Odisha Link
Bridging the Missing Links in Odisha
Daily Archives

October 15, 2019

କଡ଼ା ସୁରକ୍ଷାରେ ରହିବ ଓଡ଼ିଶାର ୬ଟି ରେଳେ…

ଭୁବନେଶ୍ୱର: ରେଳ ଷ୍ଟେସନ୍‌ମାନଙ୍କରେ ପ୍ରତିଦିନ ଶହଶହ ଯାତ୍ରୀ ଯାତାୟାତ କରନ୍ତି। ଷ୍ଟେସନ୍‌ରେ ଯାତ୍ରୀ ଯାତାୟାତ କରୁଥିବା ସମୟରେ ସେମାନଙ୍କ ସହିତ ବିଭିନ୍ନ ପ୍ରକାର ଅପରାଧିକ ଘଟଣା ଘଟିବା ସହିତ ଷ୍ଟେସନ୍‌ରେ ଅସାମାଜିକ ଯୁବକମାନେ ବୁଲୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହାକୁ ବିଚାରକୁ ନେଇ…

ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ ତମ ଜନ୍ମଦିନ। ଏହି ଦିନକୁ ଧୁମଧାମ୍ ରେ ପାଳନ କରିବା ପାଇଁ କର୍ମୀମାନେ ଅପେକ୍ଷାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳିବେନି ବୋଲି ଆଜି ଘୋଷଣା କରିଛନ୍ତି। ଚଳିତବର୍ଷ ଫନି ବାତ୍ୟାରେ ରାଜ୍ୟର ବିପୁଳ କ୍ଷତି ଘଟିଥିବାରୁ…

ଆନ୍ତର୍ଜାତିକ ଧଳାବାଡ଼ି ଦିବସ ପାଳିତ

ଭୁବନେଶ୍ୱର: ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ସମନ୍ୱିତ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏବଂ ଭିନ୍ନକ୍ଷମମାନଙ୍କୁ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାର ସରଳୀକରଣ କରାଯିବ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ…

ନୟାଗଡ଼ ଗଡ଼ିଲା ଏକ୍ସପ୍ରେସ୍: ରେଳ ପରିବହନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡିଶାରେ ରେଳର ବିକାଶକୁ ସର୍ବଦା ପ୍ରଧାନ୍ୟ ଦେଇ ଆସୁଛନ୍ତି। ରାଜଧାନୀ ଭୁବନେଶ୍ୱର ଓ ପୁରୁଣା ଗଡଜାତ ନୟାଗଡ ମଧ୍ୟରେ ରେଳ ଯୋଗାଯୋଗ ଓ ଯାତ୍ରୀ ଯିବା ଆସିବାକୁ ସୁଗମ କରିବ ବୋଲି ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ…

କେନ୍ଦ୍ରାପଡ଼ାରେ ଜିଲ୍ଲା ମୁଖ୍ୟ…

କେନ୍ଦ୍ରାପଡା: ମୋ ସରକାର ଯୋଜନା ଆରମ୍ଭ ହେବା ପରଠୁ ଜିଲ୍ଲାକୁ ଜିଲ୍ଲା ବୁଲି ଭିକେ ପାଣ୍ଡିଆନ ଯୋଜନାର ଅନୁଧ୍ୟାନ କରୁଛନ୍ତି। ମୋ ସରକାର କାର୍ଯ୍ୟକାରିତା ତଦାରଖ ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଂଚିଛନ୍ତି ପାଣ୍ଡିଆନ। ସ୍ୱାସ୍ଥ୍ୟ ସେବା ନେଇ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ…

ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ…

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ଗାଇସିଲେଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିମଳଜନିତ ଅବ୍ୟବସ୍ଥା, ପାନୀୟ ଜଳର ଅଭାବ ଓ ଆବଶ୍ୟକତା ଅନୁଯାୟୀ ଡାକ୍ତର ନଥିବା ଭଳି ଅଭିଯୋଗ ସରକାରଙ୍କ ଦୃଷ୍ଟିକୁ ଆସିଛି ।ଏ ସଂପର୍କରେ ତୁରନ୍ତ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ସମୁଦ୍ରରେ ଭାସିଗଲେ ଦୁଇ ଯୁବକ

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଯୁବକ। ଦୁଗବାରେଣି ଖୁଣ୍ଟି ନିକଟରେ ଭାସି ଯାଇଥିବା ସୂଚନା ମିଳିଛି। ଆର୍ମି ପରୀକ୍ଷା ଦେବାକୁ ଆସିଥିବା କିଛି ଛାତ୍ରଙ୍କ ପକ୍ଷରୁ ସୂଚନା। ଲାଇଫ ଗାର୍ଡ ଓ ଅଗ୍ନିଶମ କର୍ମଚାରୀଙ୍କ ଖୋଜାଖୋଜି ଜାରି ରହିଛି।

ଭୁବନେଶ୍ବରରୁ ନୟାଗଡ଼ ଗଡ଼ିଲା ସେବା…

ଭୁବନେଶ୍ବର: ଭୁବନେଶ୍ୱରରୁ ନୟାଗଡ଼ ଟାଉନ ଗଡ଼ିଲା ସେବା ସର୍ଭିସ୍‌ ଏକ୍ସପ୍ରେସ। ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ନୂଆଦିଲ୍ଲୀଠାରେ ଭିଡିଓ କନ୍‌ଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ଆହୁରି ୯ଟି ସେବା ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ…

ମହଙ୍ଗା ପଡ଼ିଲା ଟିକ୍‌ଟକ୍‌ ମାନିଆ

ରାଉରକେଲା: ଏବେ  ଯୁବ ପିଢ଼ିଙ୍କୁ ଘାରିଛି  ଟିକ୍‌ଟିକ୍‌ କରିବାର ନିଶା। କିଏ ଗଛ ଉପରେ ଚଢ଼ି ଭିଡିଓ କରୁଛି ତ ପୁଣି କିଏ ନଈ ପାଣିରେ ବୁଡ଼ି ଭିଡ଼ିଓ କରି ସୋସିଆଲ ମିଡିଆରେ ଛାଡ଼ି ମଜା ନେଉଛି। ଏହି ଭିଡ଼ିଓ ତିଆରି କରିବା ଦ୍ବାରା ସେମାନଙ୍କୁ ସହ ସହ ଲାଇକ୍‌ ଆଉ କମେଣ୍ଟ ଆସୁଛି। ଲାଇକ୍‌ ଆଉ କମେଣ୍ଟ ଆସିବା…

କଟକଣା କୋହଳ ପରେ କଶ୍ମୀରରେ ବିଶାଳ…

ଶ୍ରୀନଗର: ଅଗଷ୍ଟ ୫ରୁ ଲାଗୁ ହୋଇଥିବା କଟକଣା ଜମ୍ମୁ କଶ୍ମୀରରେ କୋହଳ ହେବା ପରେ ଦେଖିବାକୁ ମିଳିଛି ବିକ୍ଷୋଭ। ଆଜି ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ମହିଳା ସଭିଲ୍‌ ସୋସାଇଟ୍‌ ପକ୍ଷରୁ ବିଶାଳ ବିକ୍ଷୋଭ ଆୟୋଜନ କରାଯାଇଛି। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଭଉଣୀ…