Odisha Link
Bridging the Missing Links in Odisha
Daily Archives

October 10, 2019

ଭଂଶାଲୀଙ୍କ ନୂଆ ପ୍ରୋଜେକ୍ଟରେ ନଜର ଆସିବେ…

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଲଭଲି କପୁଲ ରଣବୀର ସିଂହ ଓ ଦୀପିକା ପାଦୁକୋନ ପୁଣି ଥରେ ଏକାଠି ହେଉଛନ୍ତି । ଦୁହିଁଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ସବୁ ସିନେମାମସୁପର୍‌ ହିଟ୍‌ ହୋଇଛି। ୨୦୧୮ରେ ଏ ଦୁହେଁ ସଞ୍ଜଲ ଲୀଲା ଭଂଶାଲୀଙ୍କ ‘ପଦ୍ମାବତ୍‌’ରେ କାମ କରିଥିଲେ। ସଞ୍ଜଲ ଲୀଲା ଭଂଶାଲୀ ପୁଣି ଏହି ହିଟ୍…

ପାଣିଟାଙ୍କିରୁ ଯୁକବଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ବର: ଖାରବେଳେ ନଗର ଥାନା ଅନ୍ତର୍ଗତ ୟୁନିଟ୍-୯, ପ୍ଲଟ ନଂ ୧୨୯ରେ ଧିବା ଏକ ପାଣିଟାଙ୍କି ଭିତରୁ ଆଜି ଜଣେ ଯୁବକଙ୍କର ମୃତ ଦେହ ଉଦ୍ଧାର କରିଛି ଖାରବେଳେ ନଗର ପୋଲିସ। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ତିର୍ଜକ ତେଜର ଜେନା। ମୃତ୍ୟୁର କାରଣ ଜଣାପଡିନାହିଁ। ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।…

ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌…

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। ଏ ନେଇ ଗୋଇନ୍ଦା ବିଭାଗ ବିଭିନ୍ନ ସମୟରେ ରିପୋର୍ଟ ଦେଉଛି। ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ଏକ ସମ୍ବେଦନଶୀଳ ଅଞ୍ଚଳ। ଏହା ମଧ୍ୟରେ ଫଟୋ ଉଠାଇବା, ଭିଡିଓ ଉତ୍ତୋଳନ କରିବା ସମ୍ପୂର୍ଣ୍ଣ ନିଷେଧ। ଏହାସତ୍ତ୍ବେ…

୨ କୋଟିର ହୀରା ମୁଦି ଉପହାରରେ ମିଳିଲା…

ନୂଆଦିଲ୍ଲୀ : ସୁରେନ୍ଦ୍ର ରେଡ୍ଡୀଙ୍କ ନିର୍ଦ୍ଦେଶିତ ସିନେମା ‘ସାୟରା ନରସିଂମା ରେଡ୍ଡୀ’ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିବାରେ ଲାଗିଛି। ଦକ୍ଷିଣୀ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଏହି ସିନେମାରେ ନଜର ଆସିଛନ୍ତି । ସିନେମାରେ ତମନ୍ନାଙ୍କର ଅଭିନୟକୁ ଖୁବ୍‌ ପ୍ରଶଂସା କରାଯାଉଛି। ଆଉ ଏହି ସଫଳତା ପାଇଁ…

‘ଚୌକିଦାର ଚୋର୍‌ ହେ’

ମଧ୍ୟପ୍ରଦେଶ: ୨୦୧୯ ସାଧାରଣ ନିର୍ବାଚନରେ ବହୁତ ନାରା ବାଜି ହୋଇଥିଲା। ସେ ମଧ୍ୟରୁ ‘ଚୌକିଦାର ଚୋର ହେ’ ନାରା ବେଶ ଶୁଣିବାକୁ ମିଳିଥିଲା। ଆଉ ଏବେ ଏ ନାରା ସତ ପ୍ରମାଣିତ ହେବାର ଦେଖିବାକୁ ମିଳିଛି।ମଧ୍ୟପ୍ରଦେଶର ରିବାରେ ଦୁଇ ଜଣ ଚୌକିଦାର ଚୋର ସାବ୍ୟସ୍ତ ହୋଇଛନ୍ତି। ଯେଉଁ ଚୌକିଦାର ଟୋଲ ପ୍ଲାଜା…

