ଓଡ଼ିଶା ନୂଆବର୍ଷରୁ ସୁରତ ବିମାନ ଭୁବନେଶ୍ବର: ଜାନୁଆରୀ ୧ରୁ ଭୁବନେଶ୍ବରରୁ ସୁରତକୁ ଉଡ଼ିବ ବିମାନ। ସପ୍ତାହକୁ ୩ ଦିନ ଚାଲିବ ଏୟାର ଇଣ୍ଡିଆ ବିମାନ। ବିମାନ ଚଳାଚଳ ନେଇ ଟୁଇଟ୍ ଯୋଗେ ସୂଚନା ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।ବିମାନ ଚଳାଚଳ ମନ୍ତ୍ରଳାୟ ତାଙ୍କ ନିବେଦନ ରକ୍ଷା କରିଛନ୍ତି।
ଖବର ୧୧ କେଜି ସୁନା ଜବତ ରାଉରକେଲା: ଟ୍ରେନରୁ ୧୧ କେଜି ସୁନା ଜବତ। ୧୧୦ ଖଣ୍ଡ ସୁନା ଜବତ କଲା ସେଣ୍ଟ୍ରାଲ ଏକ୍ସାଇନ ଓ କଷ୍ଟମ ବିଭାଗ। ଜବତ ସୁନାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ହାଓ୍ବାଡ଼ାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ମିଳିଲା ସୁନା। ଟ୍ରେନରେ ବେଆଇନ ସୁନା ଯାଉଥିବା ଖବର…
ଅପରାଧ ଯୁବକଙ୍କୁ ଗୁଳିମାଡ଼ ବରଗଡ଼: ବଲାଙ୍ଗୀରରୁ ବରଗଡ଼ ଆସୁଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଯୁବକ ଜଣକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ସଚିନ ଅଗ୍ରୱାଲ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଆହତ ଯୁବକ ଗୁରୁବାର ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…
ଓଡ଼ିଶା ପୁଣି ଚାକିରୀରୁ ବିଦା ହେଲେ ଦୁଇ ଯନ୍ତ୍ରୀ ଭୁବନେଶ୍ବର: ଚାକିରୀରୁ ବିଦା ହୋଇଛନ୍ତି ଦୁଇ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ। ଉଭୟଙ୍କୁ ସରକାର ବାଧ୍ୟତାମୂଳକ ଅବସର ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଅଧିକାରୀ ହେଉଛନ୍ତି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ ଏବଂ ଉପ କାର୍ଯ୍ୟନର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ତ୍ରିପାଠୀ। ଉଭୟଙ୍କୁ…
ଖବର ଏସପିଙ୍କ ଗାଡ଼ିକୁ ପିଟିଲା ଟ୍ରକ କେନ୍ଦୁଝର: ତୁରୁମୁଙ୍ଗା ଥାନା ଝାରବେଡା ଛକରେ ଏକ ଟ୍ରକ କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ରଙ୍କ ଗାଡିକୁ ଧକ୍କା ଦେଇଛି । ଫଳରେ ଗାଡିଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏସପି ଅଳ୍ପକେ ବର୍ତ୍ତି ଥିବା ଜଣାପଡିଛି। ତେବେ ଏହି ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପରକୁ ଅଟକ ରଖି ପୋଲିସ ତଦନ୍ତ ଜାରି…
ଖବର ଶୌଚାଳୟ ସହ ସେଲଫି, ମିଳିବ ୫୧ ହଜାର… ଭୋପାଲ: ସ୍ବଚ୍ଛ ଭାରତ ଅଭିଯାନ। ଏକ ଜନ ଆନ୍ଦୋଳନ ଭାବରେ ଉଭା ହୋଇଛି। ହେଲେ ଏବେବି ବହୁତ ଲୋକ ନିଜ ଘରେ ପାଇଖାନା ନିର୍ମାଣ କରି ନାହାନ୍ତି। ଅପରପକ୍ଷେ ଲୋକେ ନିଜ ଘରେ ପାଇଖାନା ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରକାରର ଯୋଜନା ଆରମ୍ଭ କରାଯାଉଛି। ଏଭଳି ପରିସ୍ଥିତିରେ ମଧ୍ୟ…
ଖବର ‘ନୋ ଟାଇମ୍ ଟୁ ଡାଏ’ର ପ୍ରଥମ ପୋଷ୍ଟର… ନୂଆଦିଲ୍ଲୀ : କାରି ଜୋଜି ଫାକୁନାଗା ନିର୍ଦେଶିତ ସିନେମା ‘ନୋ ଟାଇମ୍ ଟୁ ଡାଏ’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଛି। ଏଥିରେ ହଲିଉଡର ସୁପଷ୍ଟାର ଅଭିନେତା ଡାନିଏଲ୍ କ୍ରେଗ୍ଙ୍କୁ ‘ବଣ୍ଡ୍ ଲୁକ୍’ରେ ଦେଖିବାକୁ ମିଳିଛି। ଏହା “ଜେମ୍ସ ବଣ୍ଡ୍” ଫିଲ୍ମ ଫ୍ରାଞ୍ଚାଇଜର ୨୫ତମ ହଲିଉଡ ସିନେମା । ଡ୍ୟାନ ରୋମର ଏହାର…
ଓଡ଼ିଶା ଓଡ଼ିଆ ଝିଅ ଲିପିକା ଚଢ଼ିଲେ ମାଉଣ୍ଟ… ଭୁବନେଶ୍ବର: ଇତିହାସ ରଚିଲେ ଓଡ଼ିଆ ଝିଅ ଲିପିକା ସେଟ। ବରଗଡ଼ ଜିଲା ଡାଲବ ଗ୍ରାମର ସୁନାଝିଅ ଲିପିକା ସେଟ ୟୁରୋପ ମହାଦେଶର ତଥା ରଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ୍କୁ (5.642 mtr/18, 510 ft)କୁ ସଫଳତାର ସହ ଆରାହଣ କରିଛନ୍ତି। ପର୍ବତାରୋହଣ ପରି କଠିନ କାମରେ ମଧ୍ୟ ପୁରୁଷଙ୍କଠାରୁ ନାରୀ କିଛି…
ଖବର ବିଳମ୍ବରେ ଆସିଲା ଆମ୍ବୁଲାନ୍ସ, ଚାଲିଗଲା… ଅହମଦାବାଦ: ବିଳମ୍ବରେ ଆସିଲା ଆମ୍ବୁଲାନ୍ସ। ଯାହାରି ଫଳରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ହୋଇଛି। ଏମିତି ଘଟଣା ଘଟିଛି ଗୁଜୁରାଟରେ। ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଭାଇଙ୍କ କ୍ଷେତ୍ରରେ ଏହା ହୋଇଛି। ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ବିଜୟ ରୂପାଣୀଙ୍କ ସମ୍ପର୍କୀୟ ଭାଇଙ୍କ…
ଖବର ନାଳରେ ଭାସୁଛି ଅଚିହ୍ନା ମୃତଦେହ ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ପିତାକାଳିଆ ରାସ୍ତା କଡ଼ ନୟନଯୋରୀରେ ଏକ ଅଚିହ୍ନା ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ବୁଧବାରଠାରୁ ଏହି ମୃତଦେହଟି ଭାସୁଛି। ଏହା ଏକ ପୁରୁଷ ଲୋକର ମୃତଦେହ। ମୁହଁ ମାଡ଼ି ଭାସୁଥିବା ଯୋଗୁଁ ଏହାର ପରିଚୟ ମିଳି ପାରିନାହିଁ। ତେବେ ଏଯାବତ୍…