Odisha Link
Bridging the Missing Links in Odisha

୧୨ ଲକ୍ଷର ସିଗାରେଟ ଜବତ

ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରୁ ଚୋରା ବିଦେଶୀ ସିଗାରେଟ୍‌ ଜବତ କରାଯାଇଛି। କୋଲକାତାର ୨ ବ୍ୟବସାୟୀଙ୍କ ଠାରୁ ଜବତ କରିଛି ଡିଆର୍‌ଅଇ। କୁଆଲାଲୁମ୍ପୁରରୁ ଚାଲାଣ କରୁଥିବା ବେଳେ ଧରାପଡ଼ିଲେ ଦୁଇ ବ୍ୟବସାୟୀ। ୪୦୦ ପ୍ୟାକେଟ୍‌ ସିଗାରେଟ୍‌ ଜବତ ହୋଇଥିବା ବେଳେ ଏହାର ଅନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ।

Comments are closed.