Odisha Link
Bridging the Missing Links in Odisha

ବନ୍ଧୁକ ମୁନରେ ୧୩ଲକ୍ଷ ଟଙ୍କା ଲୁଟ୍

ରାଉରକେଲା: ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ୍ ଅଫିସରେ ପଶି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଫାଙ୍କା ଗୁଳିଚାଳନା କରିଥିଲେ ମୁଖାଧାରୀ ୨ ଦୁର୍ବୃତ୍ତ। ବ୍ଲକ୍ ଅଫିସରେ ରଖାଯାଇଥିବା ବାର୍ଦ୍ଧକ୍ୟ ଭତ୍ତାକୁ ଲୁଟି ନେଇଛନ୍ତି। ବ୍ଲକ୍ ଅଫିସରେ ଥିଲେ କ୍ୟାସିୟର ଓ ସିକ୍ୟୁରିଟି ଗାର୍ଡ। ଘଟଣାସ୍ଥଳରେ ପହଞ୍ଚି ବୀରମିତ୍ରପୁର ପୋଲିସର ତଦନ୍ତ ଆରମ୍ଭ କରିଛି।

Comments are closed.