Odisha Link
Bridging the Missing Links in Odisha
Daily Archives

October 19, 2019

ସ୍ମିତାରାଣୀଙ୍କ ହତ୍ୟା ପୂର୍ବରୁ ହୋଇଛି…

ଭୁବନେଶ୍ୱର : ରାଜ୍ୟରେ ମହିଳାମାନେ ଅସହାୟ ଏବଂ ଅସୁରକ୍ଷିତ ହୋଇପଡିଛନ୍ତି । ଶାସକ ଦଳର ନେତା, କର୍ମୀ ଏବଂ ସେମାନଙ୍କ ସଂର୍ପକୀୟମାନେ ମହିଳାମାନଙ୍କ ସହ ଅକଥନୀୟ ଅତ୍ୟାଚାର କରିଚାଲିଛନ୍ତି । ପ୍ରତିଦିନ ଗୋଟିଏ ପରେ ଗୋଟିଏ ପରେ ଗଣଦୁର୍ଷ୍କମ, ହତ୍ୟା ଆଦି ଘଟଣା ସାମ୍ନାକୁ ଆସୁଛି । ଯାଜପୁର ଜିଲ୍ଲା…

ପୂର୍ବତନ ବିଧାୟକ ସରକାରୀ କ୍ବାର୍ଟର୍ସ…

ଭୁବନେଶ୍ବର: ପୂର୍ବତନ ବିଧାୟକ ନିଜ ପାଖରେ ରଖିଥିବା ସରକାରୀ କ୍ବାର୍ଟରକୁ ୩ଦିନ ଭିତରେ ଖାଲି କରିବାକୁ ପଡ଼ିବ। ଏପରି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏଥିସହିତ ଯଦି ୩ଦିନ ମଧ୍ୟରେ ସରକାରୀ ଘର ନଛାଡ଼ିଲେ ତେବେ ଉକ୍ତ ବ୍ୟକ୍ତିଙ୍କ ନାମରେ ଏଫଆର ଦାୟର ହେବ ବୋଲି ସୂଚନା ଦେଇଛନ୍ତି…

ଐତିହ୍ୟ ପଦଯାତ୍ରାରେ ସାମିଲ ହେଲେ ଟୁର୍‌…

ଭୁବନେଶ୍ୱର : ସକାଳେ ଦେଶର ୨୦ରୁ ଊଦ୍ଧ୍ୱର୍ ଟୁର୍‌ ଅପରେଟର୍‌ ପୁରୁଣା ଭୁବନେଶ୍ୱରରେ ଏକ ଐତିହ୍ୟ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ଟ୍ରାଭେଲ୍‌ ବଜାରର ୩ୟ ସଂସ୍କରଣରେ ଯୋଗଦେବାକୁ ଆସିଥିବା ଦେଶର ବିଭିନ୍ନ ସ୍ଥାନର ଏହି ଟୁର୍‌ ଅପରେଟର୍‌ମାନେ ପଦଯାତ୍ରାରେ ମନ୍ଦିରମାଳିନୀ ଭୁବନେଶ୍ୱରର ଐତିହ୍ୟ…

ଗୋଟେ ପରେ ଗୋଟେ ସଫଳତାର ପାହଚ ଚଢିବାରେ…

ଭୁବନେଶ୍ବର : ଗୋଟେ ପରେ ଗୋଟେ ସଫଳତାର ପାହଚ ଚଢିବାରେ ଲାଗିଛନ୍ତି ଏହି ବଲିଉଡ ଅଭିନେତ୍ରୀ । ସେ ହେଇଛନ୍ତି ବଲିଉଡ ଓ ଟେଲିଭିନର ଷ୍ଟାର ମୃଣାଳ ଠାକୁର । ସେ୨୦୧୭ର ଲଭସୋନିଆ ସିନେମା ଦ୍ବାରା ବଲିଉଡରେ ପାଦ ଥାପିଥିଲେ । ମୃଣାଳ ସୁପର ୩୦ , ବାଟଲା ହାଉସ୍ ଆଦି ସିନେମାରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ…

