Odisha Link
Bridging the Missing Links in Odisha
Daily Archives

November 7, 2019

୩ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର: ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀରେ ଦୁଇ ଦିନିଆ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବାତ୍ୟା ଯୋଗୁଁ ସାମ୍ଭବ୍ୟ ବର୍ଷା ପାଇଁ ଏହି ଛୁଟି ଘୋଷଣା କରାଯାଇଛି। ତିନି ଜିଲ୍ଲାର ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି । ଶୁକ୍ରବାର ଓ ଶନିବାର ଏହି ଛୁଟି ଘୋଷଣା କରାଯାଇଛି। ଏହି ଦିନ ସମସ୍ତ…

ଟ୍ରେନ ଇଞ୍ଜିନ୍‌ରେ ନିଆଁ

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ହଣ୍ଡପା ଷ୍ଟେସନ ନିକଟରେ ରେଳ ଇଞ୍ଜିନରେ ନିଆଁ ଲାଗିଥିବା ଜଣା ପଡ଼ିଛି। ଆଜମେରରୁ ପୁରୀ ଯାଉଥିବା ଟ୍ରେନରେ ନିଆଁ ଲାଗିଛି। ଫଳରେ ପ୍ରାୟ ୨ଟା ବେଳୁ ଟ୍ରେନ ଅଟକି ରହଥିଲା। ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନାହିଁ। ବାମୁର ଦମକଳ ବାହିନୀ ପହଁଚିଲା ବେଳକୁ ରେଳ…

ନଭେମ୍ବର ୧୭ରେ ପ୍ରତି ଜିଲ୍ଲାରେ ହେବ…

ଭୁବନେଶ୍ୱର: ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ପ୍ରତି ଜିଲ୍ଲାରେ ବକେୟା ପେନ୍‌ସନ୍‌ ମାମଲାର ଆଶୁ ଫଏସଲା କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପେନ୍‌ସନ୍‌ ଅଦାଲତ ଚଳିତ ନଭେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ…

ଦହିବରା ଖାଇ ୫୦ରୁ ଅଧିକ ଅସୁସ୍ଥ

ନୟାଗଡ଼: ନୟାଗଡ଼ରେ ଅଘଟଣ। ବିଷାକ୍ତ ଦହିବରା ଖାଇ ୫୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇ ପଡିଛନ୍ତି। ଅସୁସ୍ଥ ଲୋକମାନଙ୍କୁ ସ୍ଥାନୀୟ ଗଣିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସାଇକେଲରେ ବୁଲି ବିକୁଥିବା ଦୋକାନୀ ଠାରୁ ଦହିବରା ଖାଇବା ପରେ ବହୁ ଲୋକ ଅସୁସ୍ଥ ହୋଇଛନ୍ତି।

ବ୍ରାହ୍ମଣୀ ନଦୀରେ ବୁଡି ଅଷ୍ଟମ ଶ୍ରେଣୀ…

ରାଉରକେଲା: ବ୍ରାହ୍ମଣୀ ନଦୀରେ ବୁଢ଼ୀ ଛାତ୍ର ନିଖୋଜ। ନିଖୋଜ ଛାତ୍ର ହେଉଛନ୍ତି ଆଶିଷ ବଡାଇକ। ସେ ଅଷ୍ଟମ ଶ୍ରେଣୀରେ ଛାତ୍ର। ଦମକଳ ବାହୀନି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ ରାଉରକେଲା ଉଦିତ ନଗର ହାଇସ୍କୁଲର ୪ ଜଣ ଅଷ୍ଟମ ଶ୍ରେଣୀ ଛାତ୍ର ସ୍କୁଲ ନଯାଇ ବ୍ରାହ୍ମଣୀ ନଦୀ…

ପଡ଼ୋଶୀ ରାଜ୍ୟ ସହିତ ସୀମା ବିବାଦ…

ଭୁବନେଶ୍ୱର: ଆଜି ପଡ଼ୋଶୀ ରାଜ୍ୟ ସହିତ ସୀମା ବିବାଦ ସଂପର୍କିତ ଗୃହକମିଟିଙ୍କ ବୈଠକ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ କମିଟିଙ୍କ ଭବିଷ୍ୟତ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା।…

ଭିନ୍ନକ୍ଷମମାନଙ୍କ ମଧ୍ୟରେ ପ୍ରତିଭା ଓ…

ଭୁବନେଶ୍ୱର: ଭିନ୍ନକ୍ଷମମାନଙ୍କ ମଧ୍ୟରେ ଯୋଗ୍ୟତା ଓ ପ୍ରତିଭାର ଅଭାବ ନାହିଁ। ସେମାନଙ୍କୁ ଚିହ୍ନଟ କରି ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ଦିଗରେ ବେସରକାରୀ ଅନୁଷ୍ଠାନମାନେ ପ୍ରଯନି ଜାରି ରଖିବାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତ ଦେଇଛନ୍ତି।…

ମହିଳା ମାଓବାଦୀର ଆତ୍ମସମର୍ପଣ

ରାୟଗଡା: ରାୟଗଡା ପୋଲିସ ନିକଟରେ ଆଜି ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ନାମ ପାର୍ବତି। ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ପାର୍ବତୀ…

ଅଯୋଧ୍ୟା ମାମଲା: ରାୟ ପ୍ରକାଶ ପୂର୍ବରୁ…

ନୂଆଦିଲ୍ଲୀ: ଆଉ କିଛିଦିନ ମଧ୍ୟରେ ବିବାଦୀୟ ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରି ପାରନ୍ତି ସୁପ୍ରମକୋଟ। ଏହି ସବୁକୁ ନଜଜରରେ ରଖି ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସଜାଗ ରହିଛି ପ୍ରଶାସନ। ଉତ୍ତର ପ୍ରଦେଶର ଆମ୍ବେଦକର ନଗରରେ ଥିବା ଭିନ୍ନ ଭିନ୍ନ କଲଜରେ ଆଠଟି ଅସ୍ଥାୟୀ ଜେଲ୍‌ ଖୋଲିଛନ୍ତି। ଅମ୍ବେଦକର…

ଆସନ୍ତାକାଲି ଠାରୁ ଉପକୂଳ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବରେ ୯ ତାରିଖରୁ ସାମାନ୍ୟ ବର୍ଷା ନୁହେଁ, ୮ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଶୁକ୍ରବାର ଠାରୁ ପୁରୀ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଏବଂ କଟକ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୁଣି ୯ ତାରିଖ ଦିନ ଏହି ଜିଲ୍ଲାଗୁଡ଼ିକ ସହ…