Odisha Link
Bridging the Missing Links in Odisha

ଦେବବ୍ରତଙ୍କ ମୃତଦେହ ଉଦ୍ଧାର

କଟକ : କଟକ କାଠଯୋଡି ପୋଲରୁ ଡେଇଁ ନିଖୋଜ ଥିଲେ ଦେବବ୍ରତ । ସେ ଗତ ୯ ତାରିଖ ଦିନ ପତ୍ନୀ ଓ ପୁଅ ସହ ଯିବା ସମୟରେ କାଠଯୋଡି ପୋଲରୁ ଡେଇଁ ପଡିଥିଲେ । ଦୀର୍ଘ ୮ଦିନ ପରେ ଗୋବିନ୍ଦପୁର ଥାନା ଦେବୀ ନଦୀର ରହମ୍ବା ନିକଟରୁ ନିଖୋଜ ଦେବବ୍ରତଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଗ୍ରାମାଞ୍ଚଳ ଏସପି ମୃତଦେହ ଦେବବ୍ରତ ଙ୍କର ବୋଲି ସ୍ପଷ୍ଟ କରିଲେ ।

Comments are closed.