Odisha Link
Bridging the Missing Links in Odisha
Daily Archives

October 7, 2019

‘ମୁଖ୍ୟମନ୍ତ୍ରୀ ରାମ ହେଲେ ମୁଁ…

ଭୁବନେଶ୍ବର: ଗୋଟିଏ ପଟେ ରାଜ୍ୟରେ ବେଶ ଜମୁଛି ଦଶହରାର ମାହୋଲ। ଅପରପକ୍ଷେ ଦଶହରାରେ ଜମିଲା ଓଡ଼ିଶା ରାଜନୀତିର ରାମ ରାବଣ ଉପାଖ୍ୟାନ। କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ରାମ-ରାବଣ ଉପାଖ୍ୟାନ ପରେ ଏ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ। ସେ ଗଣମାଧ୍ୟମକୁ…

ଓଡ଼ିଶା ରାଜନୀତିରେ ରାମ ରାବଣ କିଏ?…

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ରାମ-ରାବଣର ପାଠ ପଢ଼ାଇଲେ ଜଟଣୀ ବିଧାୟକ ସୁର ରାଉତରାୟ। ପୁଣିଥରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ସୁର ରାଉତରାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଧା ରାବଣ ବୋଲି ସୁର କହିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ। ଦଶହରାରେ…

ଭିକାରୀର ସଂପତ୍ତି ଦେଖି ପୋଲିସ ଟେରା

ମୁମ୍ବାଇ :ପୋଲିସ ଭିକାରୀ ଘରୁ ସଂପତ୍ତି ଦେଖି ଟେରା ହୋଇଯାଇଛି । ଭିକାରୀଟିର ନାଁ ବିର୍ଜୁ ଚନ୍ଦ୍ର ଆଜାଦ । ଗତ ୪ରେ ରାସ୍ତା ପାର ସମୟରେ ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ୍ ମୃତ ଭିକାରୀ ଘରୁ ୮.୭୭ଲକ୍ଷର ଫିକ୍ସ ଡିପୋଜିଟ ସହ ନଗଦ ଦେଢ଼ ଲକ୍ଷ ଟଙ୍କା ମଧ୍ୟ ଜବତ କଲା । ସୂଚନା ଅନୁସାରେ…

ଭରତନାଟ୍ୟମ୍ ଶିଖୁଛନ୍ତି କଙ୍ଗନା

ମୁମ୍ବାଇ : ବଲିଉଡ଼ରେ ପୁଣି ଥରେ ଆଉ ଏକ ବାୟୋପିକ୍ ସିନେମା ପ୍ରସ୍ତୁତ କରାଯାଉଛି । ଏହି ବାୟୋପିକ୍ ଟି ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉପରେ ବର୍ଣ୍ଣିତ ହେଉଛି । ଏହି ସିନେମାର ମୁଖ୍ୟ ଭୁମିକାରେ ଅଭିନେତ୍ରୀ କଙ୍ଗନା ରାନାୱତ୍ ନଜର ଆସିବେ । ସେ ନିଜର ଅଭିନୟର ଯାଦୁରେ ଲୋକଙ୍କର ମନ…

ମଦ ବିକ୍ରି ବନ୍ଦ ପ୍ରସଙ୍ଗ: ଅଶୋକ ଗେହଲଟ…

ଜୟପୁର: ରାଜ୍ୟରେ ମଦ ବିକ୍ରି ବନ୍ଦ କରିହେବ ନାହିଁ। ଯଦି ବନ୍ଦ ହେବ ତେବେ ରାଜ୍ୟରେ ଅସାଧୁ ଉପାୟରେ ମଦ ବିକ୍ରି ବଢ଼ିଯିବ। ଏଭଳି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ରାଜସ୍ଥାନ ସରକାର କିଛି ଗୁଟଖା ଓ ପାନ ମସଲା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।…

ଗୋଟିଏ କଥା କହିବି, ‘ଭୋଟ ନାହିଁ ତ…

ଭୁବନେଶ୍ବର: ଆପଣମାନଙ୍କୁ ଗୋଟିଏ କଥା କହିବି। ଯେଉଁମାନେ ମୋତେ ଭୋଟ ଦେଇ ନାହାନ୍ତି ସେମାନଙ୍କର କୌଣସି କାମ କରାଇଦେବି ନାହିଁ। ମୁଁ ଆପଣଙ୍କୁ ଗୋଟିଏ କଥା କହିବି ଯଦି ଆପଣମାନେ ୨୦୨୨ରେ ହେବାକୁ ଥିବା ଜିଲ୍ଲା ପରିଷଦ ପାର୍ଥୀକୁ ଜିତେଇ ଦେଖେଇବ ତେବେ ଆପଣମାନଙ୍କ ପାଇଁ କାମ କରିବି। ଏକ କର୍ମୀ ସମ୍ମିଳନୀରେ…

ଭଉଣୀଙ୍କୁ ଅନୁସରଣ କରି ମଡେଲିଂରେ ପାଦ…

ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲି ଖାନଙ୍କ ପୁଅ ଇବ୍ରାଇମ୍ ଅଲ୍ଲି ଖାନ୍ ଏବେ ମଡେଲିଂରେ ପାଦ ଥାପାଛନ୍ତି । ସେ ଭଉଣୀ ସାରାଙ୍କୁ ଅନୁସରଣ କରି ବଲିଉଡ୍ ଆଡକୁ ମୁହାଁଉଛନ୍ତି । ଇବ୍ରାଇମ୍ ଭଉଣୀ ସାରାଙ୍କ ଏକ ଫଟୋସୁଟ୍ କରିଛନ୍ତି । ଭାଇ-ଭଉଣୀ ଦୁହେଁ ହାଲୋ ଇଣ୍ଡିଆ ମାଗାଜିନ୍ ପାଇଁ ଏକ ଫଟୋସୁଟ୍ । ପ୍ରଥମ ଥର…

ବାଜି ମାରି ନେଲେ ପ୍ରୀତି

ମୁମ୍ୱାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ' 'ସୁପର୍‌ଷ୍ଟାର୍‌ ସିଙ୍ଗର୍' ଶେଷ ହୋଇଯାଇଛି। ଏହି ଶୋ'ରେ ଚାରି ଜଣ କ୍ୟାପ୍‌ଟେନ୍‌ ରହିଥିଲେ। କ୍ୟାପ୍‌ଟେନ୍‌ଙ୍କ ମଧ୍ୟରେ ସମସ୍ତ ପ୍ରତିଯୋଗୀଙ୍କୁ ଭାଗ କରି ଦିଆଯାଇଥିଲା। ପ୍ରତିଯୋଗୀମାନେ କିପରି ଭଲ ଭାବେ ଗୀତ ଅଭ୍ୟାସ କରିବେ ଓ…

ଓଡିଶାକୁ ବିଶ୍ୱର ଆଗୁଆ ଅଂଚଳ କରିବା…

କଟକ : ଓଡିଶାକୁ ବିଶ୍ୱର ଆଗୁଆ ଅଂଚଳ କରିବା ସଂଘର୍ଷର ନେତୃତ୍ୱ ‘ସମାଜ’ ନେଉ ବୋଲି ଦୈନିକ ଓଡିଆ ସମ୍ବାଦପତ୍ର ‘ସମାଜ’ର ଶତବାର୍ଷିକୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ…