Odisha Link
Bridging the Missing Links in Odisha
Browsing Tag

Bijepur Election

ବିଜେଡ଼ିର ବିଜେପୁର ବିଜୟ

ଭୁବନେଶ୍ବର : ବିଜେପୁର ବିଜେଡିର ପ୍ରାର୍ଥିନୀ ରୀତା ସାହୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ଲାଭ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ତତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଫୋନ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ବିଜେପୁର ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।…

ବିଜେପୁର ଉପନିର୍ବାଚନ ଫଳାଫଳ

ବିଜେପୁର: ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି। କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ୍ ଗଣତି ଚାଲିଛି। ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି। ପ୍ରାଥମିକ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୭୦୦୫ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ୍…

ବିଜେଡିର ଷ୍ଟାର ପ୍ରଚାରକ ତାଲିକା..

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୧ ତାରିଖରେ ହେବ ବିଜେପୁର ଫାଇଟ। ବିଜେଡି ପକ୍ଷରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ନିର୍ବାଚନରେ ବିଜେଡି ୬୦ ହଜାରରୁ ଅଧିକ ଭୋଟରେ ବାଜିମାତ ମାରିବା ପାଇଁ ଲକ୍ଷ୍ୟ ରଖିଛି। ଏହାରି ଭିତରେ ବିଜେପୁର ପାଇଁ ବିଜେଡି ପକ୍ଷରୁ ଷ୍ଟାର ପ୍ରଚାର ତାଲିକା ପ୍ରକାଶ…

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା..

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଦିନ ହେବ ବିଜେପୁର ଫାଇଟ। କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେପୁର ଆସନ ହାତେଇବାକୁ କଂଗ୍ରେସ ବାରମ୍ବାର ଦୃଢୋକ୍ତି ପ୍ରକାଶ କରିଆସୁଛି। ଏହାରି ଭିତରେ ବିଜେପୁର ପାଇଁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାର ତାଲିକା ପ୍ରକାଶ ପାଇଛି। ସେମାନେ…

ବିଜେପିର ଷ୍ଟାର ପ୍ରଚାରକ ତାଲିକା..

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଦିନ ହେବ ବିଜେପୁର ଫାଇଟ । ବିପେି ପକ୍ଷରୁ ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେପୁର ଆସନ ହାତେଇବାକୁ ବିଜେପି ବି ଅଣ୍ଟା ଭିଡ଼ିଛି। ଏହାରି ଭିତରେ ବିଜେପୁର ପାଇଁ ବିଜେପୁର ପାଇଁ ଷ୍ଟାର ପ୍ରଚାର ତାଲିକା ପ୍ରକାଶ ପାଇଛି। ସେମାନେ ହେଲେ.. ଜଗତ ପ୍ରକାଶ ନଡ୍ଡା,…

ବିଜେପୁରରେ ନିର୍ବାଚନ: ଆଜି ନାମାଙ୍କନ…

ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ତେଣୁ ବିରାଟ ପାଟ ପଟୁଆରରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନ ଭରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ବିଜେଡିରୁ ରୀତା ସାହୁ ପ୍ରାର୍ଥୀ ହୋଇଥିବା…

ବିଜେପୁର ଲଢେଇ ପାଇଁ କଂଗ୍ରେସର ପ୍ରାର୍ଥୀ…

ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସର କସରତ। ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ପ୍ରାର୍ଥୀ ଚୟନ ନେଇ ଆଲୋଚନା ହୋଇଛି। ଆଲୋଚନା ପରେ ଏଆଇସିସିକୁ ପଠାଯିବ ଆଶାୟୀ ପ୍ରାର୍ଥୀଙ୍କ ନାଁ। ଏଆଇସିସିଙ୍କ ଅନୁମୋଦନ ପରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ।…

ବିଜେପୁର ଉପନିର୍ବାଚନ ପାଇଁ ପ୍ରକାଶ…

ବିଜେପୁର: ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜିଠାରୁ ଆରମ୍ଭ ହେବ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା। ଆଜିଠାରୁ ୩୦ ତାରିଖ ସୁଧା ଯେକୌଣସି ଦିନ ପୂର୍ବାହ୍ନ ୧୧ ଘଣ୍ଟା ଠାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀ ନିଜେ କିମ୍ବା ତାଙ୍କର କୌଣସି ପ୍ରସ୍ତାବକ ମନୋନୟନ…