Odisha Link
Bridging the Missing Links in Odisha
Daily Archives

November 8, 2019

ଆନ୍ଧ୍ରରେ ତୈଳ ଓ ଗ୍ୟାସ ପ୍ରକଳ୍ପରେ ହେବ…

ହାଇଦ୍ରାବାଦ: ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଆନ୍ଧ୍ରପ୍ରଦେଶରେ ଆଗାମୀ ୫ ବର୍ଷରେ ଏହି ସବୁ ପ୍ରକଳ୍ପରେ ବିପୁଳ ପୁଞ୍ଜିନିବେଶ କରିବାର ଯୋଜନା ରଖିଛି ବୋଲି ଶୁକ୍ରବାର ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡିଙ୍କୁ ଭେଟି…

ଅଯୋଧ୍ୟା ରାୟ: ଆସନ୍ତାକାଲି ସକାଳ ସାଢେ…

ନୂଆଦିଲ୍ଲୀ: ଆସନ୍ତାକାଲି ହେଉଛି ଶନିବାର। ଆସିବ ବହୁ ପ୍ରତୀକ୍ଷିତ ଐତିହାସିକ ଅଯୋଧ୍ୟା ମାମଲା ରାୟ। ଏହି ମାମଲାର ରାୟ ସକାଳ ୧୦.୩୦ ସମୟରେ ଆସିବ ବୋଲି ଜାତୀୟ ଗଣମାଧ୍ୟମମାନଙ୍କରେ ଖବର ପ୍ରକାଶ ପାଇଛି। https://twitter.com/ANI/status/1192828827753275392 ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି…

ପଲଥିନ୍ ଦିଅନ୍ତୁ, ଝୋଟ ବ୍ୟାଗ ନିଅନ୍ତୁ

ଭୁବନେଶ୍ବର: ପଲଥିନ୍‌, ପ୍ଲାଷ୍ଟିକ ବୋତଲ ଦିଅନ୍ତୁ ପ୍ରତିବଦଳରେ ଏକ ଝୋଟ ବ୍ୟାଗ ନିଅନ୍ତୁ। ଏଭଳି ଏକ ଅଭିନବ ଉପାୟରେ ପ୍ଲାଷ୍ଟିକ ବ୍ୟବହାର ନ ରିବା ପାଇଁ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ନବୋଦୟ ଆଲୁମିନି ଆସୋସିଏସନ୍‌ ଅଫ ଓଡ଼ିଶା ନାମକ ଏକ ସଙ୍ଗଠନର କାର୍ଯ୍ୟକର୍ତ୍ତା ଗଣ। ‘ Say no to single use of…

‘ପିଆଜ ପାଇଁ ଦିନେ ଏ ସରକାର…

ଭୁବନେଶ୍ବର: କନ୍ଦାଉଛି ପିଆଜ। ରାଜ୍ୟରେ ପରିବାଦର ସହିତ ପିଆଜ ଦର ଆକାଶ ଛୁଆଁ। ଯାହାକୁ ନେଇ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷେ ପିଆଜ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସାମ୍ବାଦିକଙ୍କ ପିଆଜ ଦର ବୃଦ୍ଧି ପ୍ରଶ୍ନରେ ସୁର କହିଛନ୍ତି ଯେ, ଏ…

ବିମୁଦ୍ରିକରଣକୁ ୩ବର୍ଷ: ବିରୋଧୀଙ୍କ…

ନୂଆଦିଲ୍ଲୀ: ଆଜି ହେଉଛି ନଭେମ୍ୱର ୮। ତିନିବର୍ଷ ପୂର୍ବେ ଏହିଦିନ ଦେଶରେ ବିମୁଦ୍ରିକରଣ ଘୋଷଣା ହୋଇଥିଲା। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରିକରଣ ଘୋଷଣା କରିଥିଲେ। ଆଜି ବିମୁଦ୍ରିକରଣକୁ ତିନିବର୍ଷ ପୂରଣ ହୋଇଛି। ଏହାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ…

