Odisha Link
Bridging the Missing Links in Odisha
Daily Archives

October 15, 2019

ନଭେମ୍ବର ୧୨ ରୁ କଟକ ଐତିହାସିକ…

କଟକ: ଚଳିତବର୍ଷ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୨୦ତାରିଖରେ ଶେଷ ହେବ କଟକର ଐତିହାସିକ ବାଲିଯାତ୍ରା। ବାଲିଯାତ୍ରା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ପ୍ରସ୍ତୁତି ବୈଠକ ହୋଇଛି। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ।…

ପୂର୍ବତନ ଛାତ୍ର ବିଜେଡ଼ି ନେତା ଗରିଫ

ଯାଜପୁର: ଶେଷରେ ଗିରଫ ହେଲେ ପୂର୍ବତନ ଛାତ୍ର ବିଜେଡି ନେତା ଜିତେନ୍ଦ୍ର ପ୍ରଧାନ । ପାଣିକୋଇଲି ବସଷ୍ଟାଣ୍ଡରୁ ତାଙ୍କୁ  ବିଞ୍ଝାରପୁର ପୁଲିସ ଗିରଫ କରିଛି ।  ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ପୁଲିସ ପୂର୍ବତନ ବିଞ୍ଝାରପୁର ବ୍ଲକ ଛାତ୍ର ବିଜେଡି ସଭାପତି…

ବସିଲା ହାଇକୋର୍ଟର ପୂର୍ଣ୍ଣ କାଳୀନ ବେଞ୍ଚ

କଟକ: ଓଡ଼ିଶା ହାଇକୋର୍ଟରେ ୧୪ ଜଣିଆ ପୂର୍ଣ୍ଣ କାଳୀନ ବେଞ୍ଚ୍ ବସିଛି। ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ୧୩ ଜଣ ବିଚାରପତି ଏଥିରେ ଯୋଗ ଦେଇଛନ୍ତି। ପ୍ରଥମଥର ହାଇକୋର୍ଟର ପୂର୍ଣ୍ଣ କାଳୀନ ବେଞ୍ଚ ବସିଛି। ଏଥିରେ ଭାରତୀୟ ଆଇନଜୀବୀ ପରିଷଦ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆନ୍ଦୋଳନରତ ସମସ୍ତ…

ଭିଏଚ୍‌ପି ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ…

ଲକ୍ଷ୍ନୌ: ଅଯୋଧ୍ୟା ମାମଲା ଏବେ ସୁପ୍ରିବକୋର୍ଟରେ ବିଚାରଧୀନ ଚାଲିଛି। ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ରାମ ମନ୍ଦିର ଥିଲା କି ନାହିଁ, ତା’ର ବିଚାର ବର୍ତ୍ତମାନ ସୁପ୍ରିମକୋର୍ଟରେ ଚାଲିଛି। ହେଲେ ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେଇ ନଥିବା ବେବେଳେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ଭଳି କିଛି ସଂଗଠନ…

ବଡ ଭାଇର ଖଣ୍ଡା ଚୋଟରେ ସାନ ଭାଇଙ୍କ…

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବରୋଦା ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଇ କୈଳାସ ମାଝିର ଭୁଜାଲି ଆକ୍ରମଣରେ ସାନ ଭାଇ ସୁରେଶ ମାଝିର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ କିଛି ଦିନ ଧରି ଜମିବାଡ଼ି ବିବାଦକୁ ନେଇ ଦୁଇ…

୨ ସ୍କୁଲ ଛାତ୍ରୀଙ୍କୁ ଅପହରଣ !

ପଟ୍ଟାମୁଣ୍ଡେଇ: ଦୁଇ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଶୁଣ୍ଢୀୟ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ରୀ ଅପହୃତ । ଦୁଇ ଛାତ୍ରୀ ଚତୁର୍ଥ ଶ୍ରେଣୀର ଅନୀତା ବାରିକ ଓ ପଞ୍ଚମ ଶ୍ରେଣୀର ଅନ୍ନପୂର୍ଣ୍ଣା ମଣ୍ଡଳ । ଦୁହିଁଙ୍କ ଘର ପଟ୍ଟାମୁଣ୍ଡାଇ ଥାନା…

ରେଳ ସୁରକ୍ଷାକୁ ନେଇ ଚିନ୍ତା

ଭୁବନେଶ୍ବର: ଆଜି ଡିଜି କ୍ୟାମ୍ପ ଅଫିସ୍‌ରେ ରେଳ ସୁରକ୍ଷା ବୈଠକ ବସିଛି। ପୋଲିସ ଡିଜି ବି.କେ ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ରେଲଓ୍ବେ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ବୈଠକରେ ଯାତ୍ରୀ ମାନଙ୍କର ସୁରକ୍ଷା, ମାଓ ଉପଦ୍ରୁତ ଅଞ୍ଚଳରେ ରେଳ…

ଇନଫୋସିସ୍‌ର ଡେପୁଟି ସିଏଫ୍‌ଓ ଇସ୍ତଫା…

ବେଙ୍ଗାଲୁରୁ: ଇନଫୋସିସ୍‌ର ଡେପୁଟି ସିଏଫ୍‌ଓ ପଦରୁ ଇସ୍ତଫା ଦେଲେ ଜୟଶ ସଂଘରଜାକ। ଦୀର୍ଘ ବର୍ଷ ହେଲା ଇନଫୋସିସରେ କାର୍ଯ୍ୟ କରୁଥିବା ଜୟଶ ସଂଘରଜାକ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ସଂସ୍ଥାର କାର୍ଯ୍ୟନିର୍ବାହୀ ଉପ ସଭାପତି ଓ ଡେପୁଟି ସିଏଫ୍‌ଓ ପଦରୁ ଇସ୍ତଫା ଦେଇଛନ୍ତି। ନଭେମ୍ବର ମାସରେ ସିଏଫ୍ଓ ଏମଡି…

୧୨ ଲକ୍ଷର ସିଗାରେଟ ଜବତ

ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରୁ ଚୋରା ବିଦେଶୀ ସିଗାରେଟ୍‌ ଜବତ କରାଯାଇଛି। କୋଲକାତାର ୨ ବ୍ୟବସାୟୀଙ୍କ ଠାରୁ ଜବତ କରିଛି ଡିଆର୍‌ଅଇ। କୁଆଲାଲୁମ୍ପୁରରୁ ଚାଲାଣ କରୁଥିବା ବେଳେ ଧରାପଡ଼ିଲେ ଦୁଇ ବ୍ୟବସାୟୀ। ୪୦୦ ପ୍ୟାକେଟ୍‌ ସିଗାରେଟ୍‌ ଜବତ ହୋଇଥିବା ବେଳେ ଏହାର ଅନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା…

5-ଟି କାର୍ଯ୍ୟକ୍ରମକୁ ବିଜେପିର ଟାର୍ଗେଟ,…

ଭୁବନେଶ୍ବର: କଂଗ୍ରେସ ନେତା ସୁର ରାୁତରାୟଙ୍କ ପରେ ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟ। ୫ଟି କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଲେ ଭୁବନେଶ୍ବର ସାଂସଦ ଅରାଜିତା ଷଡ଼ଙ୍ଗୀ। ରାଜ୍ୟ ସରକାର ୨୦ବର୍ଷ ପରେ କାହିଁକି ୫ଟି କଥା ମନେ ପକେଇଲେ। ଆଗରୁ କେଉଁଠି ଥିଲେ ବୋଲି…