Odisha Link
Bridging the Missing Links in Odisha

ବିଜେପିର ଷ୍ଟାର ପ୍ରଚାରକ ତାଲିକା..

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଦିନ ହେବ ବିଜେପୁର ଫାଇଟ । ବିପେି ପକ୍ଷରୁ ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେପୁର ଆସନ ହାତେଇବାକୁ ବିଜେପି ବି ଅଣ୍ଟା ଭିଡ଼ିଛି। ଏହାରି ଭିତରେ ବିଜେପୁର ପାଇଁ ବିଜେପୁର ପାଇଁ ଷ୍ଟାର ପ୍ରଚାର ତାଲିକା ପ୍ରକାଶ ପାଇଛି। ସେମାନେ ହେଲେ..

ଜଗତ ପ୍ରକାଶ ନଡ୍ଡା, ଅରୁଣ ସିଂହ, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଗିରିଧର ଗମାଙ୍ଗ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ସମ୍ବିତ ପାତ୍ର, ମନୋଜ ତିୱାରୀ, ବସନ୍ତ ପଣ୍ଡା, ବିଜୟ ମହାପାତ୍ର, ପ୍ରଦୀପ୍ତ ନାୟକ, କନକବର୍ଦ୍ଧନ ସିଂହଦେଓ, ସଂଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ନୀତେଶ ଗଙ୍ଗଦେବ, ଜୟନାରାୟଣ ମିଶ୍ର, ପ୍ରଦୀପ ପୁରୋହିତ, ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ରବି ନାରାୟଣ ନାଏକ, ରାଧାରାଣୀ ପଣ୍ଡା, ସୁବାସ ପାଣିଗ୍ରାହୀ, ନାଉରୀ ନାୟକ, ଶଙ୍କର ଓରାମ, ନମିତାରାଣୀ ସାହୁ, ହିମାଂଶୁ ଶେଖର ମେହେର, ମୁକ୍ତା ସାହୁ, ସୁରେଶ୍ୱର ଶତପଥୀ, ଭବାନୀଶଙ୍କର ଭୋଇ, ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ଅମିଜାଭ ଚକ୍ରବର୍ତ୍ତୀ, ହିତେଶ ବଗର୍ତ୍ତୀ, ଟଙ୍କଧର ତ୍ରିପାଠୀ, ଶ୍ରୀତମ ଦାସ, ଅନୁ ଚୌଧୁରୀ, ହରିହର ମହାପାତ୍ର ଓ ପିଙ୍କି ପ୍ରଧାନ।

Comments are closed.