ଦୁଃଖ ପ୍ରକାଶ କଲେ ଅନୁଭବ, କହିଲେ…

ଭୁବନେଶ୍ବର: ଗଣମାଧ୍ୟମ ପ୍ରତିନିଧିଙ୍କୁ ର୍ଦୁବ୍ୟବହାର କରିବା ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ସୋସିଆଲ ମିଡିଆ ଜରିଆରେ ସେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ‘ଗଣମାଧ୍ୟମ ପ୍ରତି ମୋର ସର୍ବୋଚ୍ଚ ସମ୍ମାନ ରହିଛି। ଗଣମାଧ୍ୟମକୁ ସବୁବେଳେ ମୁଁ ସହଯୋଗ କରିଆସିଛି।…

ଭୁବନେଶ‌୍ବର-ମୁମ୍ବାଇ ଏୟାର ଇଣ୍ଡିଆ…

ଭୁବନେଶ୍ବର: ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ। ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଏଭଳି ଅଘଟଣ ଘଟିଛି। ବିମାନର ବାମ ପାର୍ଶ୍ୱରେ ନିଆଁ ଲାଗିଥିଲା। ଫଳରେ ବିମାନକୁ ଛତିଶଗଡ଼ର ରାୟପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ନିଆଁ ଲାଗିବାର ନିର୍ଦ୍ଦିଷ୍ଟ କାରଣ…

ରିଲିଜ ହେଲା ଦବାଙ୍ଗ -୩ର ପ୍ରଥମ ଗୀତର…

ନୂଆଦିଲ୍ଲୀ : ବଲିଉଡ଼ ର ସୁପରଷ୍ଟାର ସଲମାନ ଖାନ ନିଜ ଅଭିନୟ ର ଯାଦୁରେ ଦର୍ଶକଙ୍କ ମନକୁ କିଣି ନେଇଛନ୍ତି । ସେ ଅନେକ ସୁପର ହିଟ୍ ସିନେମା ରେ ଅଭିନୟ କରିଛନ୍ତି । ତାଙ୍କର ସିନେମା 'ଦବାଙ୍ଗ-୩'ର ପ୍ରଥମ ଗୀତ ରିଲିଜ ହୋଇଯାଛି । ସିନେମାର ପ୍ରଥମ ଗୀତଟି ଥିଲା 'ନୈନା ଲଡ଼େ' । ଗୀତଟି ରିଲିଜ ହେବାର କିଛି ସମୟ…

ଗାନ୍ଧି ପରିବାର ସଦସ୍ୟଙ୍କୁ ମିଳିବ…

ନୂଆଦିଲ୍ଲୀ: ଏଣିକି ଗାନ୍ଧି ପରିବାର ସଦସ୍ୟଙ୍କୁ ମିଳିବ 'ଜେଡ୍‌ ପ୍ଲସ୍‌’ ସୁରକ୍ଷା। ଗାନ୍ଧି ପରିବାର ସଦସ୍ୟଙ୍କଠୁ ହଟାଟିବ ଏସ୍‌ପିଜି ସୁରକ୍ଷା। ଏହାରି ବଳରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସୁରକ୍ଷା ପାଇଁ ଆଉ ନିୟୋଜିତ ହେବେନି ଏସ୍‌ପିଜି ଯବାନ। କେନ୍ଦ୍ର ସରକାର ଏହି…

ମହାରାଷ୍ଟ୍ର: ଇସ୍ତଫା ଦେଲେ ଫଡନାଭିସ୍

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନାଭିସ୍। ରାଜ୍ୟପାଳ ଭଗତ ସିଂ କୌସିୟାରୀଙ୍କୁ ଭେଟି ସେ ଇସ୍ତଫା ପତ୍ର ଦେଇଛନ୍ତି। ଇସ୍ତଫା ପତ୍ର ଦେବା ପରେ ଫଡନାଭିସ୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ଇସ୍ତଫା ପତ୍ର ରାଜ୍ୟପାଳ ଗ୍ରହଣ କରିଛନ୍ତି। ଇସ୍ତଫା ପତ୍ର ଦେବା ସମୟରେ ଫଡନାଭିସ୍‌ଙ୍କ…