Odisha Link
Bridging the Missing Links in Odisha
Daily Archives

October 8, 2019

ପୁରା ବିନ୍ଦାସ ମୁଡରେ ତାରା ପ୍ରସାଦ…

ଜୟପୁର: ରାଜନୀତିରେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ୪ଦିନ ତଳେ ମଞ୍ଚ ଉପରେ ନାଚି ଲୋକଙ୍କ ମନ ଜିଣିଥିବା ଜୟପୁରର ବିଧାୟକ ତାରା ପ୍ରସାଦ ବାହିନୀପତି ପୁଣି ତାଙ୍କ ନାଚ ପାଇଁ ଚର୍ଚ୍ଚାରେ ଅଛନ୍ତି। ପୁଣିଥରେ ମଞ୍ଚ ଉପରେ ରଙ୍ଗୀନ ମିଜାଜରେ ପୁରା…

ରାଫେଲ୍‌ ଗ୍ରହଣ କଲେ ରାଜନାଥ, ବିମାନରେ…

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ବିଜୟା ଦଶମୀ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ନିଧନ କରି ବିଜୟ ଲାଭ କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ଅଛି। ଅପରପକ୍ଷେ ଆଜି ମଧ୍ୟ ହେଉଛି ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ। ଏହି ପରିପ୍ରେକ୍ଷୀରେ ଭାରତ ଆଜି ଇତିହାସ ରଚିଛି। କାରଣ ଆଜିର ଏହି ପବିତ୍ର ଦିନରେ…

ଦେଶର ସୁରକ୍ଷା ପାଇଁ ବାୟୁସେନା ସର୍ବଦା…

ଗାଜିଆବାଦ୍‌: ଆଜି ୮୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା। ଏଥିପାଇଁ ଗାଜିଆବାଦ ଠାରେ ଥିବା ହିଣ୍ଡୋନ ଏୟାର ବେସ୍‌ରେ ବାୟୁସେନାର ବିଭିନ୍ନ ଲଢ଼ୁଆ ବିମାନ ସେମାନଙ୍କ ପରାକ୍ରମ ଦେଖାଇଛନ୍ତି। ତେବେ ଏହି ଅବସରରେ ଦେଶର ସୁରକ୍ଷା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ବାୟୁସେନା ମୁଖ୍ୟ ଆରକେଏସ୍‌…

ଭିଡ଼ ହିଂସାରେ ଆର୍‌ଏସ୍‌ଏସ୍‌ ସମ୍ପୃକ୍ତ…

ନାଗପୁର: ଆଜି ହେଉଛି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରତିଷ୍ଠା ଦିବସ। ପ୍ରତିବର୍ଷ ବିଜୟାଦଶମୀରେ ସଂଘର ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଇଥାଏ। ଏପ୍ରତିଷ୍ଠା ଦିବସ ଉପଲକ୍ଷେ ସଂଘ ତରଫରୁ ନାଗପୁରରେ ଥିବା ମୁଖ୍ୟ କାର୍ଯ୍ୟାଳୟରେ ଆଜି ବିଜୟାଦଶମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ସଂଘର…

ଆଜି ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ,…

ନୂଆଦିଲ୍ଲୀ: ଆଜି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଖୁସି ଓ ଗର୍ବର ଦିନ। କାରଣ ଗୋଟିଏ ପଟେ ସମଗ୍ର ଦେଶ ପବିତ୍ର ଦଶହରା ପାଳନ କରୁଛି। ସେହିପରି ଆଜି ଭାରତୀୟ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଖୁସି ମଧ୍ୟରେ ଭାରତ ମଧ୍ୟ ଇତିହାସ ରଚିବାକୁ ଯାଉଛି। କାରଣ ଆଜି ଭାରତର ପ୍ରତିରକ୍ଷା ମନ୍ତ୍ରୀ…

ଆଜି ପବିତ୍ର ବିଜୟା ଦଶମୀ, ଜାଣନ୍ତୁ କଟକ…

ଭୁବନେଶ୍ବର: ଆଜି ହେଉଛି ପବିତ୍ର ବିଜୟା ଦଶମୀ। ଗାଁ ଠୁ ସହର ଦଶହରା ପାଳନ କରିବା ପାଇଁ ଉତ୍ସବମୁଖର ହୋଇଉଠିଛି। ରାଜ୍ୟରେ କଟକ ସହର ଦଶହରା ବେଶ୍‌ ପ୍ରସିଦ୍ଧ। ଓଡ଼ିଶାର ପୁରୁଣା ରାଜଧାନୀ କଟକ ଦଶହରା ଭାରତ ପ୍ରସିଦ୍ଧ। କଲିକତା ପରେ କଟକ ବୋଧହୁଏ ଦ୍ବିତୀୟ ସହର ଯେଉଁଠି ବହୁ ଆଡମ୍ବର ସହକାରେ ଦୂର୍ଗା ପୂଜା…