Odisha Link
Bridging the Missing Links in Odisha

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା..

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଦିନ ହେବ ବିଜେପୁର ଫାଇଟ। କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେପୁର ଆସନ ହାତେଇବାକୁ କଂଗ୍ରେସ ବାରମ୍ବାର ଦୃଢୋକ୍ତି ପ୍ରକାଶ କରିଆସୁଛି। ଏହାରି ଭିତରେ ବିଜେପୁର ପାଇଁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାର ତାଲିକା ପ୍ରକାଶ ପାଇଛି। ସେମାନେ ହେଲେ..
ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମନମୋହନ ସିଂହ, ପ୍ରିୟଙ୍କା ଗାନ୍ଧୀ, ଜିତେନ୍ଦ୍ର ସିଂହ, ଟିଏସ ସିଂହଦେଓ, ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଭୂପେଶ ବାଘେଲ, ରାମଚନ୍ଦ୍ର ଖୁଂଟିଆ, ଆନନ୍ଦ ଶର୍ମା, ଜ୍ୟୋତିରିନ୍ଦ୍ର ସିନ୍ଧିଆ, ସଚିନ ପାଇଲଟ, ମନୀଷ ତିୱାରୀ, ଜି ରୁଦ୍ର ରାଜୁ, ଅନୀଲ ଚୌଧୁରୀ, ମସ୍ତାନ ଭଲି, ଆଦିତ୍ୟ ଶର୍ମା, ଚିରଞ୍ଜୀବୀ ବିଶ୍ୱାଳ, ପ୍ରଦୀପ ମାଝୀ, ରଂଜୀବ ବିଶ୍ୱାଳ, ଭକ୍ତଚରଣ ଦାସ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ରମେଶ ଚନ୍ଦ୍ର ଜେନା, ମହମ୍ମଦ ମୁକିମ, ଦାଶରଥି ଗମାଙ୍ଗୋ, ଅଧିର ମୋହନ ପାଣିଗ୍ରାହୀ, ସିଏସ ରଂଜନ ଏକ୍କା, ସପ୍ତଗିରି ଉଲାକା, ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ଯଜେ୍ଞଶ୍ୱର ବାବୁ, ଜ୍ଞାନଦେବ ବେଉରା, ଡକ୍ଟର ହମିଦ ହୁସେନ।

Comments are closed.