Odisha Link
Bridging the Missing Links in Odisha
Daily Archives

October 28, 2019

ପିଲାଙ୍କ ଆଗରେ ମା କଲେ ଆତ୍ମହତ୍ୟା !

ଭୁବନେଶ୍ବର : ପୁଣେରେ ଓଡିଆ ବୋହଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସେ ସୁଇସାଇଡ ନୋଟରେ ସ୍ବାମୀଙ୍କ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା କରିବା କଥା ଲେଖିଛନ୍ତି । ସେ ୬ ବର୍ଷର ଝିଅକୁ ୧୦ ମାସର ପୁଅର କଥା ବୁଝିବାକୁ କହିଛନ୍ତି । ମୃତଙ୍କ ସ୍ବାମୀ ପୁଣେର ଏକ କମ୍ପାନୀରେ ମ୍ୟାନେଜର ଭାବେ କାମ…

ମୁଖ୍ୟମନ୍ତ୍ରୀଙ୍କ କଥା ମାନିଲେ…

ମାଲକାନଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ପାଳନ କରିଥିଲେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଏସପି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ସମେତ ସବୁ ଜିଲ୍ଲାପାଳଙ୍କୁ ଦୀପାବଳି ଅନାଥ ପିଲାଙ୍କ ସହିତ ପାଳିବାକୁ…

ଆଜିଠୁ ୨ଦିନିଆ ସାଉଦି ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ: ଆଜି ଦୁଇ ଦିନିଆ ସାଉଦୀ ଆରବ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶକ୍ତି ଏବଂ ଅର୍ଥନୀତି ଭଳି ପ୍ରମୁଖ କ୍ଷେତ୍ରରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ନିବିଡ଼ କରିବା ଲକ୍ଷ୍ୟ ଏହି ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିସହିତ ସାଉଦୀ ରାଜା ସଲମନ୍‌ ବିନ୍‌…