Odisha Link
Bridging the Missing Links in Odisha

ସମୁଦ୍ରରେ ଭାସିଗଲେ ଦୁଇ ଯୁବକ

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଯୁବକ। ଦୁଗବାରେଣି ଖୁଣ୍ଟି ନିକଟରେ ଭାସି ଯାଇଥିବା ସୂଚନା ମିଳିଛି। ଆର୍ମି ପରୀକ୍ଷା ଦେବାକୁ ଆସିଥିବା କିଛି ଛାତ୍ରଙ୍କ ପକ୍ଷରୁ ସୂଚନା। ଲାଇଫ ଗାର୍ଡ ଓ ଅଗ୍ନିଶମ କର୍ମଚାରୀଙ୍କ ଖୋଜାଖୋଜି ଜାରି ରହିଛି।

Comments are closed.