାହୀ, ସିଏସ ରଂଜନ ଏକ୍କା, ସପ୍ତଗିରି ଉଲାକା, ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ଯଜେ୍ଞଶ୍ୱର ବାବୁ, ଜ୍ଞାନଦେବ ବେଉରା, ଡକ୍ଟର ହମିଦ ହୁସେନ।

Comments are closed.