Odisha Link
Bridging the Missing Links in Odisha

୪ ବର୍ଷ ପାଇଁ ବାସନ୍ଦ ହେଲେ କେ.ରବି କୁମାର

ନୂଆଦିଲ୍ଲୀ: ଓଡିଆ ଭାରୋତ୍ତୋଳକ କେ. ରବି କୁମାର ଡୋପ୍ ଟେଷ୍ଟରେ ଧରାପଡିଛିନ୍ତି । ନ୍ୟାସନାଲ ଆଣ୍ଟି ଡୋଂପି ଏଜେନ୍ସ ବା ନାଡା ପକ୍ଷରୁ କେ.ରବିକୁମାରଙ୍କୁ ବାସନ୍ଦ କରାଯାଇଥିବା ସୂଚନା ରହିଛି ।
କେ. ରବିକୁମାର ୨୦୧୦ ରାଜ୍ୟଗୋଷ୍ଠୀ କ୍ରାଡାର ୬୯ କେଜି ବର୍ଗରେ ସୂର୍ଣ୍ଣ ପଦକ ଜିତିଥିଲେ । ସେହିପରି ୨୦୧୪ ରାଜ୍ୟଗୋଷ୍ଠୀ କ୍ରାଡରେ ମଧ୍ୟ ଏକ ରୌପ୍ୟ ପଦକ ଜିତିଥିଲେ । ଆସନ୍ତା ୨୦୨୦ରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରୁ ବାଦ ପଡିପାରନ୍ତି କେ.ରବି କୁମାର ।

Comments are closed.