ଛାତ୍ରଛାତ୍ରୀଙ୍କ ମୁଣ୍ଡରେ କାର୍ଟୁନ୍…

ବେଙ୍ଗାଲୁରୁ: ପରୀକ୍ଷା ଆଉ କପିର ଏକ ନିବିଡ଼ ସମ୍ପର୍କ। ହେଲେ କପି ରୋକିବା ପାଇଁ ସମସ୍ତ କଲେଜ ଆପଣେଇଥାନ୍ତି ଅନେକ କୌଶଳ। ସେହିପରି କର୍ଣ୍ଣାଟକର ରାଜ୍ୟର ଭଗତ ପିୟୁ (ପ୍ରି ୟୁନିଭରସିଟି) କଲେଜ କପି ରୋକିବା ପାଇଁ ଆପଣେଇଛନ୍ତି ଅଭିନବ ପ୍ରୟାସ। ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ। କପି ରୋକିବା…

ରାଜସ୍ଥାନ ସରକାରଙ୍କ ଅଜବ ପଦକ୍ଷେପ

ଜୟପୁର : ରାଜସ୍ଥାନ ସରକାର ଏବେ ଏକ ଅଜବ ପଦକ୍ଷେପ ନେଇଛନ୍ତି ।ତାହା ହେଲା ବାଳିକା ବିଦ୍ୟାଳୟରେ ପୁରୁଷ ଶିକ୍ଷକ ପାଠ ପଢ଼ାଇ ବେନି। ବାଳିକାଙ୍କ ସହ ହେଉଥିବା ଅସଦାଚରଣକୁ ରୋକିବା ପାଇଁ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ଡୋଟାସରା ଏପରି ପଦକ୍ଷେପ ନେଇଛନ୍ତି । ସେ ଶୁକ୍ରବାର ଦିନ ଘୋଷଣା କରିଛନ୍ତି କି, ୫୦ ବର୍ଷରୁ…

ବାୟୁ ପ୍ରଦୂଷଣ ଢେଙ୍କାନାଳବାସୀଙ୍କ…

ଢେଙ୍କାନାଳ: ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ ବୃଦ୍ଧି କରାଯାଇ ପାରନ୍ତା। ପ୍ରଦୂଷଣ ରୋକିବା ଲାଗି ସମସ୍ତଙ୍କ…

ଦୁର୍ନୀତି ଜାଲରେ ବଲାଙ୍ଗିର ଜିଲ୍ଲା

ଭୁବନେଶ୍ବର :ଦୁର୍ନୀତି ବଲାଙ୍ଗିର ଜିଲ୍ଲାରେ ଶିରା ପ୍ରଶିରାକୁ ଚରି ସାରିଲାାଣି । କିରାଣିଙ୍କ ପରେ ଏବେ ଶ୍ରମ କମିଶନରବି ଲାଞ୍ଚ ନେଇଛନ୍ତି । ଲାଞ୍ଚ ନେବା ସମୟର ଭିଡିଓରେ କଏଦ ହେଲେ ସରୋଜ ରଂଜିତୋ । ଡିଭିଜିନାଲ କମିଶନର ଯାହା ଖୁସି ରେ ଦେବେ ଆମର କିଛି ଡିମାଣ୍ଡ ନାହିଁ କହି ଲାଞ୍ଚ ନେଉଛନ୍ତି । ଟେବୁଲ…

କଳ।ଭୂମିରେ ଏକ ସ୍ୱତନ୍ତ୍ର…

ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ ପ୍ରାଧକିେଣ ଆନୁକୁେୟରେ ଷ୍ଟାଟ୍ ଅପ୍ ଓଡିଶା ଏବଂ ଆଇଟିେି ଡେମାନଙ୍କୁରନଇ କଳାଭୂମିଠାରେ ଏକ ଆରୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଷ୍ଟାଟ୍ ଅପ୍ ସଂସ୍ଥା ବିଗ୍ ବାରେଟ ଏବଂ ପୋର୍ଟିଅର ପ୍ରତିଷ୍ଠାତା ଗରଣଶ କ୍ରୀଷ୍ଣନ ଓ ମୀନା ଗରଣଶ ମୁଖ୍ୟ…

ଚିଦାମ୍ବରମ ଏବଂ ପୁଅ କାର୍ତ୍ତିକଙ୍କୁ…

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଗତକାଲି ଚାର୍ଜଶିଟ୍‌ ଦାଖଲ କରିଛି। ଯେଉଁଥିରେ ସିବିଆଇ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଏକ ମନ୍ତବ୍ୟକୁ ଉଦ୍ଦୃତ କରିଛି। ଆଇଏନଏକ୍ସ ମିଡିଆର ପୂର୍ବତନ ମାଲିକ ଇନ୍ଦ୍ରାଣୀ ମୁଖାର୍ଜୀ କହିଛନ୍ତି, କମ୍ପାନୀରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ଚିଦାମ୍ୱରମ…