କୌଣସି ଫିଲ୍ମ ନ କରି କୋଟି କୋଟି ଟଙ୍କା…

ମୁମ୍ବାଇ : ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ ନିଜ ବିବାହକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ରାକ୍ଷୀ କିଛି ଦିନ ତଳେ ବଧୂ ବେଶରେ ସଜ ହୋଇ ଏକ ଫଟୋ ଭାଇରାଲ ହୋଇଥିଲା । ସେ କହିଥିଲେ ନିଜ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରି ନେଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ସେ ନିଜ ସ୍ୱାମୀଙ୍କୁ…

ଓଏଫଏସଙ୍କୁ ବାଧ୍ୟ‌ତାମୂଳକ ଅବସର

ଭୁବନେଶ୍ବର: ନବୀନ ସରକାରଙ୍କ କଡ଼ା ଆଭିମୁଖ୍ୟ। ଦୁର୍ନୀତିଗ୍ରସ୍ତଙ୍କୁ ତ୍ରାହି ନାହିଁ । ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରୀରୁ ବିଦା ହେଲେ। ଓଏଫଏସଙ୍କୁ ବାଧ୍ୟତାମୂଳକ ଅବସର। ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର। କଟକ ଆଠଗଡର ନିଲମ୍ବିତ ଓଏଫଏସ୍ ସୁଧାଂଶୁ…

ଇଣ୍ଡିଆନ୍‌ ଆଇଡଲ୍୧୧ରେ ଓଡ଼ିଆ ଝିଅ…

ମୁମ୍ବାଇ: ଓଡ଼ିଆ ଝିଅ ପୁଣି ଥରେ ନ୍ୟାସ୍‌ନାଲ୍‌ ସିଙ୍ଗିଙ୍ଗ୍ ପ୍ଲାଟ୍‌ଫର୍ମରେ ଧମାଲ କରିବାକୁ ଯାଉଛନ୍ତି । ତାଙ୍କ ନାମ ହେଉଛି ଚେଲ୍‌ସି ବେଉରା ,ସେ ଓଡିଶାର କଟକରେ ରୁହନ୍ତି । ଅକ୍ଟୋବର୍ ୧୨ରେ ସୋନି ଟିଭିରେ ଇଣ୍ଡିଆନ୍‌ ଆଇଡଲ୍-୧୧ ଶୋ’ ଆରମ୍ଭ ହେବାକୁ ଯାଉଛି। ନେହା କକ୍କର, ବିଶାଲ୍ ଦଦ୍‌ଲାନୀ ଓ ଅନୁ…

ଦଳ ମୋତେ ଅଣଦେଖା କରୁଛି

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିର ଦଳୀୟ ଅସନ୍ତୋଷ ପଦାରେ ପଡ଼ିଛି। ୨୦୧୮ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ପଦାରେ ପକାଇଛନ୍ତି ଦଳୀୟ କନ୍ଦଳ। ବିଜେପି ଉପରେ ଅସନ୍ତୋଷ ପ୍ରକାଶ କରି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦଳ ମୋତେ ଅଣଦେଖା କରୁଛି। ତା…

ଲାଲଗଡ଼ରେ ଖୋଲିବ ନୂଆ ଡାକଘର

ଭୁବନେଶ୍ବର: ରାଜ୍ୟରେ ଡାକସେବାକୁ ତୃଣମୂଳସ୍ତରକୁ ନେବା ପାଇଁ ଯୋଜନା କରିଛି ଡାକ ବିଭାଗ। ବିଶେଷକରି ଲାଲଗଡ଼ରେ ‌ସମୁଦାୟ ୧୩୩ଟି ଡାକଘର ଖୋଲିବାକୁ ଯୋଜନା ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୪୦ଟି କାର୍ଯ୍ୟ ଶେଷ ହୋଇଛି। ଏଥିରେ ସମ୍ବଲପୁରରେ ୨୭ଟି ଓ ବଲାଙ୍ଗୀର ଓ ସୁନ୍ଦରଗଡ଼କୁ ମିଶାଇ ୧୩ଟି ଡାକଘର…